National

କରୋନା ସମୟରେ ଦେଶର ୮୩% ରେସ୍ତୋରାଁ ବନ୍ଦ ଥିଲା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀ ସମୟରେ ଦେଶର ୮୩ ପ୍ରତିଶତ ହୋଟେଲ ଓ ରେସ୍ତୋରାଁ ବନ୍ଦ ଥିବା ବିଷୟ ଏକ ସର୍ଭେରୁ ଜଣାପଡିଛି। ଖାଦ୍ୟ ଯୋଗାଣ କମ୍ପାନି ଜମାଟୋ ଦ୍ୱାରା ଏହି ସର୍ଭେ କରାଯାଇଥିଲା। ସର୍ଭେରୁ...

ବର୍ଷାଦିନେ ମୋବାଇଲକୁ କେମିତି ରଖିବେ ସୁରକ୍ଷିତ?

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷା ଦିନରେ ନିଜ ଜରୁରୀ ଜିନିଷଗୁଡ଼ିକ ବର୍ଷା ପାଣିରେ ଭିଜି ଯାଏା ଆମର ନିତ୍ୟବ୍ୟବହାର୍ଯ୍ୟ ମୋବାଇଲ ଫୋନ୍‌ ବର୍ଷାରେ ଓଦା ହୋଇଗଲେ ଫୋନ୍ ନଷ୍ଟ ହେବାର ଆଶଙ୍କା ରହିଥାଏ। କାରଣ ଫୋନ୍‌ରେ...

କାହିଁକି ଅଧାରେ ରହିଗଲା ଏହି ବଲିଉଡ ଷ୍ଟାରଙ୍କ ପ୍ରେମକାହାଣୀ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡରେ ଏମିତି କିଛି ଯୋଡ଼ି ଅଛନ୍ତି ଯେଉଁମାନଙ୍କ ପ୍ରେମ କାହାଣୀ ଢେର ଚର୍ଚ୍ଚିତ ହୋଇଛି, ମାତ୍ର ସଫଳ ହୋଇ ପାରିନି। ଆଜି ଆମେ ବଲିଉଡର ସେମିତି କିଛି ଯୋଡ଼ି ବିଷୟରେ କହିବୁ...

ବିଶ୍ୱବ୍ୟାପୀ ଧିମାପଡ଼ିଲା ଗୁଗୁଲ : ଜି-ମେଲ ଯାଉନି ମେସେଜ୍, ଲୋକେ ହନ୍ତସନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵବ୍ୟାପୀ ଧିମା ହୋଇପଡ଼ିଛି ଗୁଗଲ୍। ଜି-ମେଲ୍, ଗୁଗୁଲ୍ ଡ୍ରାଇଭ୍, ଗୁଗୁଲ୍ ଡକୁମେଣ୍ଟ ସମେତ ଗୁଗୁଲ୍‌ର ଅନ୍ୟ ସମସ୍ତ ସେବାରେ ବିଶ୍ଵବ୍ୟାପୀ ସମସ୍ୟା ଦେଖାଯାଇଛି। ଯାହାକୁ ନେଇ ଲୋକମାନେ ନାହିଁ ନଥିବା ଅସୁବିଧାର...

ଧୋନୀଙ୍କ ଅବସରରେ ୧୩୦ କୋଟି ଭାରତୀୟ ନିରାଶ – ଚିଠି ଲେଖି ମାହିଙ୍କୁ ଏମିତି କହିଲେ ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତକୁ ଦୁଇ ଦୁଇ ଥର ବିଶ୍ୱକପ ଜିତାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେବା ପରେ କ୍ରିକେଟପ୍ରେମୀ ନିରାଶ ହୋଇଛନ୍ତି। ଏକଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...
online classes problem for students

ଅନଲାଇନ କ୍ଲାସ ପାଇଁ ଚାଲିଛି ସଂଘର୍ଷ – ୨୮ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ଡିଜିଟାଲ ସୁବିଧା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୭ ପ୍ରତିଶତ ଘରେ ନାହିଁ ବିଜୁଳି ଏନସିଆରଟି ସର୍ଭେର ତଥ୍ୟ ପିଲାଙ୍କ ଉପରେ ଅତିରିକ୍ତ ଚାପ କରୋନା ପାଇଁ ସ୍କୁଲ ବନ୍ଦ। ପିଲାମାନେ ପଢ଼ିବାକୁ ଚାହୁଁଛନ୍ତି, ହେଲେ ସୁବିଧା ନାହିଁ।...

ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀରେ ଜଳବନ୍ଦୀ ପରିସ୍ଥିତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବର୍ଷା ଯୋଗୁଁ ଦିଲ୍ଲୀରେ ଜଳବନ୍ଦୀ ପରିସ୍ଥିତି ଦେଖାଯାଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ଜମି ରହିଥିବାର ଦେଖିବାକୁ ମିଳିଛି। ଫଳରେ ଯାତାୟତରେ ପ୍ରବଳ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଦିଲ୍ଲୀବାସୀ। ଦିଲ୍ଲୀର ମୟୂରବିହାର...

ଆସିଲା ସ୍ୱଚ୍ଛ ସିଟି ସର୍ଭେ ରିପୋର୍ଟ – ଚତୁର୍ଥ ଥର ପାଇଁ ଭାରତର ସବୁଠୁ ସ୍ୱଚ୍ଛ ସହର ଇନ୍ଦୋର

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରାଳୟ ସ୍ୱଚ୍ଛତା ସିଟି ସର୍ଭେ ରିପୋର୍ଟ ପ୍ରକାଶ କରିଛି। କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଇନ୍ଦୋର ଦେଶର ସବୁଠାରୁ ପରିଷ୍କାର ସହର ପାଲଟିଛି। ଗୁଜୁରାଟ ଦ୍ୱିତୀୟ ସ୍ଥାନରେ...

ଇଟାଲୀ ଝିଅ ସୋନିଆଙ୍କ ପ୍ରେମରେ କେମିତି ପଡ଼ିଥିଲେ ରାଜୀବ ଗାନ୍ଧୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଆଜି ୭୬ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଆସନ୍ତୁ ଜାଣିବା ରାଜୀବ ଗାନ୍ଧୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି କଥା... ଜଣେ ବିଦେଶିନୀଙ୍କୁ ବିବାହ କରିବା ପରେ...
ojee exam

କେନ୍ଦ୍ରୀୟ ଚାକିରି ପାଇଁ ଏଣିକି ଗୋଟିଏ ପରୀକ୍ଷା ଦେବେ ଆଶାୟୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ଅଣଗେଜେଟେଡ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନିଯୁକ୍ତି ଲାଗି ଏଣକି ଗୋଟିଏ ପରୀକ୍ଷା ହେବ। ଏଥିପାଇଁ କେନ୍ଦ୍ର ସରକାର ଏନ୍‌ଆରଏ (ନାସନାଲ ରିକ୍ର୍ୟୁଇଟମେଣ୍ଟ ଏଜେନ୍ସି) ଗଠନ...