କାୟା ମେଲାଉଛି କରୋନା – ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୯ ହଜାର ଟପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ କାୟା ମେଲାଉଛି କରୋନା। ମଙ୍ଗଳବାର ବିଶ୍ୱର ୧୬୨ଟି ଦେଶକୁ ବ୍ୟାପିଥିବା କରୋନା ଭୂତାଣୁ ଆଜି ଆଉ ପାଞ୍ଚୋଟି ଦେଶକୁ ବୃଦ୍ଧି ପାଇଁ ୧୬୭ଟି ଦେଶରେ ପହଞ୍ଚିଛି। ଏଥିସହିତ ବର୍ତ୍ତମାନ ସୁଦ୍ଧା...

ସୁଧୁରୁଛି ୟେସ୍ ବ୍ୟାଙ୍କ୍ ସଙ୍କଟ – ଆରମ୍ଭ ହେଲା ବ୍ୟାଙ୍କିଙ୍ଗ୍ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ୟେସ୍ ବ୍ୟାଙ୍କ୍ ଖାତାଧାରୀଙ୍କ ପାଇଁ ଖୁସି ଖବର। କିଛି ଦିନର ବ୍ୟବଧାନ ପରେ ୟେସ୍ ବ୍ୟାଙ୍କର ସେବା ପୁଣି ପୂର୍ବଭଳି ସାଧାରଣ ସ୍ଥିତିକୁ ଫେରିଛି। ବୁଧବାର ସନ୍ଧ୍ୟା ୬ଟାରୁ ବ୍ୟାଙ୍କର ସେବା...

ମିନିଷ୍ଟ୍ରି ଅଫ୍ କୋଲ୍ ଅଧୀନରେ ଲିଗାଲ ଆସିଷ୍ଟାଣ୍ଟ ଓ ଅନ୍ୟ ପଦବୀରେ ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ମିନିଷ୍ଟ୍ରି ଅଫ୍ କୋଲ୍ ଅଧୀନରେ ଲିଗାଲ ଆସିଷ୍ଟାଣ୍ଟ, ସିନିୟର ଇନଭେଷ୍ଟିଗେଟର ଏବଂ ଅପର୍ ଡିଭିଜନ କ୍ଲର୍କ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ...

ଓଡ଼ିଶାରେ କରୋନା: ଗୋଷ୍ଠୀଗତ ସଂକ୍ରମଣ ରୋକିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ବର୍ତ୍ତମାନ କରୋନା ସହ ଲଢେଇ କରୁଥିବା ଓଡିଶା ପାଇଁ ସବୁଠୁ ବଡ ଆହ୍ଵାନ ହେଉଛି ସଂକ୍ରମଣକୁ ନିୟନ୍ତ୍ରଣ କରିବା। ବିଶ୍ୱରେ କରୋନା ଭୂତାଣୁ ବ୍ୟାପିବା ଦିନଠାରୁ ଆମେ ଆମ ଭବିଷ୍ୟତକୁ ନେଇ...

କରୋନା ଆଲର୍ଟ – ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ଆଗୁଆ ରାସନ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ୪୫ ଦିନ ମଧ୍ୟରେ ହିତାଧିକାରୀଙ୍କୁ ୩ମାସର ରାସନ୍ ଯୋଗାଇ ଦିଆଯିବା। ଏନେଇ ବୁଧବାର ରାଜ୍ୟ ଯୋଗାଣ ବିଭାଗ ସୂଚନା ଦେଇଛି। ଏପ୍ରିଲ ୧ତାରିଖରୁ ୧୫ତାରିଖ ମଧ୍ୟରେ ହିତାଧିକାରୀଙ୍କୁ...

କରୋନା ଅପଡେଟ୍ – ଜାଣନ୍ତୁ, ରାଜ୍ୟ ସରକାର କ’ଣ ଦେଲେ ତାଜା ସୂଚନା?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ https://www.youtube.com/watch?v=QcnvPaaf-wA କରୋନାକୁ ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ବୁଧବାର ତାଜା ସୂଚନା ପ୍ରଦାନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କରୋନା ଭାଇରସର ଲାଟେଷ୍ଟ୍ ଅପଡେଟ୍ ସବୁକୁ ଗୋଟି...

ଭାରତରେ କରୋନାକୁ ଦୂରେଇ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଥମ ୩୦ଦିନ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ [youtube https://www.youtube.com/watch?v=_dqxIvzZiPE] ପୃଥିବୀର ବିଭିନ୍ନ ଦେଶରେ ଦିନକୁ ଦିନ ବ୍ୟାପୁଛି କରୋନା ଭୂତାଣୁର ସଂକ୍ରମଣ। ଭାରତରେ ମଧ୍ୟ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଠିକ୍‌ ଏତିକି ବେଳେ ଇଣ୍ଡିଆନ କାଉନସିଲ...

OSSC ଅଧୀନରେ ଜୁନିଅର କ୍ଲର୍କ ପଦବୀରେ ନିଯୁକ୍ତି: ଏପ୍ରିଲ ୮ ଆବେଦନର ଶେଷ ତାରିଖ

ଓଡ଼ିଶାଲାଇଭ୍‌ ବ୍ୟୁରୋ OSSC ଅଧୀନରେ ଜୁନିୟର କ୍ଲର୍କ କମ୍‌ ଟାଇପିଷ୍ଟ, ଜୁନିୟର କ୍ଲର୍କ, ଟାଇପିଷ୍ଟ କମ୍‌ ସ୍କ୍ରାଇବ୍‌ ଆସିଷ୍ଟାଣ୍ଟ (ଲ’ ବିଭାଗ) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟ...

ସାନିଟାଇଜର ନମିଳିଲେ ସାବୁନରେ ଧୁଅନ୍ତୁ ହାତ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ବଜାରରେ ସାନିଟାଇଜର ମିଳୁନି କି? ଯଦି ନା, ତାହାଲେ ସାବୁନ ବ୍ୟବହାର କରନ୍ତୁ। ସାବୁନରେ ୨୦ ସେକେଣ୍ଡ ଯାଏଁ ହାତକୁ ଭଲଭାବେ ଧୁଅନ୍ତୁ। ଖାଇବା ପୂର୍ବରୁ ଏବଂ ପରେ ମଧ୍ୟ...

ସୁସ୍ଥ ଲୋକମାନେ ମାସ୍କ ପିନ୍ଧନ୍ତୁ ନାହିଁ – ସୁବ୍ରତ ବାଗଚି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ https://www.youtube.com/watch?v=HgTw2SqUZ38 କରୋନା ଭାଇରସ ଯୋଗୁଁ ଏବେ ବଜାରରେ ମାସ୍କର ଦର ଆକାଶ ଛୁଆଁ। ଲୋକମାନେ କରୋନା ଭାଇରସ୍ ଭୟରେ ବଜାରରୁ ଚଢ଼ା ଦରରେ ମାସ୍କ କିଣୁଥିବା ଦେଖିବାକୁ ମିଳୁଛି। ଯେଉଁ କାରଣରୁ...