National

ଜୁହି ଚାଓ୍ଵଲାଙ୍କୁ ମିଳିଥିଲା ମହାଭାରତରେ ଦ୍ରୌପଦୀ ଭୂମିକା, ଏହି କାରଣରୁ କରିଥିଲେ ମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା କାରଣରୁ ଲକ୍‌ଡାଉନ୍‌ ସମୟରେ ଅନେକ ପୁରୁଣା ଟିଭି ଶୋ' ପୁନଃ ପ୍ରସାରଣ କରାଯାଉଛି। ସେଥିମଧ୍ୟରୁ ରାମାୟଣ ଓ ମହାଭାରତ ଅଧିକ ଲୋକପ୍ରିୟ ହୋଇଛି। ଆଜି ଆମେ ମହାଭାରତରେ ଦ୍ରୌପଦୀ ଭୂମିକା...

‘ମେଁ ସମୟ ହୁଁ’ – ମହାଭାରତରେ କିଏ କିହିଥିଲେ ଏହି ଡାଇଲଗ୍‌

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଲକଡାଉନ୍ ସମୟରେ ରାମାୟଣ ଏବଂ ମହାଭାରତକୁ ପୁଣିଥରେ ଦେଖିବାର ସୁଯୋଗ ପାଇଛନ୍ତି ଲୋକେ। ଫଳରେ ପୁଣି ଥରେ ସେହି କଳାକାରମାନେ ଚର୍ଚ୍ଚାକୁ ଆସିଛନ୍ତି। ଆପଣ ହୁଏତ ମହାଭାରତର ସମସ୍ତ ଚରିତ୍ର...

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ 

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ।...

ରାମାୟଣରେ ଲକ୍ଷ୍ମଣଙ୍କୁ ସଞ୍ଜିବନୀ ଦେଇଥିବା ବଇଦ ଥିଲେ ଜଣେ ପାନ ଦୋକାନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍‌ଡାଉନ୍‌ରେ ରାମାୟଣ ଯୋଗୁଁ ଦୁରଦର୍ଶନର ଟିଆରପି ବଢ଼ିବାରେ ଲାଗିଛି। ଏହି ସମୟରେ ରମାନନ୍ଦ ସାଗରଙ୍କ ନିର୍ମିତ ରାମାୟଣ ଦେଶରେ ପୁଣି ଲୋକପ୍ରିୟତା ହାସଲ କରିଛି। ଏହି ଧାରାବାହିକରେ ରାମ, ସୀତା ଓ...

ଲକ୍‌ଡାଉନ୍‌ ବେଳେ ମେକ୍ସିକୋ ପ୍ରେମିକାଙ୍କୁ ବିବାହ କଲେ ହରିୟାଣା ଯୁବକ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଦେଶରେ କରୋନା ପାଇଁ ଲକ୍‌ଡାଉନ୍ ଚାଲିଥିବା ବେଳେ ଏକ ବିବାହ ଖବର ସାମ୍ନାକୁ ଆସିଛି। ଜଣେ ହରିୟାଣା ଯୁବକ ତାଙ୍କ ମେକ୍ସିକୋ ପ୍ରେମିକାଙ୍କୁ ବିବାହ କରିଛନ୍ତି। ଦୁହେଁ ହରିୟାଣାର ଏକ...

କରୋନା ସମୟରେ କେମିତି ରହିବେ ମାନସିକ ଭାବେ ଫିଟ୍?

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=fadTtV9l8N4?list=PLI0zWE2pkn8BdYXmTpXdiiOyud0GAGNXL] କରୋନା ଭାଇରସ ଆତଙ୍କ ଯୋଗୁ ଏବେ ଲକଡାଉନ୍‌ରେ ଅଛି ଅଧା ବିଶ୍ୱ। ଲକଡାଉନ୍‌ରେ ଘରେ ଥିବା ଯୋଗୁ ଦୁଃଖ ଅନୁଭବ କରିବା, ଚାପରେ ରହିବା ଇତ୍ୟାଦି ସ୍ୱାଭାବିକ। ରୋଗର ଭୟ...

ଏବେ କ’ଣ କରୁଛନ୍ତି ରାମାୟଣର ‘ସୀତା’ ଦୀପିକା?

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ରାମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଚରିତ୍ର କରି ନାଁ କରିଥିଲେ ଅଭିନେତ୍ରୀ ଦୀପିକା ଚିଖାଲଆ। ଏବେ ସେ କ’ଣ କରୁଛନ୍ତି ଆପଣ ଜାଣନ୍ତି କି? ଲୋକପ୍ରିୟ ସିରିଏଲ ରାମାୟଣର ପୁନଃପ୍ରସାରଣ ହେବା...
Man caries his father to hospital

ଲକଡାଉନ୍ କଟକଣା – ବାପାଙ୍କୁ କାନ୍ଧରେ ବୋହି ହସ୍ପିଟାଲ ନେଲା ପୁଅ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକଡାଉନ୍ ପାଇଁ ଘରେ ପହଞ୍ଚିପାରିଲାନି ଗାଡ଼ି, ବାପାଙ୍କୁ କାନ୍ଧରେ ବୋହି ହସ୍ପିଟାଲ ନେଲେ ପୁଅ। କରୋନା ପାଇଁ ଏବେ ସାରା ଦେଶ ଲକଡାଉନ୍। ଯେଉଁ କାରଣରୁ ରାସ୍ତାରେ ଗାଡିମୋଟର ଗଡ଼ିବା ମଧ୍ୟ...

କରୋନା ବିଷୟରେ ସୂଚନା ଦେବ ଆରୋଗ୍ୟ ସେତୁ ଆପ୍‌, ଜାଣନ୍ତୁ କେମିତି କରିବେ ଡାଉନଲୋଡ୍‌?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଚଳିତ ବର୍ଷ ଜାନୁଆରି ମାସରେ ଦେଶର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଏହି ମହାମାରୀରୁ ବଞ୍ଚିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି। ଏହା ମଧ୍ୟରେ...

ଲକ୍‌ଡାଉନ: ମାସ୍କ ପିନ୍ଧି ହେଲେ ବାହା – ବାହାଘରରେ ଦିଶିଲା ସାମାଜିକ ଦୂରତା

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଲକ୍‌ଡାଉନ ଭିତରେ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ନିଆରା ବାହଘର। ବର କନ୍ୟା ମାସ୍କ ପିନ୍ଧି ହୋଇଛନ୍ତି ବାହା। ବିବାହରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା କଥାଟା ଅଡ଼ୁଆ ଲାଗୁ ଥାଇପାରେ।...