National

ହାଉସ୍ କିପରଙ୍କ ମାସିକ ଦରମା ୧୮ ଲକ୍ଷ ୫୦ ହଜାର ଟଙ୍କା – ମିଳିବ ରାଜପ୍ରାସାଦରେ ରହିବା ଓ...

ଓଡ଼ିଶାଲାଇଭ୍ ବ୍ୟୁରୋ ହାଉସ୍ କିପରଙ୍କୁ ମାସକୁ ମିଳିବ ୧୮ ଲକ୍ଷ ୫୦ ହଜାର ଟଙ୍କା। ଏଥିସହ ରାଜପ୍ରାସାଦରେ ରହିବା ଓ ଖାଇବା ସୁବିଧା ମଧ୍ୟ ପ୍ରଦାନ କରାଯିବ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।...

ଅନଲକ୍ -୫ : ଗୋ କରୋନା ଗୋ

କମଳାକାନ୍ତ ପତି ବଜାରକୁ କରୋନା ପ୍ରତିଷେଧକ ଅଣାଯିବାର ତତ୍ପରତା ମଧ୍ୟରେ ଅନଲକ୍ -୫ ନଭେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ଅକ୍ଟୋବରରେ କାର୍ଯ୍ୟକ୍ଷମ ହୋଇଥିବା ଅନଲକ୍ -୪ର କୋହଳ କଟକଣାରେ କୌଣସି ପରିବର୍ତ୍ତନ କରାଯାଇ...
pulwama

ସତ ମାନିଲେ ପାକିସ୍ତାନୀ ମନ୍ତ୍ରୀ – ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନ ହାତ, ଇମ୍ରାନଙ୍କୁ ଦେଲେ ଧନ୍ୟବାଦ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଲୱାମା ଆକ୍ରମଣରେ ପାକିସ୍ତାନ ସରକାରର ସିଧାସଳଖ ହାତ ଥିଲା। ଏହି କଥାକୁ ଆଜି ସ୍ପଷ୍ଟ କରିଛନ୍ତି ଖୋଦ୍ ପାକିସ୍ତାନର ଇମ୍ରାନ ସରକାରରେ ସୂଚନା ଓ ପ୍ରସାରଣ ବିଭାଗର ମନ୍ତ୍ରୀ ଥିବା ଫବାଦ...
laxmi bomb

ବିବାଦ ବଢ଼ିବା ପରେ ବଦଳିଲା ଅକ୍ଷୟଙ୍କ ପିଲ୍ମ ‘ଲକ୍ଷ୍ମୀ ବମ୍‌’ର ଟାଇଟଲ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବିବାଦ ବଢ଼ିବା ପରେ ଅଭିନେତା ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ଟାଇଟଲ ବଦଳିଛି। ଫିଲ୍ମ ନିର୍ମାତା ଫିଲ୍ମର ଟାଇଟଲରୁ ‘ବମ୍‌’ ହଟାଇ କେବଳ ‘ଲକ୍ଷ୍ମୀ’ ରଖିଛନ୍ତି। ଫିଲ୍ମର ଟାଇଟଲ...

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ – ଗଳାକାଟି ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଫ୍ରାନ୍ସର ‘ନୋତରେ ଦେମ୍’ ଚର୍ଚ୍ଚ ପାଖରେ ଆତଙ୍କବାଦୀ ଆକ୍ରମଣ। ଜଣେ ଆତଙ୍କବାଦୀ ଛୁରୀ ମାଡ଼ରେ ଫ୍ରାନ୍ସରେ ତିନିଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଜଣେ ବ୍ୟକ୍ତି ହଠାତ୍ ଫ୍ରାନ୍ସର ନୋତରେ ଦେମ୍ ଚର୍ଚ୍ଚ...

ଏମିତି ସହର – ଯେଉଁଠି ମାତ୍ର ୮୬ ଟଙ୍କାରେ ବିକ୍ରି ହେଉଛି ଘର

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ତ୍ତମାନ ସମୟରେ ଘରଟିଏ କିଣିବାକୁ ହେଲେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଆଉ ଯଦି ଘରଟି କୌଣସି ସହର ଭିତରେ ଥାଏ ତେବେ ତାର ମୂଲ୍ୟ ଯଥେଷ୍ଟ ବଢ଼ିଯାଏ। କିନ୍ତୁ...

ମୂର୍ତ୍ତି ବିସର୍ଜନରୁ ମୁଙ୍ଗେରରେ ହିଂସା – ବଦଳିଲେ ଏସପି, ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ନିର୍ବାଚନବେଳେ ଦୂର୍ଗାପୂଜା ମୂର୍ତ୍ତି ଭସାଣିକୁ ନେଇ ବିହାରର ମୁଙ୍ଗେରରେ ତେଜିଲା ହିଂସା।  ଦୁର୍ଗାପୂଜା ମୂର୍ତ୍ତି ବିସର୍ଜନକୁ ନେଇ ବିହାରର ମୁଙ୍ଗେରରେ ଦେଖାଯାଇଥିବା ହିଂସା ଆଜି ଉଗ୍ରରୂପ ଧାରଣ କରିଛି। ବିକ୍ଷୋଭକାରୀମାନେ ପୋଲିସର...

ଫିଲ୍ମରେ କ୍ରିକେଟର ଇରଫାନ ପଠାନଙ୍କ ଡେବ୍ୟୁ – ସାମ୍ନାକୁ ଆସିଲା ଫାଷ୍ଟ ଲୁକ୍

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ କ୍ରିକେଟ ପଡ଼ିଆରେ କୋଟି କୋଟି ଦର୍ଶକଙ୍କ ମନ ଜିତିଛନ୍ତି ଭାରତୀୟ କ୍ରିକେଟର ଇରଫାନ ପଠାନ। କ୍ରିକେଟରୁ ଅବସର ନେବା ପରେ ଏବେ ସେ ଅଭିନୟ ଦୁନିଆରେ ଡେବ୍ୟୁ କରିଛନ୍ତି। ତାମିଲ୍...

କିଏ ତିଆରି କରିଛି ଆରୋଗ୍ୟ ସେତୁ ଆପ୍? କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ପାଖରେ ସ୍ପଷ୍ଟୀକରଣ ରଖିଲେ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଆରୋଗ୍ୟ ସେତୁ ଆପ୍‌କୁ କିଏ ତିଆରି କରିଛି ସେନେଇ ବିବାଦ ଲାଗିରହିଛି। ଏ ବାବଦରେ ସୂଚନା ଦେଉନଥିବାରୁ ଜାତୀୟ ସୂଚନା କେନ୍ଦ୍ର(ଏନ୍‌ଆଇସି)କୁ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି) କାରଣ ଦର୍ଶାଅ ନୋଟିସ୍ ଜାରି...

ବିବାଦରେ ଅକ୍ଷୟଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ – ଟାଇଟଲ ବଦଳାଇବାକୁ ଉଠିଲା ଦାବି

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଅଭିନେତା ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ମ 'ଲକ୍ଷ୍ମୀ ବମ୍'କୁ ପ୍ରମୋଟ୍ କରିବାରେ ବ୍ୟସ୍ତ ଥିଲା ବେଳେ ଫିଲ୍ମକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଅନେକ ଫିଲ୍ମକୁ ବୟକଟ୍‌ କରିବାକୁ...