National

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପାକ୍‌ ହାଇ କମିଶନର ସାହେଲ ମହମ୍ମଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହକି ବିଶ୍ୱକପ୍‌ ପାଇଁ ପ୍ରସଂଶା କରିଛନ୍ତି ପାକିସ୍ତାନ ହାଇ କମିଶନର ସାହେଲ ମହମ୍ମଦ। ଓଡ଼ିଶାରେ ହକି ବିଶ୍ୱକପ୍‌ର ଆୟୋଜନ ପାଇଁ ପୁଣିଥରେ ପ୍ରସଂଶାର ପାତ୍ର ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

ଇଶା ଅମ୍ବାନିଙ୍କ ହାଇପ୍ରୋଫାଇଲ୍‌ ବାହାଘର – ଯୋଗଦେଲେ ହିଲାରୀ କ୍ଲିଣ୍ଟନ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଇଶା ଅମ୍ବାନିଙ୍କ ବିବାହ ଉତ୍ସବରେ ଯୋଗଦେଲେ ହିଲାରୀ କ୍ଲିଣ୍ଟନ ଓ ପପ୍‌ ସିଙ୍ଗର ବେୟୋନ୍‌ସ। ଆରମ୍ଭ ହୋଇଯାଇଛି ଶିଳ୍ପପତି ମୁକେଶ ଅମ୍ବାନିଙ୍କ ସୁପୁତ୍ରୀ ଇଶା ଅମ୍ବାନିଙ୍କ ବିବାହ ଉତ୍ସବ। ସେଥିପାଇଁ ରାଜସ୍ଥାନର...

କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଉପେନ୍ଦ୍ର କୁଶୱାହା

   ଓଡ଼ିଶାଲାଇଭ୍ ବ୍ୟୁରୋ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉପେନ୍ଦ୍ର କୁଶୱାହା।    ସଂସଦର ଶୀତ ଅଧିବେଶନ ଡିସେମ୍ବର ୧୧ରେ ବସିବ। ଅଧିବେଶନର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର...

ମହିଳା ସଂରକ୍ଷଣ ପ୍ରସଙ୍ଗ – ରାହୁଲଙ୍କ ସମର୍ଥନରେ ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳାଙ୍କ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ସମର୍ଥନରେ ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ। ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସାଥ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ...

ଆଡିଲେଡ୍ ଟେଷ୍ଟ – ୧୦ ବର୍ଷ ପରେ ଅଷ୍ଟ୍ରେଲିଆରେ ଭାରତର ବିଜୟ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରିକେଟ ଜଗତରେ ବିରାଟ ବାହିନୀ ଇତିହାସ ରଚିଛି। ଆଡିଲେଡ୍ ଓଭାଲଠାରେ ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଚାଲିଥିବା ୪ ମ୍ୟାଚ ବିଶିଷ୍ଟ ପ୍ରଥମ ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ଭାରତ ଅଷ୍ଟ୍ରେଲିଆ...

ଓଡ଼ିଶା ଉପରେ ତେଲୁଗୁ ଦେଶମ, ତୃଣମୂଳ କଂଗ୍ରେସ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବି ନଜର 

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଆଗାମୀ ୨୦୧୯ ନିର୍ବାଚନ ପାଖେଇ ଆସୁଥିଲା ବେଳେ ବିଜେପି ବ୍ୟତୀତ ଅନ୍ୟ ଦଳର ନଜର ବି ଓଡ଼ିଶା ଉପରେ ପଡ଼ିଛି। ଖବର ମିଳିଛି ଯେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ...

ବଲିଉଡ ବାଦଶାହ ଶାହରୁଖଙ୍କ ବିଷୟରେ କିଛି ଅଜଣା କଥା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ ବଲିଉଡ ବାଦଶାହ ଶାହରୁଖଙ୍କ ବିଷୟରେ ତ ପ୍ରାୟ ଅନେକଙ୍କୁ ଜଣା। ହେଲେ ତାଙ୍କ ପରିବାର ଓ ପୂର୍ବ ପୁରୁଷମାନଙ୍କ ବିଷୟରେ ଆପଣ କ’ଣ ଜାଣନ୍ତି? ତେବେ ଜାଣନ୍ତୁ ସେହି ବିଷୟରେ… ଶାହରୁଖ...
Indian PM Narendra Modi

ମିଶନ-୨୦୧୯କୁ ଲାଗିପାରେ ଝଟକା! ବର୍ଦ୍ଧିତ ତେଲ ଦରକୁ ନେଇ ଚିନ୍ତାରେ ମୋଦି ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଟିଏପଟେ ପାଞ୍ଚଟି ରାଜ୍ୟର ନିର୍ବାଚନର ଏକଜିଟ୍ ପୋଲ ବିଜେପିକୁ ଚିନ୍ତାରେ ପକାଇ ଥିବା ବେଳେ ଅନ୍ୟପଟେ ଅଶୋଧିତ ତୈଳ ଦର ବୃଦ୍ଧି ଖବର କେନ୍ଦ୍ର ସରକାରଙ୍କ ୨୦୧୯ ମିଶନକୁ ଆହୁରି ମୁସ୍କିଲ...

ଭୁଲ୍ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଯାଇଛି କି? ଜାଣନ୍ତୁ କେମିତି ଫେରିପାଇବେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିଜିଟାଲରେ ଟଙ୍କା କାରବାର କରିବା ବେଳେ ଭୁଲ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବାର ଅନେକ ଆଶଙ୍କା ଥାଏ। ଭୁଲ ତଥ୍ୟ କିମ୍ବା ଭୁଲ ନମ୍ବର ଯୋଗୁଁ ଅନେକ ସମୟରେ ଭୁଲ ଆକାଉଣ୍ଟକୁ...

ଫୋନ୍ ଟ୍ରାକ୍ ହେଉଥିଲେ ଟ୍ରାଇଠୁ ପାଇପାରିବେ ସାହାଯ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯଦି କୌଣସି ବ୍ୟକ୍ତିଙ୍କର ମୋବାଇଲ ଟ୍ରାକ୍ ହେଉଛି ଏବଂ ଆପଣ ଏ ବିଷୟରେ ଅବଗତ ହେବାକୁ ଚାହୁଁଛନ୍ତି ତେବେ କ’ଣ କରିବେ? ଏହି ପ୍ରଶ୍ନର ଉତ୍ତର ଏବେ ମିଳିଯାଇଛି। ଆବେଦନକାରୀ ଯଦି...