National

ନିର୍ଭୟା ଦୋଷୀ ବିନୟର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟଙ୍କ ଶୁଣାଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ଭୟା ମାମଲାରେ ଦୋଷୀ ବିନୟ ଶର୍ମାର ରିଟ୍‌ ପିଟିସନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ ଖାରଜ ହେବା ପରେ ଏନେଇ ବିନୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ...

ନିର୍ଭୟା ମାମଲା – ଆଜି ଆସିପାରେ ନୂଆ ଫାଶୀ ତାରିଖ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ଆଜି ନୂଆ ଡେଥ ଓ୍ୱାରେଣ୍ଟ ଜାରି କରିପାରନ୍ତି ଦିଲ୍ଲୀ ପଟିୟାଲା ହାଉସ୍ କୋର୍ଟ। ଆଜି ଅପରାହ୍‌ଣ ୩ଟାରେ ନୂଆ ଡେଥ୍‌ ଓ୍ୱାରେଣ୍ଟ ଜାରି ପାଇଁ ହୋଇଥିବା...

ପେଟ୍ରୋଲିୟମ୍‌ ସଂରକ୍ଷଣ ଗବେଷଣା ସଂଘରେ ଚାକରି ସୁଯୋଗ – ଦରମା ୮୦ ହଜାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପେଟ୍ରୋଲିୟମ୍‌ ସଂରକ୍ଷଣ ଗବେଷଣା ସଂଘ (ପେଟ୍ରୋଲିୟମ୍‌ କନ୍‌ଜର୍ଭେସନ୍‌ ରିସର୍ଚ ଆସୋସିଏସନ୍) ରେ ୧୦ ଜଣ ସେକ୍ଟର ବିଶେଷଜ୍ଞଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୬...

ପିଲାବେଳେ ଏମିତି ଦିଶୁଥିଲେ ସ୍ୱର ସାମ୍ରାଜ୍ଞୀ ଲତା – ବିଗ୍‌ ବି କଲେ ଟୁଇଟ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବିଗ୍ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ପୋଷ୍ଟ କରନ୍ତି। ତାଙ୍କ ପୋଷ୍ଟକୁ ଲୋକେ ମଧ୍ୟ ପସନ୍ଦ କରନ୍ତି। ନିକଟରେ ଅମିତାଭ ସ୍ୱର ସାମ୍ରାଜ୍ଞୀ...

କାହିଁକି ପାଳନ ହୁଏ କିସ୍‌ ଡେ’ – ଜାଣନ୍ତୁ କେଉଁ କିସ୍‌ର ଅର୍ଥ କ’ଣ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ହେଉଛି ଭାଲେଣ୍ଟାଇନ୍‌ ୱିକ୍‌ର ସପ୍ତମ ଦିନ ଅର୍ଥାତ କିସ୍‌ ଡେ’। ପ୍ରେମୀଯୁଗଳଙ୍କ ପାଇଁ ଏହି ଦିନ ବେଶ୍‌ ଖାସ। ନିଜ ପ୍ରେମକୁ ପରିପ୍ରକାଶ କରିବା ପାଇଁ ଏହି ଦିନ ପ୍ରେମଯୁଗଳ...

ମୋଦୀଙ୍କ ପାଇଁ ବିପଦ ଆଣିବେ କେଜରିୱାଲ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଦିଲ୍ଲୀରେ ବମ୍ପର ବିଜୟ ପରେ କୁହାଯାଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କର ଜାତୀୟ ରାଜନୀତିରେ ଦବଦବା ବଢ଼ିବ। ଏପରିକି ବିରୋଧୀ ଦଳର ସବୁଠାରୁ ବଡ଼ ଚେହେରା ଭାବରେ ସେ ଆବିର୍ଭାବ...

ଜାତୀୟ ରାଜପଥ ପ୍ରାଧିକରଣରେ ୧୭୦ ମ୍ୟାନେଜର ଓ ଡେପୁଟି ଜେନେରାଲ ମ୍ୟାନେଜର ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥାରେ (ନାସ୍‌ନାଲ୍‌ ହାଇଓ୍ଵେ ଅଥରିଟି ଅଫ୍‌ ଇଣ୍ଡିଆ) ମ୍ୟାନେଜର ଏବଂ ଡେପୁଟି ଜେନେରାଲ ମ୍ୟାନେଜର ପଦବୀରେ ସମୁଦାୟ ୧୭୦ଟି ପଦବୀରେ ନିଯୁକ୍ତି ସୁଯୋଗ ରହିଛି। ଏନେଇ ଇଚ୍ଛୁକ...

ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଅ – ପଟିଆଲା ହାଉସ୍ କୋର୍ଟ ଆଗରେ ନାରାବାଜି କଲେ ନିର୍ଭୟାଙ୍କ ମା’, ବାପା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଅ ନିର୍ଭୟାଙ୍କୁ ନ୍ୟାୟ ଦିଅ ଉଇ ୱାଣ୍ଟ ଜଷ୍ଟିସ୍‌ ପଟିଆଲା ହାଉସ୍‌ କୋର୍ଟ ଆଗରେ ବୁଧବାର ଏହି ନାରାବାଜି ଶୁଣିବାକୁ ମିଳିଥିଲା। ଏହି ନାରାବାଜି ଆଉ କେହି ନୁହେଁ ନିର୍ଭୟାଙ୍କ ମା’...

କୋରୋନା ଭାଇରସ ପାଇଁ ପରିଣିତିଙ୍କ ପରାମର୍ଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନା ଭାଇରସରୁ ନିଜକୁ ଦୂରେଇ ରଖିବା ପାଇଁ ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ପରାମର୍ଶ ଦେଇଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ପୋଷ୍ଟ କରି କୋରୋନାରୁ ବଞ୍ଚିବା ପାଇଁ ମାସ୍କ ପିନ୍ଧିବାକୁ...

କୁଖ୍ୟାତ ଆତଙ୍କବାଦୀ ହାପିଜ ସୟିଦକୁ ୫ ବର୍ଷ ଜେଲଦଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ହାପିଜ ସୟିଦଙ୍କୁ ୫ ବର୍ଷ ଜେଲ। ଆତଙ୍କବାଦୀ ସଙ୍ଗଠନକୁ ଅର୍ଥ ଯୋଗାଣ ମାମଲାରେ ଲାହୋରର ଆତଙ୍କବାଦ ନିରୋଧୀ କୋର୍ଟ(ଆଣ୍ଟି ଟେରୋରିଜିମ୍‌ କୋର୍ଟ) ୫ ବର୍ଷ ଜେଲ ଦଣ୍ଡାଦେଶ...