amphan update

ଅମ୍ପନ ଅପ୍‌ଡେଟ୍ – ଦିନ ୨ଟା ସୁଦ୍ଧା ବାତ୍ୟାର ଟିକିନିଖି ଖବର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସୁଛି ବାତ୍ୟା ଅମ୍ପନ। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ପନ ଅପ୍‌ଡେଟ୍‌ @2pmରୁ… ବାତ୍ୟା ଅମ୍ପନକୁ ନେଇ ତାଜା ଅପଡେଟ୍ ଦେଲେ ଆଇଏମଡି ସାଇକ୍ଲୋନ୍ ୱାର୍ଣ୍ଣିଂ ବିଭାଗର ମୁଖ୍ୟ...

ପାରାଦୀପରୁ ଦୂରଉଛି, ପଶ୍ଚିମବଙ୍ଗ ମୁହାଁଉଛି ଅମ୍ପନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରାଦୀପଠାରୁ ଧିରେ ଧିରେ ଦୂରେଇ ଯାଉଛି ବାତ୍ୟା ଅମ୍ପନ। ବର୍ତ୍ତମାନ ପାରାଦୀପଠାରୁ ୧୫୦ କିଲୋମିଟର ଦୂରରେ ରହିଛି ବାତ୍ୟା। ପାରାଦୀପଠାରୁ ଦୂରେଇ ଏହା ଏବେ ପଶ୍ଚିମବଙ୍ଗର ଦୀଘା ମୁହାଁ ହୋଇଛି। ଏହାସହ...

ଖୋର୍ଦ୍ଧାରେ ୭ ପଜିଟିଭ୍‌ ଚିହ୍ନଟ, ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲିପ ନାଇଡୁ): ଖୋର୍ଦ୍ଧା ଜିଲ୍ଲାରେ ପୁଣି ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତଙ୍କ...

୨୨ କିମି ସାଇକେଲ ଚଳାଇ ଥାନାରେ ପହଞ୍ଚିଲେ ନବରଙ୍ଗପୁର ଏସ୍‌ପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁରରୁ ୨୨ କିମି ସାଇକେଲ ଚଳାଇ ବୁଧବାର ସକାଳ ସାଢ଼େ ୬ଟାରେ ତେନ୍ତୁଳିଖୁଣ୍ଟି ଥାନାରେ ପହଞ୍ଚିଲେ ନବରଙ୍ଗପୁର ଏସ୍‌ପି ନିତିନ କୁଶଲକର। ଏସ୍‌ପି ୨୨ କିମି ସାଇକେଲ ଚଳାଇ ଥାନାକୁ ଆସୁଥିବାର...

ସନ୍ଧ୍ୟା ୬ଟାରେ ଲ୍ୟାଣ୍ଡଫଲ୍ କରିବ ଅମ୍ପନ – ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଜିଲ୍ଲାକୁ ପ୍ରଭାବ

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ଅମ୍ପନ ଆଜି ସନ୍ଧ୍ୟା ୬ଟା ବେଳକୁ ଲ୍ୟାଣ୍ଡଫଲ୍ କରିବ। ପଶ୍ଚିମବଙ୍ଗ ଓ ବାଂଲଦେଶ ମଧ୍ୟରେ ଥିବା ସୁନ୍ଦରବନ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିବ। ଏନେଇ ଏବେ ତାଜା ସୂଚନା ଦେଇଛନ୍ତି...

ପାରାଦୀପରେ କମୁଛି ପବନର ବେଗ – ଏବେ ବାଲେଶ୍ୱର, ଭଦ୍ରକରେ ବଢ଼ିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରାଦୀପରେ ଏବେ ପବନର ବେଗ କମୁଛି। ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ପବନର ବେଗ ଅଧିକ ରହିବ। ଅମ୍ପନ ଏବେ ଦକ୍ଷିଣରୁ ଉତ୍ତର ଦିଗକୁ ଗତି କରୁଛି। ଏନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି...

ଆସୁଛି ବାତ୍ୟା ଅମ୍ପନ, ଭଦ୍ରକରେ ଭାଙ୍ଗିଲାଣି ଗଛ

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ଅମ୍ପନର ପ୍ରଭାବ ଏବେ ଧୀରେ ଧୀରେ ଓଡ଼ିଶା ଉପରେ ପଡ଼ିବାରେ ଲାଗିଛି। ଯେଉଁ କାରଣରୁ କିଛି ସ୍ଥାନରେ ପ୍ରବଳ ବର୍ଷା ପବନ ହେବା ଯୋଗୁ ଗଛ ଓ ବିଦ୍ୟୁତ ଖୁଣ୍ଟି...
amphan update

ଅମ୍ପନ ଅପ୍‌ଡେଟ୍ – ଦିନ ୧୨ଟା ସୁଦ୍ଧା ବାତ୍ୟାର ଟିକିନିଖି ଖବର ଜାଣନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସୁଛି ବାତ୍ୟା ଅମ୍ପନ। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ପନ ଅପ୍‌ଡେଟ୍‌ରୁ… ପାରାଦୀପଠାରୁ ୧୨୦ କିଲୋମିଟର ଦୂରରେ ବାତ୍ୟା ଅମ୍ପନ। ବାତ୍ୟା ଏବେ ଦକ୍ଷିଣରୁ ଉତ୍ତର ଆଡ଼କୁ ଗତି...

ଯାଜପୁରରେ ପ୍ରବଳ ବର୍ଷା, ପବନ – ୭ ହଜାର ଲୋକ ସ୍ଥାନାନ୍ତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରାଦୀପଠାରୁ ୧୨୦ କିଲୋମିଟର ଦୂରରେ ରହିଛି ବାତ୍ୟା ଅମ୍ପନ। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା, ପବନ ଲାଗି ରହିଛି। ଯାଜପୁର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଗତକାଲି ରାତିରୁ ଲାଗି...

ଆସୁଛି ବାତ୍ୟା ଅମ୍ପନ, ଆଗାମୀ ୬ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ଓଡ଼ିଶାରେ ପବନ ବଢ଼ିବା ସହିତ ବାତ୍ୟା ଅମ୍ପନ ଧୀରେ ଧୀରେ ସ୍ଥଳଭାଗର ନିକଟତର ହେଉଛି। ଖୁବଶୀଘ୍ର ଏହା ପାରାଦୀପ ବନ୍ଦର ଦେଇ ଅତିକ୍ରମ କରିବ ବୋଲି ଏସଆରସି ପ୍ରଦୀପ ଜେନା...