ଆରମ୍ଭ ହେବ ‘ଓଡ଼ିଶା- ମୋ ପରିବାର’ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ ବ୍ୟୁରୋ ‘ମୋ ସରକାର’ ପରେ ଏବେ ଆରମ୍ଭ ହେବ ‘ମୋ ପରିବାର’ କାର୍ଯ୍ୟକ୍ରମ। ଏନେଇ ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବେଶ ସୁରକ୍ଷା, ରକ୍ତଦାନ ଓ...

ଶିକ୍ଷାଧିକାରୀ ପରିଚୟ ଦେଇ ଶିକ୍ଷୟିତ୍ରୀଙ୍କୁ ମାଗୁଥିଲେ ଟଙ୍କା, ହେଲେ ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ନିଜକୁ ଜିଲ୍ଲା ଶିକ୍ଷା ଅଧିକାରୀ ପରିଚୟ ଦେଇ ଜଣେ ଶିକ୍ଷୟିତ୍ରୀଙ୍କଠାରୁ ଟଙ୍କା ମାଗିବା ଗିରଫ ହୋଇଛନ୍ତି ଜଣେ ବ୍ୟକ୍ତି। ସେ ହେଲେ ଭିମ ଗାଣ୍ଟା। ତାଙ୍କ...

ନଭେମ୍ବର ୧ରୁ ଯୁକ୍ତ ଦୁଇ ପରୀକ୍ଷା ଲାଗି ଫର୍ମ ପୂରଣ

ଓଡ଼ିଶାଲାଇଭ୍ ବ୍ୟୁରୋ   ନଭେମ୍ବର ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ...

୨୮ ତାରିଖରେ ବାତ୍ୟା ଖବର ଗୁଜବ- ଏସ୍‌ଆରସି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଦୁଇ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ହେଲେ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନଥିବା ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା। ଏଥିସହ କେଉଁଠି ମୃତାହତଙ୍କ ସୂଚନା...
Jajpur

ଯାଜପୁର: ସିଲ୍‌ ହେଲା ରୂପେଶଙ୍କ ଗେଷ୍ଟ ହାଉସ୍‌, ୧୪୪ ଜାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ୍‌କୁ ଆଜି ସିଲ୍‌ କରାଯାଇଛି। ଧର୍ମଶାଳା ତହସିଲଦାର ଆଜି ଗେଷ୍ଟହାଉସରେ ନାଲି ପତାକା ଲଗାଇଛନ୍ତି।...

ମୁଖ୍ୟମନ୍ତ୍ରୀଙ୍କୁ ବିଜୟର ଶ୍ରେୟ ଦେଲେ ରୀତା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପୁର ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଲେ ରୀତା ସାହୁ। ଐତିହାସିକ ବିଜୟ ପରେ ରୀତା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇବା ସହ ସମସ୍ତ ବିଜେଡି ସଦସ୍ୟଙ୍କୁ...

ଅନୁଗୁଳ: ନାଲକୋ କ୍ୟାପିଟିଭ୍‌ ପାଓ୍ୱାର ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନୁଗୁଳ ନାଲକୋ କ୍ୟାପିଟିଭ୍‌ ପାଓ୍ୱାର ପ୍ଲାଣ୍ଟରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ସଟ୍‌ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ୟମ ଜାରି ରଖିଛନ୍ତି।...

ଲଗାଣ ବର୍ଷା ଯୋଗୁଁ ୧୧ ଜିଲ୍ଲାରେ ସ୍କୁଲ ଛୁଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଶୁକ୍ରବାର ମଧ୍ୟ ରାଜ୍ୟରେ ବର୍ଷ ଲାଗି ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ୧୧ ଜିଲ୍ଲାରେ ସ୍କୁଲ ବନ୍ଦ ଘୋଷଣା ହୋଇଛି। ପୂର୍ବରୁ ୧୦ ଜିଲ୍ଲାରେ...

ଆଜି ଧନ୍‌ତେରସ୍: କିଣନ୍ତୁ ଏହି ଜିନିଷ, ଆର୍ଥିକ ସମସ୍ୟା ହେବ ଦୂର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଧନ ତ୍ରୟୋଦଶୀ ପର୍ବ ‘ଧନତେରସ୍‌’। ଏହାକୁ ଧନ ଓ ସମ୍ପଦର ଉତ୍ସବ ବୋଲି କୁହାଯାଏ। ଏହି ଦିନ ଧନଦାତ୍ରୀ ଦେବୀ ମା’ ଲକ୍ଷ୍ମୀ ପୂଜା ପାଆନ୍ତି। ଏହି ଦିନ ସୁନା...

ଗଞ୍ଜାମ ଜିଲ୍ଲା କୋର୍ଟରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି, ନଭେମ୍ଵର ୫ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ ବ୍ୟୁରୋ ଗଞ୍ଜାମ ଜିଲ୍ଲା କୋର୍ଟରେ ଚାକିରି ସୁଯୋଗ। ବିଭିନ୍ନ ପଦ ପାଇଁ କରିପାରିବେ ଆବେଦନ। ଗଞ୍ଜାମ ଜିଲ୍ଲା କୋର୍ଟରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଜୁନିଅର କ୍ଲର୍କ କପିଷ୍ଟ,...