ଖବର ଓ ବେ-ଖବର ଭିତରେ ଫରକ ଆମେ କ’ଣ ଭୁଲିଗଲୁଣି?

ନୀଳାମ୍ବର ରଥ ଏବେ ଗୋଟେ ଟିଭି ଚ୍ୟାନେଲରେ ଖବର ଦେଖିବା ବେଳେ ଏକ ତଥାକଥିତ ବଡ଼ ଖବର ଉପରେ ନଜର ପଡ଼ିଲା। ଟିଭି ଚ୍ୟାନେଲର ଆଙ୍କର କହିଲେ ଯେ ଜଣେ ଉଚ୍ଚ ଶିକ୍ଷିତ ଯୁବକ...

ଜାଗର ପାଇଁ ଲିଙ୍ଗରାଜରେ ଭକ୍ତଙ୍କ ଭିଡ଼ – ହର ହର ମହାଦେବ ଧ୍ୱନିରେ କମ୍ପିଲା ଏକାମ୍ର କ୍ଷେତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=2b_6Mhl-Z8w]ଆଜି ପବିତ୍ର ମହାଶିବରାତ୍ରୀ ବା ଜାଗର। ମହାଦେବଙ୍କର ସବୁଠୁ ବଡ଼ ପର୍ବ। ଏଥିପାଇଁ ରାଜ୍ୟର ସମସ୍ତ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏଥର ଜାଗର ପାଇଁ...

କ୍ରିକେଟ୍‌ରୁ ଅବସର ନେଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା। ସେ ଆଜି ହାଇଦ୍ରାବାଦ୍‌ କ୍ରିକେଟ୍‌ ଆସୋସିଏସନ୍‌କୁ ପତ୍ର ଲେଖି କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ନେଇଛନ୍ତି। ଏନେଇ ସେ ଟୁଇଟ୍‌...

ଶନିବାର ଉଦ୍‌ଘାଟିତ ହେବ ଖେଲୋ ଇଣ୍ଡିଆ – ଯୋଗ ଦେଇପାରନ୍ତି ବରୁଣ ଧଓ୍ଵନ, ସୋନା ମହାପାତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: କଟକର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବରେ ଦେଶର ୧୫୯ଟି ବିଶ୍ୱବିଦ୍ୟାଳୟର ବଛାବଛା କ୍ରୀଡ଼ାବିତଙ୍କ ସମାଗମ ହେବ। ଓଡ଼ିଶାର ୪ଟି ବିଶ୍ୱବିଦ୍ୟାଳୟ ଏଥିରେ ଯୋଗ ଦେବେ।...

ମହାଶିବରାତ୍ରୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିରର ନୂଆ ରୂପକୁ ପ୍ରଶଂସା କରିଛନ୍ତି।...

ମହାଶିବରାତ୍ରୀରେ ଚଢ଼ାନ୍ତୁ ଏହି ଫୁଲ – ମହାଦେବ ହୋଇଥାନ୍ତି ପ୍ରସନ୍ନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଖୁବ୍‌ ସରଳ। ଖୁବ୍‌ ଅଳ୍ପରେ ସନ୍ତୁଷ୍ଟ ହେଉଥିବାରୁ ତାଙ୍କୁ ଆଶୁତୋଷ ବୋଲି  ମଧ୍ୟ କୁହାଯାଏ। ସେଥିପାଇଁ ମହାଦେବଙ୍କର ସବୁଠୁ ବଡ଼ ପର୍ବ ମହାଶିବରାତ୍ରୀ...

ଖୋର୍ଦ୍ଧାରୋଡ୍‌ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ପଦବୀରେ ନିଯୁକ୍ତି: ଫେବ୍ରୁଆରି ୨୫ରେ ଓ୍ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋର୍ଦ୍ଧାରୋଡ୍‌ କେନ୍ଦ୍ରୀୟ ବିଦ୍ୟାଳୟରେ ଉଭୟ ଶିକ୍ଷକ ଏବଂ ଅଣ-ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଫେବ୍ରୁଆରି ୨୫ରେ ଅନୁଷ୍ଠିତ ହେବାକୁ ଯାଉଛି ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ। ପଦବୀ: ପିଜିଟି (ଇଂରାଜୀ,...

ମହାଶିବରାତ୍ରୀ – କାହିଁକି ପାଳିତ ହେଉଛି, କ’ଣ ରହିଛି ମହାତ୍ମ୍ୟ?

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=J17IvQFxwts] ମହାଶିବରାତ୍ରୀ ଦେବ ଦେବ ମହାଦେବଙ୍କର ସୁବଠୁ ବଡ଼ ପର୍ବ। ଏହିଦିନ ମହାଦେବଙ୍କ ଆରାଧନା ପାଇଁ ଉପବାସ କରିନ୍ତି ଭକ୍ତଗଣ। ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ନିର୍ଜଳ ଉପବାସ ରହିବା ସହିତ...

ଆଜି ମହାଶିବରାତ୍ରୀ – ଚଳଚଞ୍ଚଳ ଶୈବପୀଠ

ଓଡ଼ିଶାଲାଇଭ୍‌ ବ୍ୟୁରୋ   [youtube https://www.youtube.com/watch?v=J17IvQFxwts]ଆଜି ପବିତ୍ର ମହାଶିବରାତ୍ରୀ। ହିନ୍ଦୁ ଧର୍ମରେ ଏହା ମହାଦେବଙ୍କ ସବୁଠୁ ବଡ଼ ଉତ୍ସବ। ବର୍ଷକ ଅପେକ୍ଷା ପରେ ପବିତ୍ର ଜାଗର ଦ୍ୱୀପ ଜାଳିବେ ଭକ୍ତ। ମହାଦେବଙ୍କ ପୂଜା ଅର୍ଚ୍ଚନା ପାଇଁ...

ଆମ ଲୋକକଳା ଆମ ସଂସ୍କୃତି – ଢୋଲ, ନିସାନ୍, ତାସାରେ କମ୍ପିଲା ରବୀନ୍ଦ୍ର ମଣ୍ଡପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଗୁରୁବାର ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗିରରୁ ଆସିଥିବା ପରମ୍ପରା ଅନୁଷ୍ଠାନ...