National

ଅର୍ଥନୀତିରେ ପଲ୍ ମିଲଗ୍ରମ୍ ଓ ରବର୍ଟ ଉଇଲସନଙ୍କୁ ମିଳିବ ନୋବେଲ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ   ବର୍ଷ ୨୦୨୦ ପାଇଁ ଅର୍ଥନୀତି କ୍ଷେତ୍ରରେ ନୋବଲ ପୁରସ୍କାର ଘୋଷଣା କରାଯାଇଛି। ଆମେରିକାର ପଲ୍ ମିଲଗ୍ରମ୍ ଓ ରବର୍ଟ ଉଇଲସନଙ୍କୁ ଏହି ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ସୋମବାର ଏନେଇ...

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା – ବିନା ସୁଧରେ ରାଜ୍ୟମାନଙ୍କୁ ଦିଆଯିବ ୧୨ ହଜାର କୋଟିର ଋଣ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାର ସୋମବାର ରାଜ୍ୟମାନଙ୍କ ପାଇଁ ସ୍ୱତନ୍ତ୍ର ସୁଧମୁକ୍ତ ଋଣ ବ୍ୟବସ୍ଥା ଘୋଷଣା କରିଛନ୍ତି। ଏହି ବ୍ୟବସ୍ଥାରେ ରାଜ୍ୟମାନଙ୍କୁ ୫୦ ବର୍ଷ ପାଇଁ ବିନା କୌଣସି ସୁଧରେ ଋଣ ଯୋଗାଇ ଦିଆଯିବ...

ସକାଳେ କଂଗ୍ରେସରୁ ଇସ୍ତଫା, ଦିପହରେ ବିଜେପିରେ ସାମିଲ ହେଲେ ଖୁସବୁ ସୁନ୍ଦର

ଓଡ଼ିଶାଲାଇଭ୍ ବ୍ୟୁରୋ ତାମିଲନାଡୁର ଲୋକପ୍ରିୟ ଅଭନେତ୍ରୀ ତଥା ନେତ୍ରୀ ଖୁସବୁ ସୁନ୍ଦର ଆଜି କଂଗ୍ରେସର ହାତ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସେ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିବା...

ଟିଭିରୁ ଦେଖି ଶିଖିଥିଲେ ଡ୍ୟାନ୍ସ – ଏବେ ଆଙ୍କର, ଆକ୍ଟର, ଡ୍ୟାନ୍ସର ହୋଇ ରାଜ୍ କରୁଛନ୍ତି ରାଘବ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଡ୍ୟାନ୍ସର ରାଘବ ଜୁଆଲଙ୍କୁ କିଏ ନଜାଣେ। ନିଜର ସ୍ଲୋ ମୋସନ ଡ୍ୟାନ୍ସ ପାଇଁ ସେ ଆଜି କୋଟି କୋଟି ଡ୍ୟାନ୍ସ ପ୍ରେମୀଙ୍କ ମନରେ ଘର କରିଛନ୍ତି। କେବଳ ଡ୍ୟାନ୍ସ ନୁହେଁ...
Supreme court of India SC allows women entry to sabarimala_temple

ହଲାଲ ବନ୍ଦ ଆବେଦନ ଖାରଜ – ଖାଦ୍ୟ ଅଭ୍ୟାସ ଉପରେ ହସ୍ତକ୍ଷେପ ହେବନି କହିଲେ ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ହଲାଲକୁ ବନ୍ଦ କରିବା ପାଇଁ ହୋଇଥିବା ଏକ ଆଭେଦନକୁ ସୁପ୍ରିମ କୋର୍ଟ ସୋମବାର ଦିନ ଖାରଜ କରିଦେଇଛନ୍ତି। ଜଷ୍ଟିସ ସଞ୍ଜୟ କିଶନ କାଉଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ...

