National

ଆରଏସ୍ଏସ୍-ବିଜେପି ନେତାଙ୍କୁ ଡିନର ଦେଲେ ମୋଦି, ଜାଣନ୍ତୁ କାହିଁକି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଆର୍‌ଏସ୍‌ଏସ୍‌ ଏବଂ ବିଜେପିର ପ୍ରମୁଖ ନେତାଙ୍କୁ ଡିନର ଦେଇଛନ୍ତି। ୨୦୧୯ ନିର୍ବାଚନ ପାଇଁ କମର କସୁଛି ବିଜେପି। କେମିତି ୨୦୧୯ ନିର୍ବାଚନ ବୈତରଣୀ...

ସୁଜାତ ବୁଖାରୀ ହତ୍ୟାକାଣ୍ଡ: ଏସ୍ଆଇଟି କରିବ ତଦନ୍ତ, ଜଣେ ସନ୍ଦିଗ୍ଧକୁ ଗିରଫ କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁଜାତ ବୁଖାରୀ ହତ୍ୟାକାଣ୍ଡର ତଦନ୍ତ ଭାର ଏସ୍‌ଆଇଟିକୁ ଦିଆଯାଇଥିବା ବେଳେ ଆଜି ଜଣେ ସନ୍ଦିଗ୍ଧକୁ ଗିରଫ କରିଛି କାଶ୍ମୀର ପୋଲିସ। ଶ୍ରୀନଗରରେ ରାଇଜିଂ କାଶ୍ମୀରର ସମ୍ପାଦକ ସୁଜାତ ବୁଖାରୀ ହତ୍ୟାକାଣ୍ଡରେ ପୋଲିସକୁ ମିଳିଛି...

‘ରାଇଜିଂ କାଶ୍ମୀର’ର ସମ୍ପାଦକ ସୁଜାତ ବୁଖାରୀଙ୍କୁ ତିନି ଆଙ୍କବାଦୀ ମାରିଥିଲେ ୧୫ଟି ଗୁଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁଜାତ ବୁଖାରୀ ହତ୍ୟାକାଣ୍ଡରେ ପୋଲିସ ନୂଆ ତଥ୍ୟ ଦେଇଛି। ତିନି ଜଣ ଆତଙ୍କବାଦୀ ବାଇକରେ ଆସି ୧୫ଟି ଗୁଳି ମାରିଥିବା ପୋଲିସ କହିଛି। ଜମ୍ମୁ-କାଶ୍ମୀରର ଜଣାଶୁଣା ସାମ୍ବାଦିକ ତଥା 'ରାଇଜିଂ କାଶ୍ମୀର'ର ସମ୍ପାଦକ...

ବଜାରକୁ ଆସୁଛି ପତଞ୍ଜଳିର ନୂଆ ଜିନ୍ସ ପ୍ୟାଣ୍ଟ ‘ପରିଧାନ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱଦେଶୀ ସିମ୍‌ କାର୍ଡ ଏବଂ କିମ୍ଭୋ ଆପ୍ ତିଆରି କରିଥିବା ବାବା ରାମଦେବଙ୍କ ପତଞ୍ଜଳି ଗ୍ରୁପ୍ ଏବେ କପଡ଼ା ବ୍ୟବସାୟରେ ପ୍ରବେଶ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ପତଞ୍ଜଳି ଗ୍ରୁପ୍ ଖୁବଶୀଘ୍ର...

ଫିଫା-୨୦୧୮: ଉଦଘାଟନୀ ମ୍ୟାଚରେ କମାଲ୍ ଦେଖାଇଲା ଋଷିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆରମ୍ଭ ହୋଇଛି ଫିଫା ଫୁଟବଲ୍ ବିଶ୍ୱକପ୍ ୨୦୧୮। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆୟୋଜକ ଋଷିଆ ଏବଂ ସାଉଦୀ ଆରବ। ଉଦଘାଟନୀ ମ୍ୟାଚରେ ଋଷିଆ କମାଲ୍ ଦେଖାଇଛି। ସାଉଦୀ ଆରବକୁ ୫-୦...

ଆତଙ୍କବାଦୀଙ୍କ ଗୁଳିରେ ‘ରାଇଜିଂ କାଶ୍ମୀର’ର ସମ୍ପାଦକ ନିହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁ-କାଶ୍ମୀରର ରାଜଧାନୀ ଶ୍ରୀନଗରରେ ଅଭାବନୀୟ ଘଟଣା ଘଟିଛି। ଖବରକାଗଜ 'ରାଇଜିଂ କାଶ୍ମୀର'ର ସମ୍ପାଦକ ସୁଜାତ ବୁଖାରୀ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ବୁଖାରୀଙ୍କ ଜଣେ ପିଏସ୍‌ଓ ପ୍ରାଣ ହରାଇଥିବା ବେଳେ ଆଉ...

କର୍ଣ୍ଣାଟକ ଜୟନଗର ବିଧାନସଭା ଆସନ ହାତେଇଲା କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ପାଇଁ ଖୁସି ଖବର। କର୍ଣ୍ଣାଟକର ଜୟନଗର ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ  ସୋମ୍ୟା ରେଡ୍ଡୀ ବିଜୟୀ ହୋଇଛନ୍ତି। କର୍ଣ୍ଣାଟକର ଜୟନଗର ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୋମ୍ୟା ରେଡ୍ଡୀ ବିଜୟୀ ହୋଇଛନ୍ତି। ସେ...

ସୁସ୍ଥ ଅଛନ୍ତି ବାଜପେୟୀ: ରକ୍ତଚାପ-ହୃଦସ୍ପନ୍ଦନ ସ୍ୱାଭାବିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଛି। ଗତ ୪୮ ଘଣ୍ଟା ଭିତରେ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ହୋଇଥିବା ଏମ୍‌ସ ପକ୍ଷରୁ ଆଜି ଜାରି କରାଯାଇଥିବା ବୁଲେଟିନରେ ସୂଚନା ଦିଆଯାଇଛି। ଏମ୍‌ସ...

ପତ୍ନୀ ଓ ଝିଅଙ୍କୁ କିଛି ଦେଲେନି ଭୟୁଜୀ ମହାରାଜ: ବ୍ୟକ୍ତିଗତ ସହାୟକଙ୍କ ନାଁରେ କଲେ ସବୁ ସମ୍ପତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆତ୍ମହତ୍ୟା ପୂର୍ବରୁ ଭୟୁଜୀ ମହାରାଜ ପତ୍ନୀ ଓ ଝିଅ ନୁହେଁ, ବ୍ୟକ୍ତିଗତ ସହାୟକଙ୍କ ନାଁ’ରେ କଲେ ସବୁ ସମ୍ପତ୍ତି। ଆଧ୍ୟାତ୍ମକ ଗୁରୁ ଭୟୁଜୀ ମହାରାଜଙ୍କ ଆତ୍ମହତ୍ୟା ମାମଲାରେ ଏକ ନୂଆ ମୋଡ଼ ଆସିଛି।...

ମୁମ୍ବାଇ ୱର୍ଲିରେ ଭୟାବହ ଅଗ୍ନିକାଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁମ୍ବାଇ ୱର୍ଲିସ୍ଥିତ ଏକ ଆପାର୍ଟମେଣ୍ଟର ୩୨ ନମ୍ବର ଫ୍ଲାଟରେ ବୁଧବାର ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ୧୦ଟି ଦମକଳ ଗାଡ଼ି ନିଆଁ...