ହଟ୍‌ସ୍ପଟ୍‌ ଜିଲ୍ଲାରୁ ଭୁବନେଶ୍ୱର ଆସିଲେ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବିଏମ୍‌ସି ପକ୍ଷରୁ ନିୟମ କଡ଼ାକଡ଼ି କରାଯାଇଛି। ହଟ୍‌ସ୍ପଟ୍‌ ଜିଲ୍ଲାରୁ ଭୁବନେଶ୍ୱର ଆସିଲେ ଏଣିକି ସରକାରୀ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ବୋଲି ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର...

କରୋନା ଯୋଦ୍ଧାଙ୍କୁ କରୋନା – କେବଳ ଗଞ୍ଜାମରୁ ୧୭୦

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେମିତି ବୃଦ୍ଧି ପାଉଛି ତାକୁନେଇ ଭୟ ବଢୁଛି। ଅନ୍ୟ ରାଜ୍ୟରୁ ଫେରିଥିବା ଲୋକ କରୋନା ଆକ୍ରାନ୍ତ ହେଉଥିବା ବେଳେ ଆଗଧାଡ଼ିର ଯୋଦ୍ଧାମାନେ ବି ଆକ୍ରାନ୍ତ ହେଉଛନ୍ତି।...

ରାଜ୍ୟର ଆଉ ୧୩୧ କରୋନା ଆକ୍ରାନ୍ତ ସୁସ୍ଥ, ଗଞ୍ଜାମରୁ ସର୍ବାଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟର ଆଉ ୧୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପଟାଲରୁ ଡିସଚାର୍ଜ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା...
odisha sasana

କୋରାପୁଟ ଏସସି-ଏସଟି ଉନ୍ନୟନ ବିଭାଗ ଅଧୀନରେ ଶିକ୍ଷକ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଏସସି-ଏସଟି ଉନ୍ନୟନ ବିଭାଗ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ବିଭାଗରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁଲାଇ ୨୦ ତାରିଖ ଯାଏଁ...

ନେପାଳରେ ରାଜନୈତିକ ସଙ୍କଟ, ପ୍ରଧାନମନ୍ତ୍ରୀ ଓଲିଙ୍କ ଇସ୍ତଫା ଦାବି

ଓଡ଼ିଶାଲାଇଭ୍ ବ୍ୟୁରୋ ନେପାଳର ଶାସନରେ ଥିବା କମ୍ୟୁନିଷ୍ଟ ପାର୍ଟିରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଯାହା ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ରାଜନୈତିକ ଭବିଷ୍ୟତକୁ ଅଡୁଆରେ ପକାଇଛି। ଦଳର ଷ୍ଟାଣ୍ଡିଙ୍ଗ କମିଟିର ବୈଠକରେ ଖୁବଶୀଘ୍ର ତାଙ୍କୁ ନେଇ...

ପାରଳାଖେମୁଣ୍ଡି ସହର ତିନିଦିନିଆ ସଟ୍‌ଡାଉନ୍‌, ୨୮ରୁ ୩୦ ବନ୍ଦ ରହିବ ଦୋକାନ ବଜାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରଳାଖେମୁଣ୍ଡି ସହରକୁ ୩ ଦିନିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଗଜପତି ଜିଲ୍ଲାପାଳ। ଏହାସହ ଗୋଷାଣୀ ଏବଂ ଗୁମ୍ମା ବ୍ଲକ ସମେତ କାଶୀନଗର ବ୍ଲକର ରାଣୀପେଣ୍ଠ ପଞ୍ଚାୟତ ସଟ୍‌ଡାଉନ୍‌ ରହିବ। ଗଜପତି ଜିଲ୍ଲାରେ...

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ – ଆଗୁଆ ପ୍ରସ୍ତୁତି, ତ୍ୱରିତ ଉଦ୍ଧାର ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ବିପର୍ଯ୍ୟୟର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି, ତ୍ୱରିତ ଉଦ୍ଧାର ଉପରେ ଗୁରୁତ୍ୱ ବିପର୍ଯ୍ୟୟ ଦୃଷ୍ଟିରୁ ଅକ୍ଟୋବର ମାସ ବହୁତ...

ଆସନ୍ତାକାଲି ହେରାପଞ୍ଚମୀ – ଅଭିମାନରେ ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ବନକଲାଗି ନୀତି ଶେଷ ହେବା ପରେ ଆସନ୍ତାକାଲି ହେରାପଞ୍ଚମୀ ନୀତି ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁଣ୍ଡିଚା ମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପତିମହାପାତ୍ର ଏବଂ...

ଗୁଣ୍ଡିଚା ମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି  

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ହେବ ବନକଲାଗି ନୀତି। ମଧ୍ୟାହ୍ନ ଧୂପ ସରିବା ପରେ ପଛ ଭୋଗ ମଣ୍ଡପରେ ଏହି ଗୁପ୍ତନୀତି କରାଯିବ। ୪ ଘଣ୍ଟା ଧରି ଶ୍ରୀଜୀଉଙ୍କ ଶ୍ରୀମୁଖ ଶିଙ୍ଗାର...

ଆତଙ୍କବାଦୀଙ୍କ ଗୁଳିରେ ଭାରତୀୟ ଯବାନ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହେଲେ ଭାରତୀୟ ଯବାନ। ଶୁକ୍ରବାର କଶ୍ମୀରର ବିଜବେହରା ଅଞ୍ଚଳରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ସିଆରପିଏଫ୍ ଯବାନ ପ୍ରାଣ ହରାଇଛନ୍ତି। ଶୁକ୍ରବାର ସେଠାରେ ଆତଙ୍କବାଦୀଙ୍କ ଏକ ଦଳ ସିଆରପିଏଫ୍ ଯବାନଙ୍କ...