ବାର୍ଡ ଫ୍ଲୁ ଭୟ – ସିଲ୍‌ ହେଲା ଓୟୁଏଟି ଫାର୍ମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାର୍ଡ ଫ୍ଲୁ ଚିହ୍ନଟ ପରେ ଏବେ ଭୁବନେଶ୍ଵର ଓୟୁଏଟି ଫାର୍ମକୁ ସିଲ୍‌ କରାଯାଇଛି। ଫାର୍ମକୁ ସିଲ୍‌ କରି ଲାଲ୍‌ ପତାକା ଲଗାଇଛନ୍ତି କର୍ତ୍ତୃପକ୍ଷ। ୩ ମାସ ପର୍ଯ୍ୟନ୍ତ ଫାର୍ମ ସିଲ୍‌ କରାଯାଇଛି।...

ଡିଇଓ ଓ ବିଇଓ କାର୍ଯ୍ୟାଳୟରେ ୬ବର୍ଷରୁ ଅଧିକ ସମୟ ରହିପାରିବେନି କିରାଣୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା କିରାଣୀ ୬ ବର୍ଷରୁ ଅଧିକ ସମୟ ରିହପାରିବେନି। ୬ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ଥିଲେ...

ସୋଆ ସାହିତ୍ୟ ଉତ୍ସବ : ‘‘କବିତାକୁ ବୁଝିହେଲା ଭଳି ଲେଖାଯିବା ଦରକାର’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଦ୍‌ଯାପିତ ହେଲା ଦୁଇ ଦିନିଆ ସୋଆ ସାହିତ୍ୟ ଉତ୍ସବ। ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲିଥିବା ସୋଆ ସାହିତ୍ୟ ଉତ୍ସବ ରବିବାର ଉଦ୍‌ଯାପିତ ହୋଇଛି। ଏହି ଉଦ୍‌ଯାପନୀ ସନ୍ଧ୍ୟାରେ ବିଶିଷ୍ଟ...

ସପ୍ତାହେ ଧରି ଚାଲିବ ବିଜୁ ଜୟନ୍ତୀ, ଜାଣନ୍ତୁ କ’ଣ ହେବ କାର୍ଯ୍ୟକ୍ରମ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀ ଧୁମଧାମରେ ପାଳନ କରିବ ବିଜେଡି। ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହି ଜୟନ୍ତୀ ଉତ୍ସବକୁ ୭ ଦିନ ଧରି ପାଳନ କରିବାକୁ...

ଖଣ୍ଡଗିରିରେ ଜମିବ ଯାତ୍ରା – ୬ ପେଣ୍ଡାଲରେ ୧୨ ପାର୍ଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବ୍ରୁଆରି ୫ରୁ ଖଣ୍ଡଗିରି ଯାତ୍ରା ମହାସମର। ଲୋକଙ୍କୁ ଆକର୍ଷିତ କରୁଛି ବିଭିନ୍ନ ପାର୍ଟିର ମନଛୁଆଁ ହୋର୍ଡିଂ। ଆରମ୍ଭ ହୋଇଛି ଖଣ୍ଡଗିରି କୁମ୍ଭମେଳା। ଏହି ମେଳା ୬ ତାରିଖ ଯାଏଁ ଚାଲିବ। ତେବେ ଫେବ୍ରୁଆରି...

ଖଣ୍ଡଗିରି ମେଳା ପାଇଁ ଟ୍ରାଫିକ ଆଡଭାଇଜରି, ଜାଣନ୍ତୁ କେଉଁପଟେ ଯିବ ଭାରିଯାନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବ୍ରୁଆରି ୧ରୁ ୬ ଯାଏଁ ଖଣ୍ଡଗିରିର ପ୍ରସିଦ୍ଧ କୁମ୍ଭ ମେଳା। ଫେବ୍ରୁଆରି ୧ରୁ ଆରମ୍ଭ ହେଉଛି ଖଣ୍ଡଗିରିର ପ୍ରସିଦ୍ଧ କୁମ୍ଭ ମେଳା। ଏହି ମେଳା ୬ ତାରିଖ ଯାଏଁ ଚାଲିବ। ମେଳାରେ ପ୍ରବଳ...

BMCର କଡ଼ା ପଦକ୍ଷେପ – ବାହାରେ ଗାଈ ଛାଡ଼ିଲେ ଗଣିବେ ୫ ହଜାର ଫାଇନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵରରେ ଗାଈଗୋରୁଙ୍କୁ ବାହାରେ ଛାଡ଼ିଲେ ଏଣିକି ବିଏମ୍‌ସି ନେବ କଡ଼ା ପଦକ୍ଷେପ। ବିଏମ୍‌ସି ଅଞ୍ଚଳରେ ବାହାରେ ବୁଲୁଥିବା ଗାଈମାନଙ୍କୁ ଧରି ନିଆଯିବ। ଗାଈକୁ ଫେରାଇ ନେବା ପାଇଁ ମାଲିକଙ୍କୁ ୫ ହଜାର...

ଝାରସୁଗୁଡ଼ାରୁ ବାରାଣାସୀକୁ ଉଡ଼ିଲା ବିମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଭାୟା ଭୁବନେଶ୍ଵର ଦେଇ ବାରାଣାସୀକୁ ଉଡ଼ିଲା ବିମାନ। ଶୁକ୍ରବାରଠୁ ଆଲିଆନ୍ସ ଏୟାରର ପକ୍ଷରୁ ଏହି ବିମାନ ଚଳାଚଳ ଆରମ୍ଭ ହୋଇଛି। ଝାରସୁଗୁଡ଼ାରୁ ଭୁବନେଶ୍ଵରକୁ...

ଫେବୃୟାରୀ ୧ରୁ ଆରମ୍ଭ ହେବ ପ୍ରଥମ ସୋଆ ଲିଟେରାରୀ ଫେଷ୍ଟିଭାଲ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶର ବିଶିଷ୍ଟ ସାହିତ୍ୟିକ ଓ କବି ଏକତ୍ରିତ ହେବାକୁ ଯାଉଛନ୍ତି ସୋଆ ସାହିତ୍ୟ ଉତ୍ସବ (ସୋଆ ଲିଟେରାରୀ ଫେଷ୍ଟିଭାଲ୍‌)ରେ। ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମଥର ପାଇଁ ଆୟୋଜିତ...

ଶାସ୍ତ୍ରୀୟ ସଙ୍ଗୀତର ଗୁରୁ ମା’ ସୁନନ୍ଦା ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଡକ୍ଟର ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ଭୁବନେଶ୍ଵର ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା,...