ଓଡ଼ିଶାରେ ଅନେକ ସଂଖ୍ୟାରେ ଉଦ୍ୟୋଗୀ ସୃଷ୍ଟି କରିବାକୁ ପଡ଼ିବ – ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ପକ୍ଷରୁ ‘ଓଡ଼ିଶାରେ ଏମ୍‌ଏସ୍‌ଏମ୍‌ଇ ନିମନ୍ତେ ଆର୍ଥିକ ପ୍ୟାକେଜ୍ ଏବଂ ସୁଯୋଗ’ ସମ୍ପର୍କରେ ୱେବିନାର। “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ସବୁଠୁ ବେଶୀ ଗୁରୁତ୍ୱ...

କରୋନା କଟକଣା ଭିତରେ ବାହା ହେଲେ ଓଡ଼ିଆ ଅଭିନେତ୍ରୀ ଗାର୍ଗୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଗାର୍ଗୀ ମହାନ୍ତି। ପିଲାବେଳର ବନ୍ଧୁ ରବିନ୍ଦ୍ର ପାଢ଼ୀଙ୍କ ସହ ରବିବାର ତାଙ୍କର ବିବାହ ସମ୍ପନ୍ନ ହୋଇଛି। କରୋନା ସମୟରେ ଦୁଇ ପରିବାର ସହଯୋଗରେ...

ରାଜ୍ୟର ଆଉ ୨୦୩ ଆକ୍ରାନ୍ତ ସୁସ୍ଥ, ଗଞ୍ଜାମରୁ ସର୍ବାଧିକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାରୁ ସୁସ୍ଥ ହେଲେ ଆଉ ୨୦୩ ଆକ୍ରାନ୍ତ। ଏଥିସହ ରାଜ୍ୟର ସମୁଦାୟ କରୋନାରୁ ସୁସ୍ଥ ହେବା ସଂଖ୍ୟା ୪୯୪୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ...

ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ – ସକାଳ ୮ଟାରୁ ପହଣ୍ଡି, ୧୨ଟାରୁ ରଥଟଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଜୋରଦାର ଚାଲିଛି। ଏଥିସହ ଶ୍ରୀମନ୍ଦିର ପକ୍ଷରୁ ବାହୁଡ଼ା ଯାତ୍ରାର ନୀତି ମଧ୍ୟ ନିର୍ଘଣ୍ଟ ହୋଇଛି। ଜୁଲାଇ ୧ ତାରିଖ...
NALCO

NALCO: ମେଡିକାଲ ଅଫିସର ଏବଂ ସ୍ପେଶିଆଲିଷ୍ଟ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ନାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ୍ (NALCO) ଅଧୀନରେ ମେଡିକାଲ ଅଫିସର ଏବଂ ବିଭିନ୍ନ ବିଭାଗର ସ୍ପେଶିଆଲିଷ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ବ୍ୟକ୍ତି ଆସନ୍ତା ଜୁଲାଇ...

କରୋନା ଚିନ୍ତା – ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ଭୟ!

ଓଡିଶାଲାଇଭ ବ୍ୟୁରୋ ଭୁବନେଶ୍ୱରରେ ଚିନ୍ତା ବଢ଼ାଇଲା ସ୍ଥାନୀୟ ସଂକ୍ରମଣ। ଆଜି ମୋଟ ୨୫ରୁ ୨୩ ଆକ୍ରାନ୍ତ କେବଳ ସ୍ଥାନୀୟ ଅଞ୍ଚଳରୁ। କରୋନା ମହାମାରୀ ଏବେ ରାଜଧାନୀ ଭୁବନେଶ୍ୱରବାସୀଙ୍କ ପାଇଁ ଚିନ୍ତା ବଢ଼ାଇଲାଣି। ଯେଉଁ ଭୟ ମାର୍ଚ୍ଚ...

ରାଜ୍ୟର ଆହୁରି ୩ ଦିନ ବର୍ଷା, କିଛି ଜିଲ୍ଲାରେ ବଜ୍ରପାତ ହେବା ନେଇ ସୂଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଆହୁରି ୩ ଦିନ ଧରି ବର୍ଷା ଲାଗି ରହିବ। ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହିତ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ...

ଭୁବନେଶ୍ୱରରୁ ଆଜି ୨୫ ଆକ୍ରାନ୍ତ – ୨୩ ସ୍ଥାନୀୟ ସଂକ୍ରମଣ

ଓଡିଶାଲାଇଭ ବ୍ୟୁରୋ ଭୁବନେଶ୍ୱରରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମ୍‌ସି ଟୁଇଟ୍ କରି ସୂଚନା ଦେଇଛି। ସେମାନଙ୍କ ମଧ୍ୟରୁ ୨୩...

ଯାଜପୁରରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍ ମନା, ଜୁଲାଇ ୮ ଯାଏଁ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣ ଲୋକଙ୍କୁ ମନା ହେଲା ସରକାରୀ ଅଫିସ୍। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଯାଜପୁର ଜିଲ୍ଲାପାଳ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ୮  ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ କୌଣସି ଲୋକ...

ତେଲ ଦର ବୃଦ୍ଧିକୁ ନେଇ କଂଗ୍ରେସର ପ୍ରତିବାଦ, ଧାରଣାରେ ବସିଲେ ନେତା

ଓଡ଼ିଶାଲାଇଭ୍ ବ୍ୟୁରୋ ତେଲଦର ବୃଦ୍ଧିକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ। ଆଜି ଏହାର ପ୍ରତିବାଦରେ ଦେଶର ବିଭିନ୍ନ ଅଞ୍ଚଳରେ କଂଗ୍ରେସ କର୍ମୀମାନେ ରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି। ଓଡ଼ିଶାରେ ମଧ୍ୟ କଂଗ୍ରେସ ପକ୍ଷରୁ ତେଲ...