National

ଦେଶରେ ୨୩ତମ ସ୍ଥାନରେ ଆଇଟିଇଆର୍ – ସର୍ଭେ

ଓଡିଶାଲାଇଭ୍ ବ୍ୟୁରୋ ଟାଇମ୍ସ ଇଞ୍ଜିନିୟରିଂ ରାଙ୍କିଙ୍ଗ୍ ସର୍ଭେ-୨୦୨୦ ରିପୋର୍ଟ ଶୁକ୍ରବାର ପ୍ରକାଶ ପାଇଛି। ଏହି ସର୍ଭେ ଅନୁଯାୟୀ ଦେଶରେ ୨୩ତମ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର...
corona US

ଦେଶରେ କରୋନା ସ୍ଥିତି ଅସମ୍ଭାଳ – ଦିନକରେ ୫୭ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ, ୭୬୪ ମୃତ

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ସ୍ଥିତିରେ ପହଞ୍ଚିଲାଣି। ପ୍ରତିଦିନ ହଜାର ହଜାର ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୫୭ ହଜାରରୁ ଉର୍ଦ୍ଧ୍ଵ ପଜିଟିଭ୍ ଚିହ୍ନଟ...

ସିରିଏଲ, ଫିଲ୍ମ ସବୁଥିରେ ବେଶ ଚର୍ଚ୍ଚିତା ମୃଣାଳ ଠାକୁର

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଅଭିନେତ୍ରୀ ମୃଣାଳ ଠାକୁର ଏବେ ଘରେ ଘରେ ପରିଚିତ। ସିରିଏଲ ‘କୁମକୁମ ଭାଗ୍ୟ’ରେ ବୁଲବୁଲ ଚରିତ୍ରରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଖୁବଶୀଘ୍ର ହ୍ରିତିକଙ୍କ ଫିଲ୍ମ ସୁପର ୩୦ରେ ନଜର...

ଜନ୍ମଦିନରେ ଜାଣନ୍ତୁ ହଟ୍ ହିରୋଇନ ତାପସୀ ପନୁଙ୍କ ବୟଫ୍ରେଣ୍ଡ ତାଲିକା

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସାଉଥ୍‌ ଓ ବଲିଉଡ ଇଣ୍ଡଷ୍ଟ୍ରିର ସଫଳ ନାୟିକା ତାପସୀ ପନୁଙ୍କ ଆଜି ଜନ୍ମଦିନ। ୧୯୮୭ ଆଜିର ଦିନରେ ଜନ୍ମ ହୋଇଥିବା ତାପସୀ ଆଜି ୩୨ ବର୍ଷ ବୟସରେ ପାଦ ଦେଇଛନ୍ତି। ଏମିତି ବହୁତ କମ୍‌ ନାୟିକା ଅଛନ୍ତି, ଯେଉଁମାନେ ଉଭୟ ବଲିଉଡ...

ଆମ ସ୍ୱାସ୍ଥ୍ୟ ଆମ ସମ୍ପତ୍ତି

[youtube https://www.youtube.com/watch?v=a6KreiCYDqg] ୟୁନିସେଫ୍ ମୀନା ଅଡିଓ ସିରିଜର 'ମୀନାର ଉପହାର' ଅଧ୍ୟାୟରେ ପରିବେଶକୁ ସଫା ରଖିବା ଦିଗରେ ସମାଜକୁ ବାର୍ତ୍ତା ଦିଆଯାଇଛି। ଆମ ପରିବେଶ ସଫା ସୁତୁରା ରଖିବା ଦରକାର, ଯାହା ଫଳରେ ଆମେ ସୁରକ୍ଷିତ...

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ଅଙ୍କିତା, କହିଲେ ଏମିତି କଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦେଢ଼ ମାସ ବିତିଗଲାଣି। କିନ୍ତୁ ତାଙ୍କୁ ନେଇ ଚର୍ଚ୍ଚା ଥମିନି। ଏବେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପ୍ରଥମ ଥର ସୁଶାନ୍ତଙ୍କୁ...

ପ୍ରତିଦିନ ସ୍କୁଲ ଯିବା

[youtube https://www.youtube.com/watch?v=lBx-mU6JseY] ୟୁନିସେଫ୍ ମୀନା ଅଡିଓ ସିରିଜର 'ସ୍କୁଲ ଯିବା ଆମେ' ଅଧ୍ୟାୟରେ ସ୍କୁଲ ଯିବାର ଆବଶ୍ୟକତା ବିଷୟରେ ବାର୍ତ୍ତା ଦିଆଯାଇଛି। ସ୍କୁଲରେ ଆମେ ଜୀବନର ସବୁ ଦରକାରୀ ଜିନିଷ ପଢ଼ିବା ସହିତ ଶିଖିଥାଉ। ହିସାବ...

ରିଲିଜ ହେଲା ‘ଥ୍ରୀଲର’ର ଟ୍ରେଲର – ବଲିଉଡରେ ଓଡ଼ିଆ ଯୋଡ଼ିଙ୍କୁ ଦେଖିଲେ ଦର୍ଶକ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ରିଲିଜ୍‌ ହେଲା ବଲିଉଡ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର। ରାମଗୋପାଳ ବର୍ମାଙ୍କ ଏହି ଫିଲ୍ମରେ ଲିଡ ରୋଲରେ ନଜର ଆସିଛନ୍ତି ଓଡ଼ିଆ ପୁଅ, ଝିଅ। ହ୍ୟାଣ୍ଡ୍‌ସମ୍‌ ହିରୋ ରକ୍‌ କାଚ୍ଚି ଓ ବୋଲ୍ଡ...
corona case

ଦେଶରେ ୧୬ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା – ଦିନକରେ ସର୍ବାଧିକ ୫୫,୦୭୯ ପଜିଟିଭ୍

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ସର୍ବାଧିକ ୫୫,୦୭୯ ଆକ୍ରାନ୍ତ ଚିହ୍ନଟ, ୭୭୯ ମୃତ ମୋଟ ୧୬,୩୮,୮୭୧ ଜଣ ଆକ୍ରାନ୍ତ ଚିହ୍ନଟ ମୃତ୍ୟୁସଂଖ୍ୟା ୩୫,୭୪୭କୁ ବୃଦ୍ଧି ଦେଶରେ କରୋନା ସଂକ୍ରମଣ କମିବାର ନାଁ ଧରୁନି। ଗତ...

୨୮ ବର୍ଷରେ ପାଦ ଦେଲେ ନାୟିକା କିଆରା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡରେ ଏବେ ଜଣେ ବେଶ୍‌ ପରିଚିତ ଅଭିନେତ୍ରୀ ହେଉଛନ୍ତି କିଆରା ଆଡଭାନୀ। ଆକର୍ଷଣୀୟ ଚେହେରା ଓ ଭଲ ଅଭିନୟ ପାଇଁ ସେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଜି ଏହି...