National

ଆରଏସଏସ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ପ୍ରଣବ ମୁଖାର୍ଜୀ: ଝିଅ ଶର୍ମିଷ୍ଠାଙ୍କ ବିରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ(ଆରଏସ୍‍ଏସ୍‍) କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ବିବାଦୀୟ ପରିସ୍ଥିତି ଲାଗି ରହିଛି। ପ୍ରଣବଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଏହାକୁ...

ଦିଲ୍ଲୀରେ ବଂଶୀଧର ପଣ୍ଡାଙ୍କ ସ୍ମୃତିସଭା, ଶ୍ରଦ୍ଧାଞ୍ଜଳି ଜଣାଇଲେ ଜାତୀୟ ସ୍ତରର ନେତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ସ୍ମୃତିସଭା ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଏହି ସ୍ମୃତିସଭାରେ କଂଗ୍ରେସ ଏବଂ ବିଜେପି ବହୁ ଜାତୀୟ ସ୍ତରର ନେତା ଯୋଗ ଦେଇ ସ୍ୱର୍ଗତ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି...

କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ଜେଡିଏସର ୯ ଓ କଂଗ୍ରେସର ୧୪ ବିଧାୟକଙ୍କୁ ନେଇ ମନ୍ତ୍ରିମଣ୍ଡଳ ଗଠନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ପ୍ରାୟ ୧୫ ଦିନପରେ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ନିଜ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ...

ଟ୍ରେନ୍ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା: ସାଙ୍ଗରେ ଅଧିକ ଜିନିଷ ନେଉଥିଲେ ଦେବାକୁ ପଡ଼ିବ ଅର୍ଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିମାନ ଭଳି ଏବେ ରେଳଯାତ୍ରୀମାନେ ସାଙ୍ଗରେ ନେଉଥିବା ବ୍ୟାଗେଜର ଓଜନ ନିର୍ଦ୍ଧାରଣ କରାଯାଇଛି। ତେଣୁ ଆପଣ ଅଧିକ ଓଜନର ଜିନିଷ ନେଉଥିଲେ ଏଥିପାଇଁ ଦେବାକୁ ପଡ଼ିବ ଅଧିକ ଅର୍ଥ; ନହେଲେ ଧରାପଡ଼ିଲେ...

ମହାମେଣ୍ଟ ଭୟ: ସହଯୋଗୀ ଦଳର ମାନଭଞ୍ଜନ କରିବାକୁ ଲାଗିପଡ଼ିଲେଣି ଅମିତ ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିରୋଧୀ ମହାମେଣ୍ଟକୁ ଟକ୍କର ଦେବା ପାଇଁ ଏବେଠାରୁ ସହଯୋଗୀ ଦଳର ମାନଭଞ୍ଜନ କରିବାରେ ଲାଗିପଡ଼ିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ। ୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟ ରଥକୁ...

ଗୁଜୁରାଟରେ ଖସିଲା ବାୟୁସେନା ବିମାନ ‘ଜାଗୁଆର’: ପାଇଲଟ୍ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜୁରାଟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜାମନଗରରେ ବିମାନ ‘ଜାଗୁଆର’ ଦୁର୍ଘଟଣା ହେବା ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଛି। ଗୁଜୁରାଟର କଚ୍ଛ ଜିଲ୍ଲାରେ ମଙ୍ଗଳବାର ସକାଳୁ ଘଟିଛି ଏକ ଅଘଟଣ। ଭାରତୀୟ...

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ! ୨୦୧୯ ପୂର୍ବରୁ ମୋଦିଙ୍କ ପାଇଁ ଶେଷ ଅସ୍ତ୍ର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଶୀଘ୍ର ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବା ପାଇଁ ଯାଉଛନ୍ତି। ଏହା ହେବ ତାଙ୍କର ଶେଷ ସମ୍ପ୍ରସାରଣ/ପରିବର୍ତ୍ତନ। ଆସନ୍ତା ଲୋକସଭା ନିର୍ବାଚନକୁ ଆଖିରେ ରଖି ଏହି...

ମହିଳାଙ୍କୁ ଛୁଇଁଲେ ଲାଗିବ ୨୪ ଭୋଲ୍ଟ ଝଟକା: ବଜାରକୁ ଆସୁଛି ନୂଆ ଜ୍ୟାକେଟ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହିଳାମାନଙ୍କ ସହ ଅସଦାଚରଣ କରୁଛନ୍ତି କି? ତେବେ ସାବଧାନ ହୋଇଯାନ୍ତୁ। ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଆସୁଛି ଜ୍ୟାକେଟ୍‌। ଯାହାକୁ ଛୁଇଁଲେ ଲାଗିବ ୨୪ଭୋଲ୍ଟର ଝଟକା। ଆଜିକାଲି ଦେଶର ବିଭିନ୍ନ ଯାଗାରେ ମହିଳାମାନଙ୍କ ସହ...

ରାତାରାତି ଷ୍ଟାର ପାଲଟିଲେ ଡ୍ୟାନ୍ସିଂ ଅଙ୍କଲ: ପ୍ରଫେସରରୁ ବ୍ରାଣ୍ଡ୍ ଆମ୍ବାସଡର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାତାରାତି ସେଲିବ୍ରିଟି ପାଲଟିଯାଇଥିବା ‘ଡ୍ୟାନ୍ସିଂ ଅଙ୍କଲ'ଙ୍କୁ ମଧ୍ୟ ପ୍ରଦେଶ ଭିଦିଶା ମୁନିସିପାଲଟି କର୍ପୋରେଶନର ବ୍ରାଣ୍ଡ୍ ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି। ପେସାରେ ପ୍ରଫେସର୍ କିନ୍ତୁ ଡ୍ୟାନ୍ସ ତାଙ୍କ ମଚାଇଛି ଧୁମ୍। ରାତାରାତି ହୋଇଯାଇଛନ୍ତି...

ଆସୁଛି ଝଡ଼ତୋଫାନ: ୧୪ଟି ରାଜ୍ୟକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଡ଼ି ଆସୁଛି ଝଡ଼ତୋଫାନ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ୧୪ଟି ରାଜ୍ୟକୁ ସତର୍କ ସୂଚନା ଦିଆଯାଇଛି। ଓଡିଶା ସମେତ ୧୪ଟି ରାଜ୍ୟରେ ଝଡବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ...