National

ନିର୍ଦ୍ଧାରିତ ସମୟର ୩ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମି: ଏଥର ହେବ ସ୍ଵାଭାବିକ ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ଆସି କେରଳରେ ପହଞ୍ଚିଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁଲା ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ...

ତାମିଲନାଡ଼ୁରେ ଥମୁନି ଉତ୍ତେଜନା: ବେଦାନ୍ତ ଷ୍ଟେରଲାଇଟ ପ୍ଲାଣ୍ଟରେ ପଡ଼ିଲା ତାଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବେଦାନ୍ତ ଷ୍ଟେରଲାଇଟ ପ୍ଲାଣ୍ଟରେ ପଡ଼ିଲା ତାଲା। ତାମିଲନାଡ଼ୁ ସରକାର ଦେଇଛନ୍ତି ଏହି ନିର୍ଦ୍ଦେଶ। ବେଦାନ୍ତ ଷ୍ଟେରଲାଇଟ ପ୍ଲାଣ୍ଟ ବନ୍ଦ ଦାବିରେ ଅଶାନ୍ତ ହୋଇଯାଇଛି ତାମିଲନାଡ଼ୁର ତୁତିକୋରିନ୍। ଗତ ୩ ମାସ ହେଲା ଆନ୍ଦୋଳନ...

ଜେଲରେ ଡ୍ରେସ୍ ଡିଜାଇନିଂ ଶିଖୁଛନ୍ତି ହନିପ୍ରୀତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅମ୍ବାଲା ଜେଲରେ ଡ୍ରେସ ଡିଜାଇନିଂ, ବ୍ଲକ୍‌ ପ୍ରିଣ୍ଟିଂ ଓ ବିଉଟି ଟିପ୍‌ସ କୋର୍ସ କରିବା ପାଇଁ ଗୁରମିତ ରାମରହିମଙ୍କ ପାଳିତ କନ୍ୟା ହନିପ୍ରୀତ ଇନସାନ ନାମ ଲେଖାଇଛନ୍ତି। ଡେରା ସଚ୍ଚା ସୌଦାର ମୁଖ୍ୟ ତଥା ବିବାଦୀୟ...

କଟକର ଚା’ ବିକାଳି ଡି ପ୍ରକାଶ ରାଓ: ମନ କି ବାତରେ ମୋଦି କଲେ ପ୍ରଶଂସା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ଚା' ବିକାଳି ଡି ପ୍ରକାଶ ରାଓଙ୍କ କଥା ମନ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ରର ଏନଡିଏ ସରକାରଙ୍କୁ ପୂରିଛି ଚାରି ବର୍ଷ। ଦେଶବାସୀଙ୍କୁ ରବିବାର ଦିନ...

ଦିଲ୍ଲୀ-ମୀରଟ ଏକ୍ସପ୍ରେସ ୱେ ଉଦଘାଟନ କଲେ ମୋଦି

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀ-ମୀରଟ ଏକ୍ସପ୍ରେସ ୱେର ଫେଜ୍-୧କୁ ଲେକାର୍ପିତ କରିଛନ୍ତି। ଏହି ଏକ୍ସପ୍ରେସ ୱେ ନିର୍ମାଣ ପାଇଁ ୧୧ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଏକ୍ସପ୍ରେସ...

ଏବେ କମିବନି ପେଟ୍ରୋଲ-ଡିଜେଲ ଦର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଦର ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ପେଟ୍ରୋଲ-ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବା ପାଇଁ କୁହାଯାଉଛି।...

ଦେଶରେ ଆଜି ଭୋଟ ହେଲେ ମୋଦି ସରକାର ରହିବ ନା ଗଡ଼ିବ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ନିର୍ବାଚନ ପୂର୍ବରୁ ଏବେ ଦେଶର ରାଜନୀତି ପାଣିପାଗ ବେଶ୍‌ ସରଗରମ। ମୋଦି ସରକାର ଆଗୁଆ ନିର୍ବାଚନ କରିବା ପାଇଁ ଯୋଜନା କରୁଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏଥିପାଇଁ...

ସିବିଏସଇ ପରୀକ୍ଷା ଫଳ ପ୍ରକାଶିତ: ୮୩.୦୧ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଚଳିତ ବର୍ଷ ୮୩.୦୧ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୮.୩୧ ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ...

ମୋଦି ଦେଶର ବିକାଶ ନୁହେଁ, ବିନାଶ କରିବେ: କପିଲ ସିବଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି ଉପଲକ୍ଷେ କଂଗ୍ରେସ ପାଳୁଛି ବିଶ୍ଵାସଘାତ ଦିବସ। ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଥିବାବେଳେ ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ...

ଶନିବାର ବାହାରିବ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଦିନ ପରୀକ୍ଷା ଫଳ ବାହାରିବ ବୋଲି ସିବିଏସ୍‌ଇ ବୋର୍ଡ ନିଷ୍ପତ୍ତି ନେଇଛି। କିନ୍ତୁ କେଉଁ ସମୟରେ ପରୀକ୍ଷା...