National

ଗୁରୁବାର ହ୍ୱାଇଟ୍ ହାଉସରେ ଦୀପାବଳି ପାଳିବେ ଡୋନାଲ୍ଡ ଟ୍ରମ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ରାଷ୍ଟ୍ରପତି ଆସନ୍ତା ଅକ୍ଟୋବର ୨୪ତାରିଖରେ ହ୍ୱାଇଟ୍ ହାଉସରେ ପାଳିବେ ଦୀପାବଳି। ଭାରତରେ ଅକ୍ଟୋବର ୨୭ ତାରିଖରେ ଦୀପାବଳି ପାଳନ ହେବାକୁ ଥିବାବେଳେ ଏହାର ତିନିଦିନ ପୂର୍ବରୁ ହ୍ୱାଇଟ୍ ହାଉସରେ ଦୀପାବଳି...

ଜାନୁଆରୀ ୧୫ରୁ ସୋସିଆଲ ମିଡିଆରେ ଲାଗିବ ଅଙ୍କୁଶ

ଓଡ଼ିଶାଲାଇଭ ବ୍ୟୁରୋ ସୋସିଆଲ ମିଡିଆରେ ଅଙ୍କୁଶ ଲଗାଇବାକୁ ଆସିବ ଆଇନ। ୨୦୨୦ ଜାନୁଆରୀ ୧୫ ସୁଦ୍ଧା ଆଇନ ଆସିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଏନେଇ ନୂଆ ଆଇନ ଆଣିବାକୁ କେନ୍ଦ୍ର ସରକାର...

ରାଜ୍ୟପାଳଙ୍କ ବୈଠକରେ ଯୋଗ ଦେଲେନି ଜିଲ୍ଲାପାଳ, ଧଙ୍କର ଓ ବାନାର୍ଜୀଙ୍କ ଭିତରେ ଟଣାଟଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧଙ୍କର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଟଣାଟଣି ଆରମ୍ଭ ହୋଇଛି। ରାଜ୍ୟର ନର୍ଥ ୨୪ ପ୍ରଗଣା ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା...

ତିନି ମାସ ପରେ ଟିମ୍ ଇଣ୍ଡିଆ ଡ୍ରେସିଂ ରୁମ୍‌ରେ ଧୋନି

ଓଡ଼ିଶାଲାଇଭ୍ ବ୍ୟୁରୋ ଗତ ତିନିମାସର ବ୍ୟବଧାନ ପରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ୍‌ରେ ଦେଖିବାକୁ ମିଳିଛି। ରାଞ୍ଚିରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍ ଅବସରରେ ସେ ଭାରତୀୟ ଦଳ ସହ...
Nobel laureate Abhijit Banerjee meets PM Modi

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅଭିଜିତ ବାନାର୍ଜୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅର୍ଥନୀତିରେ ନୋବେଲ ପୁରସ୍କାର ଲାଭ କରିଥିବା ଅଭିଜିତ ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଛନ୍ତି। 'ବିଶ୍ୱ ଦାରିଦ୍ର୍ୟ ଦୂରୀକରଣର ପ୍ରୟୋଗ' ଉପରେ ବାନାର୍ଜୀ ଏ ବର୍ଷର ନୋବେଲ ପୁରସ୍କାର...

ଶସ୍ତା ହେଲା ୬ଟି କ୍ୟାମେରା ଥିବା Vivo V17 Pro ସ୍ମାର୍ଟଫୋନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶସ୍ତା ହେଲା Vivo V17 Pro ସ୍ମାର୍ଟଫୋନ୍‌। ଗତ ସେପ୍ଟେମ୍ବର ମାସରେ ଭାରତରେ ଲଞ୍ଚ ହୋଇଥିଲା ବହୁ ପ୍ରତିକ୍ଷୀତ Vivo V17 Pro ସ୍ମାର୍ଟଫୋନ୍‌। ଏହି ସ୍ମାର୍ଟଫୋନ୍‌ର ଖାସ୍‌ କଥା ହେଉଛି,...

୫୫ ଛୁଇଁଲେ ଅମିତ ଶାହ, ସ୍ପେଶାଲ ଟୁଇଟ କରି ମୋଦୀ ଦେଲେ ଶୁଭେଚ୍ଛା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୫୫ ବର୍ଷ ବୟସରେ ପାଦ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ୧୯୬୪ରେ ମୁମ୍ବାଇରେ ଆଜିର ଦିନରେ ଜନ୍ମ ହୋଇଥିଲେ ଶାହ। ଆଜି ତାଙ୍କ ଜନ୍ମଦିନରେ ବହୁ ନେତା, ମନ୍ତ୍ରୀ ସମର୍ଥକ ତାଙ୍କୁ...

ଚିଦାମ୍ବରମଙ୍କୁ ମିଳିଲା ଜାମିନ, ହେଲେ ୨୪ ଯାଏଁ ରହିବେ ତିହାର ଜେଲ୍‌ରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ଙ୍କୁ ମିଳିଲା ଜାମିନ। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତିରେ ସିବିଆଇ ପକ୍ଷରୁ ହୋଇଥିବା ମାମଲାରେ ଚିଦାମ୍ବରମ୍‌ଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଜାମିନ...

ଆଜି ବ୍ୟାଙ୍କ ଧର୍ମଘଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ଦେଶବ୍ୟାପି ବ୍ୟାଙ୍କ ଧର୍ମଘଟ। ଆଜି ଗୋଟିଏ ଦିନ ପାଇଁ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛନ୍ତି ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ। କେନ୍ଦ୍ର ସରକାରଙ୍କ ପକ୍ଷରୁ...

ତାନାଜୀ ଚରିତ୍ରରେ ନଜର ଆସିବେ ଅଜୟ ଦେବଗନ, ରିଲିଜ ହେଲା ଫିଲ୍ମର ପ୍ରଥମ ପୋଷ୍ଟର

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ଅପକମିଙ୍ଗ ଫିଲ୍ମ ତାନାଜୀର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି। ଏଥିରେ ଅଭିନେତା ଅଜୟ ଦେବଗନଙ୍କୁ କିଛି ଭିନ୍ନ ଅନ୍ଦାଜରେ ଦର୍ଶକ ଦେଖିବାକୁ ପାଇବେ। ଏହି ଫିଲ୍ମର ପୋଷ୍ଟର ଅଜୟ ଦେବଗନ...