ଗୁଜୁରାଟରେ ଧିମେଇ ଯାଇଛି ବିଜେପିର ସୋସିଆଲ ମିଡିଆ କ୍ୟାମ୍ପେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ ମିଡିଆକୁ ଅସ୍ତ୍ର କରି ୨୦୧୪ ନିର୍ବାଚନ ବୈତରଣୀ ପାର୍ ହୋଇଥିବା ବିଜେପି ପାଇଁ ଗୁଜୁରାଟ ନିର୍ବାଚନ କ୍ୟାମ୍ପେନ୍ ମହଙ୍ଗା ପଡ଼ିଛି। ବିଜେପି ଏଥର ସୋସିଆଲ ମିଡିଆ କ୍ୟାମ୍ପେନରେ କିଛି ନୂଆ...
ଆମ୍ ଆଦମୀ ପାର୍ଟି: ଗତି କୁଆଡେ଼?
ଭାସ୍କର ପରିଚ୍ଛା
ରବିବାର ଦିନ ଆମ୍ ଆଦମୀ ପାର୍ଟି ପକ୍ଷରୁ ତା'ର ପଞ୍ଚମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏହି ୫ ବର୍ଷ ମଧ୍ୟରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ବହୁ ଚଢ଼ାଉତୁରା ଦେଇ ଗତି କରିଆସିଛି।...
ଭାରତ ଆସୁଛନ୍ତି ଟ୍ରମ୍ପଙ୍କ ଝିଅ: ୧୦ଟି ଜାଣିବା କଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାର ହାଇଦ୍ରାବାଦ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନଲ୍ଡ଼ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ। ସେ ପ୍ରଥମ ଥର ପାଇଁ ଭାରତ ଆସୁଛନ୍ତି। ହାଇଦ୍ରାବାଦରେ ଅନୁଷ୍ଠିତ ହେଉଥିବା ବିଶ୍ଵ ଉଦ୍ୟୋଗ ଶିଖର ସମ୍ମିଳନୀରେ...
ଭାରତର ଟପ୍ ୫ କିନ୍ନର, ନ୍ୟୁଜ୍ ଆଙ୍କରରୁ ବିଚାରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନ ଥିଲା କିନ୍ନରମାନଙ୍କୁ ଆମ ସମାଜ ଭିନ୍ନ ଚକ୍ଷୁରେ ଦେଖୁଥିଲା। ହେଲେ ଏବେ ସମୟ ବଦଳିଛି। କିନ୍ନରମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏବେ ଆସନ୍ତୁ ଏମିତି କିଛି କିନ୍ନରଙ୍କ ସମ୍ପର୍କରେ...
ଶୀତରେ ଜୋରଦାର ହେବ ମାଓ ଦମନ: ପୋଲିସ ଆପଣାଇଲା ନୂଆ ଫର୍ମୁଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଙ୍ଗଲ ପାଖ ଗାଁରେ ପୋଲିସ-ଯବାନ ପାଇବେ ଡେରା
ସନ୍ଧ୍ୟା ୬ରୁ ସକାଳ ୬ ଯାଏଁ ଜୋରଦାର କୋମ୍ବିଂ
ଜଙ୍ଗଲ ପାଖ ଗାଁରେ ପୋଲିସ କରୁଛି ସଚେତନ
ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସ୍ବତନ୍ତ୍ର...
ଭେଣ୍ଟିଲେଟରରୁ ବାହାରିଲା କାଳିଆ, ସୁଧୁରୁଛି ଜଗାର ସ୍ୱାସ୍ଥ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିୟୁରେ ରହିଛି କାଳିଆ
ନାକପଟେ ଦିଆଯାଉଛି ତରଳ ଖାଦ୍ୟ
ଜଗା ସ୍ୱାସ୍ଥ୍ୟରେ ଘଟୁଛି ଦ୍ରୁତ ପରିବର୍ତ୍ତନ
ଦିଲ୍ଲୀ ଏମ୍ସରୁ ଶନିବାର ସନ୍ଧ୍ୟାରେ ଆସିଛି ଖୁସି ଖବର। ସୁଧୁରୁଛି କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ...
ଆନ୍ତଃରାଜ୍ୟ କାଉନସିଲ୍ ବୈଠକରେ ନବୀନ ଉଠାଇଲେ ଓଡ଼ିଶା ଦାବି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ତଃରାଜ୍ୟ କାଉନସିଲ୍ର ଷ୍ଟାଣ୍ଡିଂ କମିଟି ବୈଠକରେ ଓଡ଼ିଶାର ୩ଟି ପ୍ରମୁଖ ଦାବି ଉଠିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି ଉଠାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଲେ, "ଶୀଘ୍ର ଗଠନ କର ମହାନଦୀ ଟ୍ରିବ୍ୟୁନାଲ"
...
ପ୍ରଦୂଷଣ ରୋକିବା ପାଇଁ ଆସୁଛି ବିଦ୍ୟୁତ ଚାଳିତ କାର୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବଢ଼ି ଚାଲିଛି ପେଟ୍ରୋଲ୍ ଏବଂ ଡିଜେଲ୍ ଦର। ପେଟ୍ରୋଲ-ଡିଜେଲ୍ ଚାଳିତ କାର୍ ଯୋଗୁଁ ପରିବେଷ ହେଉଛି ପ୍ରଦୂଷିତ। ଏଥିପାଇଁ ବହୁ ପରିବେଶବିତ୍ ଚିନ୍ତାବ୍ୟକ୍ତ କରୁଛନ୍ତି। ଏହାଛଡ଼ା ପେଟ୍ରୋଲ-ଡିଜେଲ ଦର ବଢ଼ୁଥିବାରୁ ଗାଡ଼ି...
ଡିସେମ୍ବର ପହିଲାରେ ‘ପଦ୍ମାବତୀ’: ଭାରତରେ ନୁହେଁ ଲଣ୍ଡନରେ ହେବ ରିଲିଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିସେମ୍ବର ପହିଲାରେ ପରଦାକୁ ଆସିବ ବିବାଦୀୟ ଫିଲ୍ମ 'ପଦ୍ମାବତୀ'। ହେଲେ ଏହା ଭାରତରେ ନୁହେଁ, ଲଣ୍ଡନରେ ହେବ ରିଲିଜ। ଫିଲ୍ମର ଗୋଟିଏ ସଟ୍ କଟା ନଯାଇ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏନେଇ...
ଲଞ୍ଚ ହେଲା ଉମଙ୍ଗ୍ ଆପ୍, ଘରେ ବସି ହୋଇପାରିବ ପାସପୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିଜିଟାଲ ଭାରତକୁ ଆଉ ପାଦେ ଆଗେଇ ନେବା ପାଇଁ କେନ୍ଦ୍ର ସରକାର ଶୁଭାରମ୍ଭ କରିଛନ୍ତି ଉମଙ୍ଗ୍ ଆପ୍
କେନ୍ଦ୍ର ସରକାର ଆଜି ଏକ ବଡ଼ କାମ କରିଛନ୍ତି। ଡିଜିଟାଲ ଭାରତକୁ ଆଉ ପାଦେ...