ସ୍ଥଗିତ ରହିଲା ମାଟ୍ରିକ୍ ଫର୍ମ ପୂରଣ ବିଜ୍ଞପ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ସରକାରଙ୍କ ନିର୍ଦ୍ଦେଶ ପରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ବିଜ୍ଞପ୍ତିକୁ ସ୍ଥଗିତ ରଖିଛି। ଗଣଶିକ୍ଷା ବିଭାଗର ପରାମର୍ଶ କ୍ରମେ ଫର୍ମ ପୂରଣ ସମ୍ପର୍କରେ ପରବର୍ତ୍ତୀ ଘୋଷଣା...

ବଢ଼ୁଛି ଶୀତ – ରାଜ୍ୟରେ ୧୦ ଡିଗ୍ରୀ ତଳକୁ ଖସିଲା ପାରଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଶୀତର ପ୍ରକୋପ ଧିରେ ଧିରେ ବଢ଼ୁଛି। ଏହାର ପ୍ରଭାବରେ ରାଜ୍ୟରେ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପାଣିପାଗ ବିଭାଗର ସୂଚନା...

ଆମେରିକା ରାଷ୍ଟ୍ରପତି ହେଲେ ଜୋ ବାଇଡେନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଜୋ ବାଇଡେନ୍ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଆମେରିକା ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜୋ ବାଇଡେନ୍। ଡେମୋକ୍ରାଟିକ୍ ଦଳରୁ ପ୍ରାର୍ଥୀ ହୋଇଥିବା ଜୋ ରିପବ୍ଲିକାନ୍ ପ୍ରାର୍ଥୀ ତଥା...

ଜାଣନ୍ତୁ ଆଜିର ରାଶିଫଳ – (୦୮ ନଭେମ୍ବର ୨୦୨୦, ରବିବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି କାର୍ତ୍ତିକ କୃଷ୍ଣପକ୍ଷ ସପ୍ତମୀ ପ୍ରାତଃ ୦୭:୨୯:୩୭ ଗତେ ଅଷ୍ଟମୀ ତିଥି।...

ବିଜେଡି, ବିଜେପି ସମ୍ପର୍କକୁ ଇଙ୍ଗିତ କଲା ଜୀବନ ପ୍ରଦୀପଙ୍କ ଅଡିଓ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଉପନିର୍ବାଚନ ପରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ବିଜେଡିରୁ ନିଲମ୍ଵନ ଓ ପରେ ତାଙ୍କର ଇସ୍ତଫାକୁ ନେଇ ଘନୀଭୂତ ହୋଇଥିବା ବିବାବ ଏବେ ନୂଆ ମୋଡ଼ ନେଇଛି। ଜଣେ...

ଓଡ଼ିଶାରେ ଅକୁପେସନାଲ୍ ଥେରାପି ଆଣ୍ଡ ଫିଜିଓଥେରାପି କାଉନସିଲ୍ ଗଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଫିଜିଓଥେରାପି ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ଓଡ଼ିଶାରେ ରାଜ୍ୟ ଅକୁପେସନାଲ୍ ଥେରାପି ଆଣ୍ଡ ଫିଜିଓଥେରାପି କାଉନସିଲ୍ ଗଠିତ ହୋଇଛି। ଓଡ଼ିଶା ଷ୍ଟେଟ୍ କାଉନସିଲ୍ ଫର୍ ଅକୁପେସନାଲ୍ ଥେରାପି ଆଣ୍ଡ ଫିଜିଓଥେରାପି ଆକ୍ଟ,...

ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ରଙ୍କ ପରଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶିଷ୍ଟ ସମାଜସେବୀ ତଥା ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ୧ ମାସ ଧରି...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୦୮ ନଭେମ୍ବର ୨୦୨୦, ରବିବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆସନ୍ତାକାଲି କାର୍ତ୍ତିକ କୃଷ୍ଣପକ୍ଷ ସପ୍ତମୀ ପ୍ରାତଃ ୦୭:୨୯:୩୭ ଗତେ ଅଷ୍ଟମୀ ତିଥି। କର୍କଟଚନ୍ଦ୍ର...

ଏଥର କେମିତି ହେବ ମାଟ୍ରିକ ପରୀକ୍ଷା?

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମହମାରୀ ପାଇଁ ସ୍କୁଲ ବନ୍ଦ ରହିଥିଲା ବେଳେ ମାଟ୍ରିକ ପରୀକ୍ଷା କେବେ ହେବ, କେମିତି ହେବ ସେନେଇ କିଛି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣାପଡ଼ୁନାହିଁ। ଚଳିତ ଶିକ୍ଷା ବର୍ଷର ଅଧା ସମୟ...

କ୍ୟାପଟେନ୍ ଗୋପୀନାଥ- ଯାହାଙ୍କ ଲାଗି ମଧ୍ୟବିତ୍ତ ଲୋକଙ୍କ ପାଇଁ ବିମାନ ଯାତ୍ରା ହୋଇଥିଲା ସହଜ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ୟାପଟେନ୍ ଗୋପୀନାଥଙ୍କ ଯୋଗୁ ସାଧାରଣ ଲୋକଙ୍କ ପାଇଁ ବିମାନ ଯାତ୍ରା ସହଜ ହୋଇପାରିଛି। ଦିନ ଥିଲା ଯେତେବେଳେ ସାଧାରଣ ଲୋକଙ୍କ ପାଇଁ ବିମାନ ଯାତ୍ରା ସ୍ଵପ୍ନ ପରି ଲାଗୁଥିଲା। କାରଣ ଉଡ଼ାଜାହାଜରେ ଯିବା...