କାକଟପୁରରେ ଜୁଆ ଆଡ୍ଡା ଉପରେ ଚଢ଼ାଉ, ପୋଲିସଠାରୁ ବନ୍ଧୁକ ଓ ମୋବାଇଲ ଛଡ଼ାଇନେଲେ ଜୁଆଡ଼ିଙ୍କ ସମ୍ପର୍କୀୟ

ଓଡିଶାଲାଇଭ୍ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କାକଟପୁର ବ୍ଲକର ଏକ ଜୁଆ ଆଡ୍ଡା ଉପରେ କାକଟପୁର ପୋଲିସ ଚଢ଼ାଉ କରିଛି। ଜୁଆଡ଼ିଙ୍କଠାରୁ ୧୨ ହଜାର ୩ ଶହ ଟଙ୍କା ଏବଂ ୮ଟି ମୋବାଇଲ ଫୋନ...

ରାଜଧାନୀରେ ଦିନକୁ ହେବ ୧୪୦୦ କରୋନା ଟେଷ୍ଟିଂ – ସୂଚନା ଦେଲେ ଅନୁ ଗର୍ଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ କରୋନା ନିୟନ୍ତ୍ରଣ ପାଇଁ ଟ୍ରେସିଂ, ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଦିନକୁ ୧୪୦୦ ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ସୂଚନା ଦେଇଛନ୍ତି ବିଏମସିର କୋଭିଡ ପର୍ଯ୍ୟବେକ୍ଷକ...

ସଂସ୍କୃତି ଚର୍ଚ୍ଚାର ଡିଜିଟାଲ ସଂସ୍କରଣ – ‘ଓଡ଼ିଶାରେ ପାଞ୍ଜିର ସାଂସ୍କୃତିକ ଓ ଧର୍ମୀୟ ପ୍ରଭାବ’ ଉପରେ ଆଲୋଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ପାଞ୍ଜିର ଗୁରୁତ୍ୱ ରହିଛି। ମଣିଷ ଦୈନନ୍ଦିନ ଜୀବନରେ ଯାହା କରୁଛି ସେସବୁ ପାଞ୍ଜିରେ ଭଲଭାବେ ଉଲ୍ଲେଖ ରହିଛି। ପାଞ୍ଜି ଦେଖି ଲୋକେ ପ୍ରତିଦିନ ବିଭିନ୍ନ କାମ କରିଥାନ୍ତି। ସାଂସ୍କୃତିକ, ସାମାଜିକ,...

ଭୁବନେଶ୍ୱର: କରୋନା ନିୟନ୍ତ୍ରଣରେ ବସ୍ତିକୁ ଫୋକସ୍, ପ୍ରତି ବସ୍ତିରେ ସ୍ୱତନ୍ତ୍ର କମିଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ ବସ୍ତି ଅପେକ୍ଷା ବସ୍ତି ବାହାର ଅଞ୍ଚଳରେ ଲୋକେ କରୋନାରେ ଅଧିକ ସଂକ୍ରମିତ ହୋଇଛନ୍ତି। ତେଣୁ ବସ୍ତିରେ କରୋନା ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବସ୍ତି କମିଟି ଗଠନ କରାଯାଇଛି। ଏନେଇ ସୂଚନା...
IIT BBSR

ଆଇଆଇଟି ଭୁବନେଶ୍ୱର: ମେଡିକାଲ ଅଫିସର, ଅଫିସ୍ ଏକ୍ସିକ୍ୟୁଟିଭ୍ ଓ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ, ଭୁବନେଶ୍ୱର ଅଧୀନରେ ମେଡିକାଲ ଅଫିସର, ଷ୍ଟାଫ୍ ନର୍ସ, ଅଫିସ୍ ଏକ୍ସିକ୍ୟୁଟିଭ୍ ଓ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା...

ଭୁବନେଶ୍ଵରରୁ ପୁଣି ୧୧୧ ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୮କୁ ବୃଦ୍ଧି

ଓଡିଶାଲାଇଭ୍ କରୋନା ବ୍ୟୁରୋ ଭୁବନେଶ୍ଵରରୁ ପୁଣି ୧୧୧ ପଜିଟିଭ୍ ଚିହ୍ନଟ କ୍ଵାରେଣ୍ଟାଇନ୍‌ରୁ ୬୨ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୮କୁ ବୃଦ୍ଧି ରାଜଧାନୀ...

କରୋନାରେ ଜଣେ ବିଏସ୍‌ଏଫ୍‌ ଯବାନଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାରେ ଜଣେ ବିଏସ୍‌ଏଫ୍‌ ଯବାନଙ୍କର ମୃତ୍ୟୁ ଘଟିଛି। ମୃତକ ଯବାନ ହେଲେ ବାଲେଶ୍ୱରର ବହାନଗା ଅଞ୍ଚଳର ମାଝିପୁର ଗାଁର ପ୍ରଭାକର ଘଡ଼େଇଙ୍କ ପୁଅ କୈଳାସ ଘଡ଼ାଇ। ଛତିଶଗଡ଼ରେ ଡ୍ୟୁଟି କରିବା ସମୟରେ କରୋନାରେ...

କଟକ ସହରରୁ ଆଉ ୩୫ କରୋନା ପଜିଟିଭ୍ ଚିହ୍ନଟ, ରାଉସାପାଟଣାରୁ ସର୍ବାଧିକ

ଓଡିଶାଲାଇଭ୍ କରୋନା ବ୍ୟୁରୋ କଟକ ସହରରେ କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି। ଶନିବାର ସହରରୁ ଆଉ ୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୨ ଜଣ କ୍ଵାରେଣ୍ଟାଇନ୍‌ରୁ ଏବଂ...

ଧାନ ଚାଷରେ ବାୟୋସାରର ପ୍ରୟୋଗ କିପରି କରିବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଟିର ଉର୍ବରତା ବୃଦ୍ଧି ଓ ଅଧିକ ଅମଳ ପାଇଁ ବାୟୋସାର ବ୍ୟବହାର ହୋଇଥାଏ। ତେବେ ଜାଣନ୍ତୁ ଏହାର ପ୍ରୟୋଗ କିପରି କରିବେ। ବାୟୋସାର ପ୍ରୟୋଗ ଦ୍ୱାରା ଚାଷୀମାନେ ଅନେକ ସୁବିଧା ପାଇଥାନ୍ତି। ଏହା...

ହଜିଗଲା ମାନବିକତା, ଏଏସ୍‌ଆଇଙ୍କ ଶବ ଉଠାଇଲେ ସାମ୍ବାଦିକ

ଓଡିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାର ଆଉ ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ଖଲ୍ଲିକୋଟ କୋଦଳା ହସ୍ପିଟାଲରେ ଜଣେ ଏଏସ୍‌ଆଇଙ୍କ ମୃତଦେହ ଦୀର୍ଘ ସମୟ ଧରି ପଡ଼ି ରହିବା ପରେ ୨ ଜଣ ସାମ୍ବାଦିକ...