National

ମଣିଷ ଶରୀରରେ କୋଭାକ୍ସିନ ପରୀକ୍ଷଣ ଆରମ୍ଭ

ଓଡିଶାଲାଇଭ୍ ବ୍ୟୁରୋ ହାଇଦ୍ରାବାଦର ନିମ୍ସରେ ଭାରତର ପ୍ରଥମ କରୋନା ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ଏନେଇ ନିମ୍ସର ନିର୍ଦ୍ଦେଶକ ଡାକ୍ତର ମନୋହର ସୂଚନା ଦେଇଛନ୍ତି। “ପ୍ରଥମେ ସୁସ୍ଥ ଲୋକଙ୍କୁ ଚୟନ କରାଯାଇ ସେମାନଙ୍କଠାରୁ...

ମାର୍କ ଜୁକରବର୍ଗଙ୍କ ‘ମାସ୍କ ଅବତାର’ – ଫେସବୁକରେ ବଦଳାଇଲେ ପ୍ରୋଫାଇଲ୍ ଫଟୋ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ମାର୍କ ଜୁକରବର୍ଗଙ୍କ ‘ମାସ୍କ ଅବତାର’। ଫେସବୁକ ପ୍ରତିଷ୍ଠାତାଙ୍କ ଏଭଳି ଅବତାରକୁ ଲୋକମାନେ ବେଶ ପସନ୍ଦ କରିଛନ୍ତି। କିଛି ଦିନ ଧରି ଫେସବୁକରେ ‘ଅବତାର’ ନାମକ ଏକ ଫିଚର...

କରୋନା ଭୂତାଣୁ ବାୟୁବାହିତ, ସ୍ଵୀକାର କଲା ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ

ଓଡିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣ ବାୟୁବାହିତ ବୋଲି ସ୍ଵୀକାର କରିଛି ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ। ପୂର୍ବରୁ ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ କରୋନା ଭୂତାଣୁ ବାୟୁ ଦ୍ଵାରା ବ୍ୟାପୁଛି ବୋଲି ଦାବି କରିଥିଲେ।...
vikas dubey-4

ବିକାଶ ଦୁବେକୁ ଧରାଇବା ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କଲା ୟୁପି ପୋଲିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେକୁ ଧରିବା ପାଇଁ ପୁରସ୍କାର ରାଶିକୁ ଦୁଇଗୁଣା କରିଛି ୟୁପି ପୋଲିସ୍। ପୂର୍ବରୁ ଏହା ଅଢ଼େଇ ଲକ୍ଷ ଥିଲା, ବର୍ତ୍ତମାନ ଏହାକୁ ବଢ଼ାଇ ପାଞ୍ଚ ଲକ୍ଷ ଟଙ୍କା...
italian village-1

ଇଟାଲୀର ‘ସେନ୍ ଜୋଓ୍ୱାନୀ’ ଗାଁ – ଯେଉଁଠାରେ ମାଗଣାରେ ରହିପାରିବେ ପର୍ଯ୍ୟଟକ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ଆତଙ୍କରେ ଏବେ ସାରା ବିଶ୍ୱ ଆତଙ୍କିତ। ଅନେକ ଦେଶରେ ଏହା ନିଜର କାୟା ମେଲାଇବା ସହ ଏହାର ଆର୍ଥିକ ସ୍ଥିତିକୁ ମଧ୍ୟ ପ୍ରଭାବିତ କରିଛି। ତେବେ ଏଥିମଧ୍ୟରେ ଇଟାଲୀରେ ସିନେମା...

ପଡ଼ିଶା ଘର ଝିଅ ପ୍ରେମରେ ପଡ଼ିଥିଲେ ଗାଙ୍ଗୁଲି, ପରିବାରକୁ ଲୁଚେଇ କରିଥିଲେ କୋର୍ଟ ମ୍ୟାରେଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ କ୍ରିକେଟ ଜଗତରେ ଦାଦା ଭାବେ ଜଣାଶୁଣା ସୌରଭ ଗାଙ୍ଗୁଲିଙ୍କର ଆଜି ୪୮ତମ ଜନ୍ମଦିନ। ଖେଳରେ ଯେମିତି ମାଷ୍ଟର ପ୍ରେମରେ ବି ସେମିତି ମାଷ୍ଟର ଥିଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ସୌରଭ...

ଭାରତୀୟ କ୍ରିକେଟରେ ଦାଦାଙ୍କ ଦମ୍: ଏମିତି ଥିଲା ବେଙ୍ଗଲ ଟାଇଗର ଗାଙ୍ଗୁଲିଙ୍କ କ୍ୟାରିୟର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ୪୮ ବର୍ଷ ବୟସରେ ପାଦ ଦେଇଛନ୍ତି ସୌରଭ ଗାଙ୍ଗୁଲି। ୧୯୭୨ରେ କୋଲକାତାରେ ଜନ୍ମ ହୋଇଥିବା ଗାଙ୍ଗୁଲିଙ୍କୁ କେହି କେହି ବେଙ୍ଗଲ ଟାଇଗର ମଧ୍ୟ କହନ୍ତି। ସୌରଭ ଗାଙ୍ଗୁଲି। ସାରା ଭାରତରେ...
corona vaccine

କାୟା ମେଲାଉଛି କରୋନା, ଓଡ଼ିଶା ସମେତ ୬ ରାଜ୍ୟ କରୋନା ହଟସ୍ପଟ୍

ଓଡିଶାଲାଇଭ୍ ବ୍ୟୁରୋ ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ପ୍ରତିଦିନ କରୋନା ଗ୍ରାଫରେ ଦଶ ହଜାରରୁ ଅଧିକ ଆକ୍ରାନ୍ତ ସାମିଲ ହେଉଛନ୍ତି। ଅନୁରୂପ ଭାବେ ଓଡ଼ିଶା ସମେତ ପଞ୍ଜାବ, ଝାଡ଼ଖଣ୍ଡ, ଛତିଶଗଡ଼...

ଏଥର ସିବିଏସ୍ଇ ସିଲାବସ୍ ୩୦ ପ୍ରତିଶତ କମିବ

ଓଡ଼ିଶାଲାଇଭ ବ୍ୟୁରୋ କରୋନା ମହାମାରୀ ପାଇଁ ସାରା ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ନୂଆ ପାଠ୍ୟକ୍ରମ କେବେଠୁ ଆରମ୍ଭ ହେବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ। ଏହାରି ଭିତରେ ସିବିଏସ୍‌ଇ ସିଲାବସ୍‌ ୩୦...

୨୦୩୦ ସୁଦ୍ଧା ଭାରତରେ ସୌରଶକ୍ତିରେ ଚାଲିବ ଟ୍ରେନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୩୦ ସୁଦ୍ଧା ସୌରଶକ୍ତିରେ ଟ୍ରେନ୍‌ ଚଳାଇବା ପାଇଁ ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏନେଇ ଏବେଠୁ କାମ ଆରମ୍ଭ ହୋଇଛି। ରେଲୱେର ଖାଲିପଡ଼ିଥିବା ବିଭିନ୍ନ ଜାଗାରେ ସୌରଶକ୍ତି କେନ୍ଦ୍ରମାନ...