ଓଡ଼ିଶା ରାଜ୍ୟ ପୁସ୍ତକ ମେଳା ‘ଅକ୍ଷର’ରେ ମୁଖ୍ୟ ଆକର୍ଷଣ ପାଲଟିଲା ‘ଗାନ୍ଧୀଜୀ’ ଷ୍ଟଲ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=CMJ6QdJYy-c] ୨ୟ ଓଡ଼ିଶା ରାଜ୍ୟ ପୁସ୍ତକ ମେଳା ‘ଅକ୍ଷର’ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ଭୁବନେଶ୍ୱରସ୍ଥିତ ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ...

ପୁରୀ ଗଣଦୁଷ୍କର୍ମ ମାମଲା – ଗିରଫ ହେଲା ତୃତୀୟ ଅଭିଯୁକ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ଗଣଦୁଷ୍କର୍ମ ମାମଲାରେ ପୋଲିସକୁ ଆଉ ଏକ ସଫଳତା। ପୋଲିସ କ୍ଵାର୍ଟର୍ସରେ ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ତୃତୀୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତର ନାଁ ରାମଚନ୍ଦ୍ର ପ୍ରଧାନ। ପୋଲିସ...

ବୟସ୍କଙ୍କ ଆଖି ସମସ୍ୟାର ପ୍ରତିକାର ସମ୍ପର୍କରେ କ’ଣ କହନ୍ତି ଚକ୍ଷୁରୋଗ ବିଶେଷଜ୍ଞ ସୂର୍ଯ୍ୟକିରଣ ପଟ୍ଟନାୟକ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=j3joocbnw8s ମଣିଷ ଶରୀରର ଆଖି ଗୋଟିଏ ମୁଖ୍ୟ ଅଙ୍ଗ। ବିନା ଆଖିରେ ମଣିଷ ସାଧାରଣ ଜୀବନରେ ବଞ୍ଚିବା ବଡ଼ ମୁସ୍କିଲ ହୋଇଯାଇଥାଏ। ତେବେ ବର୍ତ୍ତମାନ ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ବିଭିନ୍ନ ପ୍ରକାର...

ସୋମବାର ଓଡ଼ିଶା ଡିଜିପି ଭାବେ ଦାୟିତ୍ୱ ନେବେ ଆଇପିଏସ୍‌ ଅଭୟ!

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଓଡ଼ିଶା ପୋଲିସ୍‌ ଡିଜି ଭାବେ ଆଇପିଏସ୍‌ ଅଭୟ ସୋମବାର ଦାୟିତ୍ୱ ଗ୍ରହଣ କରିପାରନ୍ତି। ଏନେଇ ଶୁକ୍ରବାର ପୋଲିସ୍‌ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅଭୟ ହେଉଛନ୍ତି ୧୯୮୬ ମସିହା ବ୍ୟାଚ୍‌ର ଅଫିସର। ଗତ...

ବିଏସ୍ଏନ୍ଏଲ୍ ବନ୍ଦ କଲା ୩ଟି ରିଚାର୍ଜ ପ୍ଲାନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବିଏସ୍ଏନ୍ଏଲ୍ ତା'ର ୩ଟି ରିଚାର୍ଜ ପ୍ଲାନକୁ ବନ୍ଦ କରିଛି। ଆଉ ୨ଟି ପ୍ଲାନର ବୈଧତା କମିଲା। ସରକାରୀ ଟେଲିକମ୍‌ କମ୍ପାନି ବିଏସ୍‌ଏନ୍‌ଏଲ୍‌ ଏହାର ୩ଟି ରିଚାର୍ଜ ପ୍ଲାନ୍‌କୁ ବନ୍ଦ କରିଦେଇଛି। ପୂର୍ବରୁ ଥିବା...

ଆଇଆଇଏମ୍‍ସି ଢେଙ୍କାନାଳରେ ୨୦ ୟୁନିଟ୍‍ ରକ୍ତ ସଂଗ୍ରହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମ୍‍ସି)ରେ ଶୁକ୍ରବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମୋଟ ୨୦ ୟୁନିଟ୍‍ ରକ୍ତ ସଂଗୃହିତ ହୋଇଛି। ସଂସ୍ଥାନର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଓ କର୍ମଚାରୀମାନେ...

ଫିଲ୍ମ ଷ୍ଟାଇଲ୍‌ରେ ହାଇଦ୍ରାବାଦ ଖେଳ ଖତମ୍

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=VolULrNiNQI&t=32s ମାତ୍ର ୧୫ ମିନିଟରେ ଫିଲ୍ମ ଷ୍ଟାଇଲ୍‌ରେ ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାରେ ପୂର୍ଣ୍ଣଛେଦ ପକାଇଲା ପୋଲିସ। ଶୀତୁଆ ସକାଳ। ପୂରା ପରିବେଶକୁ ଘୋଡ଼େଇ ରଖିଥିଲା କୁହୁଡ଼ିର ଚାଦର। ସୂର୍ଯ୍ୟ ଉଦୟ ହୋଇ ନଥିଲେ କି...

ଜୟପୁର: ସେବାଶ୍ରମ ଛାତ୍ରୀ ଗର୍ଭବତୀ ଘଟଣାର ଗୁମର ଖୋଲିଲା – ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର ବ୍ଲକ ଫାମ୍ପୁଣି ଉନ୍ନୀତ ଉଚ୍ଚ ପ୍ରାଥମିକ ସେବାଶ୍ରମର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣାର ଗୁମର ଖୋଲିଛି ଜୟପୁର ସଦର ପୋଲିସ। ଏହି ଘଟଣାରେ ସେବାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି...
omc

ଓଡ଼ିଶା ଖଣି ନିଗମରେ ମ୍ୟାନେଜର ପଦବୀ ପାଇଁ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ସରକାରୀ ଉଦ୍ୟୋଗ ଓଡ଼ିଶା ଖଣି ନିଗମରେ ଖଣି ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରି ପାରିବେ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ www.omcltd.in ସାଇଟ୍‌ରୁ ଆବେଦନପତ୍ର...

ୟୁସିସିଆଇ ଲେଡିଜ୍‌ ଫୋରମ୍‌ ପକ୍ଷରୁ କଟକରେ ମାଗଣାରେ ହେବ କର୍କଟ ରୋଗ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁସିସିଆଇ ଲେଡିଜ୍‌ ଫୋରମ୍‌ ପକ୍ଷରୁ ମାଗଣାରେ ହେବ କର୍କଟ ରୋଗ ପରୀକ୍ଷା। କଟକସ୍ଥିତ ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନ୍‌ସର ସେଣ୍ଟରରେ ହେବ ପରୀକ୍ଷା। ଶନିବାର ଦିନ ୯ଟା ୩୦ରୁ ଗୋଟେ...