National

ଭୋଡାଫୋନ୍‌ ଆଣିଲା ୪ଟି ନୂଆ ରିଚାର୍ଜ ପ୍ଲାନ୍‌, ୨୪ ଟଙ୍କାରୁ ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୋଡାଫୋନ ଭାରତରେ ୪ଟି ନୂଆ ରିଚାର୍ଜ ପ୍ଲାନ୍‌ ଜାରି କରିଛି। ଏହି ନୂଆ ପ୍ଲାନ୍‌ଗୁଡ଼ିକରେ ଗ୍ରାହକ ଅନ୍‌ଲିମିଟେଡ୍‌ କଲିଂ ଏବଂ ଡାଟାର ସୁବିଧା ପାଇପାରିବେ। ଏହାସହିତ ଭୋଡାଫୋନ ପ୍ଲେ ଏବଂ ଜି୫ର...

୨୦୧୯ରେ ସବୁଠି ଅଭିନନ୍ଦନ ହିଁ ଅଭିନନ୍ଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସୁଛି ନୂଆବର୍ଷ। ନୂଆବର୍ଷ ପାଳନ ପାଇଁ ଏବେଠୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ପୁରୁଣା ବର୍ଷକୁ ଲୋକ ଭୁଲି ଯିବା ପୂର୍ବରୁ ପୁଣିଥରେ ନଜର ପକାଇବା ସେହି ବ୍ୟକ୍ତିଙ୍କ ବିଷୟରେ, ଯିଏ ୨୦୧୯ରେ...

ରାଞ୍ଚି ଦୁଷ୍କର୍ମ ଓ ହତ୍ୟା ମାମଲା – ଦୋଷୀକୁ ଫାଶୀ ଦଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡର ରାଞ୍ଚିରେ ଜଣେ ବିଟେକ୍‌ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ରାହୁଲ ରାୟଙ୍କୁ ଫାଶୀ ଦଣ୍ଡ ହୋଇଛି। ୧୫ ଡିସେମ୍ଵର ୨୦୧୬ ମସିହାରେ ଜଣେ ବିଟେକ୍‌ ଛାତ୍ରୀଙ୍କୁ ଦୁଷ୍କର୍ମ...

ରିଲିଜର ପ୍ରଥମ ଦିନରେ ସଲମାନ୍‌ଙ୍କ ବହୁ ରେକର୍ଡ ଭାଙ୍ଗିଲା ‘ଦବଙ୍ଗ-୩’

ଓଡ଼ିଶାଲାଇଭ୍‌ ବ୍ୟୁରୋ ବକ୍ସ ଅଫିସରେ ବଲିଉଡ୍‌ ଭାଇଜାନ୍‌ ସଲମାନ ଖାନ୍‌ଙ୍କ ବହୁ ରେକର୍ଡ ଭାଙ୍ଗିଲା 'ଦବଙ୍ଗ-୩'। ଶୁକ୍ରବାର ବହୁ ପ୍ରତିକ୍ଷୀତ ବଲିଉଡ୍‌ ଫିଲ୍ମ 'ଦବଙ୍ଗ-୩' ରିଲିଜ ହୋଇଯାଇଛି। ରିଲିଜର ପ୍ରଥମ ଦିନରେ 'ଦବଙ୍ଗ-୩' ସବୁ...

ହାଇଦ୍ରାବାଦ୍ ଏନକାଉଣ୍ଟର– ପୁଣିଥରେ ପୋଷ୍ଟମୋର୍ଟମ ହେବ ୪ ଅଭିଯୁକ୍ତଙ୍କ ମରଶରୀର

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇଦ୍ରାବାଦ୍ ପୋଲିସ୍ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ୪ ଅଭିଯୁକ୍ତଙ୍କ ମରଶରୀରକୁ ପୁଣିଥରେ ପୋଷ୍ଟମୋର୍ଟମ କରାଯିବ। ଶନିବାର ଏନେଇ ତେଲେଙ୍ଗାନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ମାନବାଧିକାର ଆୟୋଗର ସାତ ଜଣିଆ ଟିମ୍ ଏହି...

କେନ୍ଦ୍ରାପଡ଼ାରେ ସିଏଏକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ମୁସଲମାନ -ଦଳିତ ମହାସଂଘ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିଛି କେନ୍ଦ୍ରାପଡ଼ା ମୁସଲମାନ ଓ ଦଳିତ ମହାସଂଘ। ମହାସଂଘର ଏହି ବିରୋଧକୁ ସମର୍ଥନ ଜଣାଇଛି କଂଗ୍ରେସ, ସିପିଆଇ ଓ ସିପିଏମ୍। ସିଏଏ...

ଥମୁନି ସିଏଏ ତାତି – ଉତ୍ତର ପ୍ରଦେଶରେ ୯ ଜଣଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶବ୍ୟାପି ନାଗରିକତା ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଜାରି ରହିଛି। ଉତ୍ତରପ୍ରଦେଶର ଅଧିକାଂଶ ସହରରେ ବିକ୍ଷୋଭ ସମୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି କାନପୁରରେ ୧୩ଜଣ ବିକ୍ଷୋଭକାରୀ, ୧୮...

ଜାଣନ୍ତୁ, ଟୋଲ୍‌ ଗେଟ୍‌ରେ ବାଧ୍ୟତାମୂଳକ ହୋଇଥିବା ‘ଫାସ୍‌ ଟ୍ୟାଗ୍‌’ କ’ଣ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାତୀୟ ରାଜପଥକୁ କ୍ରିୟାଶୀଳ ଏବଂ ଟୋଲ୍‌ ଟ୍ୟାକ୍ସ ବ୍ୟବସ୍ଥାକୁ ଡିଜିଟାଲ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଛି ‘ଫାସ୍‌ଟ୍ୟାଗ୍‌’। ଫାସ୍‌ଟ୍ୟାଗ୍‌ ଲାଗୁ ହେବା ଫଳରେ ଆପଣଙ୍କୁ...

ସାତ ମାସର ଛୁଆ ହେଲା ସହରର ମେୟର, ଛୁଆ ପାଇଁ ବାପା ମା ନେଲେ ଶପଥ

ଓଡ଼ିଶାଲାଇଭ୍ ବ୍ୟୁରୋ ସାତ ମାସର ଗୋଟିଏ ଛୁଆ, ଯିଏ ଭଲରେ କଥା କହି ଶିଖିନି ସେ ହେଉଛି ଗୋଟିଏ ସହରର ମେୟର। ଏଭଳି ଅଜବ କଥା କିଛି ଦେଖିବାକୁ ମିଳିଛି ଆମେରିକାର ହ୍ୱାଇଟହାଲ ସହରରେ...

ଝାଡ଼ଖଣ୍ଡରୁ ଆସିଲା ବୁଥ୍ ବାହୁଡ଼ା ମତ : ବିଜେପି ପଛରେ, ଜେଏମ୍ଏମ୍-କଂଗ୍ରେସ ମେଣ୍ଟ ଆଗରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାଡ଼ଖଣ୍ଡରେ ଏଥର ସରକାର ଗଠନ କରିପାରିବ ନାହିଁ ବିଜେପି। ଏଥର ରାଜ୍ୟର ଶାସନକଳ ଜେଏମ୍ଏମ୍ ଓ କଂଗ୍ରେସ ମେଣ୍ଟ ପାଖକୁ ଯିବ। ଏ କଥା ଆମେ କହୁନୁ, ଏକଜିଟ୍ ପୋଲରୁ ଏଭଳି...