ସ୍ମିତାରାଣୀ ମୃତ୍ୟୁ ଓ କେନ୍ଦ୍ରାପଡ଼ା ଯୌନ ଶୋଷଣ ମାମଲାରେ ଜିଲ୍ଲାପାଳ ଅଫିସ୍‌ ଘେରିଲା ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ମଙ୍ଗଳବାର ୨୦ ଦିନ ପୂରିଛି। ହେଲେ ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରିନି। ଏଣୁ ସ୍ମିତାରାଣୀଙ୍କୁ ନ୍ୟାୟ ଦେବା...
Sakhigopal Radha Pada

ଅଁଳା ନବମୀରେ ରାଧା ପାଦ ଦର୍ଶନ କଲେ ଶ୍ରଦ୍ଧାଳୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ପୁରୀ: ପବିତ୍ର ଅଁଳା ନବମୀ ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିର ଉତ୍ସବ ମୁଖର ହୋଇପଡ଼ିଛି। ଆଜି ଶ୍ରୀରାଧାରାଣୀ ଓଡ଼ିଆଣୀ ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ଆଜିପରି ଏକ...

କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ପାଇଁ ସାଢ଼େ ୮ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ସାଢ଼େ ୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଟଙ୍କାରେ ଆସନ୍ତା ରଥଯାତ୍ରା...

‘ହେ ଚକାନୟନ’ ଭଜନ ଗାଇବା ପାଇଁ ମୁଁ ରାତି ସାଢ଼େ ୩ଟା ଯାଏଁ ଅପେକ୍ଷା କରିଥିଲି – ଶାନ୍ତିଲତା...

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=JRtUGAplPuA ଲୋକପ୍ରିୟ ଭଜନ ଗାୟିକା ଶାନ୍ତିଲତା ବାରିକ ଛୋଟରାୟଙ୍କ କଣ୍ଠରେ ରେକର୍ଡ ହୋଇଥିବା ପ୍ରଥମଭଜନ ‘ହେ ଚକାନୟନ’ ପାଲଟିଥିଲା ଏକ କ୍ଲାସିକ୍‍।  ‘‘ମତେ ଯେତେବେଳେ କେହି ଜାଣି ନଥିଲେ ମହାପ୍ରଭୁ ଟିକେ ଆଡ଼ ନୟନରେ ଚାହିଁଥିଲେ। ରାତି ସାଢ଼େ ୩ଟା ବେଳେ ମୁଁ ଏହି...

ଆନ୍ଦୋଳନକୁ ଓହ୍ଲାଇଲେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ବିଏଡ୍‌ ଏମ୍‌ଏଡ୍‌ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଟିଇଟି ପରିକ୍ଷାର ବଞ୍ଚିତ ହେଉଛନ୍ତି। ଦୀର୍ଘଦିନ ଧରି ଦାବି ପରେ ଆନ୍ଦୋଳନକୁ ଓହ୍ଲାଇଲେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ବିଏଡ୍‌ ଏମ୍‌ଏଡ୍‌ ଛାତ୍ରଛାତ୍ରୀ। ବାରିପଦା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଅଶାନ୍ତି। ଉତ୍ତର...

ବାତ୍ୟାକୁ ନେଇ ମିଡିଆରେ ପ୍ରବଳ ପବନ, ପାଣିପାଗ ବିଜ୍ଞାନୀ କହିଲେ ଓଡ଼ିଶା ପ୍ରତି ନାହିଁ ବିଶେଷ ଭୟ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=uq_OO95f_Rg&t=101s ଓଡ଼ିଶାକୁ ବାତ୍ୟା ଭୟ ନାହିଁ। ହେଲେ ଗତ ଦୁଇ ଦିନ ମିଡିଆରେ ବାତ୍ୟାକୁ ନେଇ ବହୁଛି ପ୍ରବଳ ପବନ। କେଉଁ ମିଡିଆରେ ‘ପୁଣି ଡରାଇଲାଣି ବାତ୍ୟା’ ଶୀର୍ଷକରେ ଖବର ପ୍ରସାରଣ ହୋଇଥିଲା...

ଆସୁଥିବା ବାତ୍ୟାର ନାଁ ଦେଇଛି ପାକିସ୍ତାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଣ୍ଡାମାନରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ବର୍ତ୍ତମାନ ଏହି ସାମୁଦ୍ରିକ ଝଡ଼ ପାରାଦୀପର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରୁ ୯୨୦ କିଲୋମିଟର ଦୂରରେ ରହିଛି। ଏହି ସମ୍ଭାବ୍ୟ ବାତ୍ୟାର ନାଁ ହେଉଛି ‘ବୁଲବୁଲ’।...

‘‘ଓଡ଼ିଶା ଉପରେ ନାହିଁ ବାତ୍ୟା ବିପଦ’’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=uq_OO95f_Rg ଅବପାତର ରୂପ ନେଲା ଲଘୁଚାପ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ବାତ୍ୟା ୮ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ମତ୍ସ୍ୟଜୀବୀଙ୍କୁ ସତର୍କ କଲା ପାଣିପାଗ ବିଭାଗ ସବୁ ବନ୍ଦରରେ ୧...

ପ୍ରକାଶ ପାଇଲା OPSC ପରୀକ୍ଷା ବିଜ୍ଞପ୍ତି, ଡିସେମ୍ଵର ୧୦ ପର୍ଯ୍ୟନ୍ତ କରିପାରିବେ ଆବେଦନ

ଓଡ଼ିଶାଲାଇଭ ବ୍ୟୁରୋ ପ୍ରକାଶ ପାଇଲା ଓପିଏସସି ପରୀକ୍ଷା ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ଡିସେମ୍ଵର ୧୦ ପର୍ଯ୍ୟନ୍ତ କରିପାରିବେ ଆବେଦନ। ଓଡ଼ିଶା ପବ୍ଲିକ ସର୍ଭିସ କମିସନ(ଓପିଏସସି) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଚୁକ ପ୍ରାର୍ଥୀ ୨୦୧୯...

ପୁଣି କନ୍ଦାଇବ ପିଆଜ, ବଢ଼ିବ ଆଉ ୧୦ ଟଙ୍କା!

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବଜାରରେ ପୁଣି ପିଆଜ କିଲୋ ହେବ ୫୦ ଟଙ୍କା! ପୁଣି ଥରେ ଖାଉଟିଙ୍କୁ କନ୍ଦାଇବ ପିଆଜ। ବର୍ତ୍ତମାନ ବଜାରରେ ପିଆଜ ଦର ଯେତିକି ଅଛି ତାହା ଆଉ ୧୦ ଟଙ୍କା...