ମୋବାଇଲ୍ ସ୍କ୍ରିନ୍‌, ବ୍ୟାଙ୍କ ନୋଟ୍‌ରେ ୨୮ ଦିନ ବଞ୍ଚିପାରେ କରୋନା ଭୂତାଣୁ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଭୂତାଣୁକୁ ନେଇ ଆସିଲା ଆଉ ଏକ ଚିନ୍ତାଜନକ ତଥ୍ୟ। ମୋବାଇଲ୍ ସ୍କ୍ରିନ୍ ଏବଂ ବ୍ୟାଙ୍କ ନୋଟ୍‌ରେ ଦୀର୍ଘଦିନ ପର୍ଯ୍ୟନ୍ତ ବଞ୍ଚିପାରେ କରୋନା ଭାଇରସ୍। ସୋମବାର ଅଷ୍ଟ୍ରେଲିଆର ଜାତୀୟ ବିଜ୍ଞାନ ଏଜେନ୍ସି...

ମୁମ୍ଵାଇରେ ବିଦ୍ୟୁତ ସରବରାହ ବନ୍ଦ – ଧୈର୍ଯ୍ୟ ରଖିବାକୁ ଅନୁରୋଧ କଲେ ବିଗ୍ ବି

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ଵାଇରେ ବିଦ୍ୟୁତ ସରବରାହ ବନ୍ଦ ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସାଧାରଣ ଲୋକଙ୍କ ସମେତ ସେଲିବ୍ରିଟିମାନେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ଧୈର୍ଯ୍ୟହରା ନହେବା ପାଇଁ...

ହିନ୍ଦୀ କହି ଆସେନି, କିନ୍ତୁ ଗୀତ ଗାଇ ‘ସାରେଗାମାପା’ ଟ୍ରଫି ଜିତିଲେ କୁନି ଝିଅ ଆର୍ଯ୍ୟା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ହିନ୍ଦୀ କହି ଆସେନି କି  ବୁଝି ପାରନ୍ତିନି ତଥାପି ହିନ୍ଦୀ ଗୀତ ଗାଇ ନିଜର କଣ୍ଠର ଯାଦୁରେ କୋଟି କୋଟି ଶ୍ରୋତାଙ୍କ ମନ ଜିତିଛନ୍ତି ଆର୍ଯ୍ୟାନନ୍ଦା ବାବୁ। କେରଳର ୧୨...

ପୁରୀ ସହିତ ଭାରତର ୮ଟି ସମୁଦ୍ରକୂଳକୁ ମିଳିଲା ବ୍ଲୁ ଫ୍ଲାଗ ମାନ୍ୟତା – ଜାଣନ୍ତୁ, ଏହା କ’ଣ?

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ସହିତ ଭାରତର ୮ଟି ସମୁଦ୍ରକୂଳକୁ ‘ବ୍ଲୁ ଫ୍ଲାଗ୍’ ମାନ୍ୟତା ମିଳିଛି। ଅନ୍ତର୍ଜାତୀୟ ସ୍ତରରେ ପ୍ରଥମ ଥର ପାଇଁ ଦେଶର କିଛି ସମୁଦ୍ର କୂଳକୁ ଏହି ମାନ୍ୟତା ମିଳିଛି। ଯାହା ଭାରତ...

ଚାରି ଦିନର ଚାନ୍ଦିନୀ, ପୁଣି ଅନ୍ଧାରରେ ରାନୁ ମଣ୍ଡଳଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଶ୍ଚିମବଙ୍ଗ ରାଣାଘାଟ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାନୁ ମଣ୍ଡଳ ରାତାରାତି ଷ୍ଟାର ହୋଇଥିଲେ। ଏହାପରେ ରାନୁଙ୍କ ଜୀବନ ଚମକି ଉଠିଥିଲା। ସବୁଠି ତାଙ୍କରି ଚର୍ଚ୍ଚା ଚାଲିଥିଲା। ତାଙ୍କ ଲୋକପ୍ରିୟତା...