ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ, ଶଯ୍ୟାଶାୟୀ ହୋଇ ପଡ଼ି ରହିଛନ୍ତି ରାଜକୁମାରୀ

ଓଡ଼ିଶାଲାଇଭ ବ୍ୟୁରୋ ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ି ରହିଛନ୍ତି ରାଜକୁମାରୀ କିସାନ ନାମକ ଜଣେ ମହିଳା। ପରିବାର ଲୋକ ଡାକ୍ତରଖାନା ନେଇଥିଲେ ମଧ୍ୟ ଚିକିତ୍ସା ପାଇଁ ଅଧିକ ଟଙ୍କା...

ସୁନ୍ଦର ବର, ସୁଖୀ ସଂସାର ପାଇଁ ପୁରୀର ଅନନ୍ୟ ପରମ୍ପରା ‘ନେତପିଲା’ ପୂଜା

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ନେତପିଲା’ ପୂଜା ପୁରୀ ସେବାୟତ ଘରର ନିଆରା ପରମ୍ପରା। ଏହି ପୂଜାରେ କୁମାରୀ କନ୍ୟାମାନେ ପାରମ୍ପରିକ ବେଶ ଅଳଙ୍କାରରେ ସଜେଇ ହୋଇ ହର ପାର୍ବତୀଙ୍କୁ ପୂଜାର୍ଚ୍ଚନା କରିଥା’ନ୍ତି। ଏହି ବ୍ରତ ପାଳନ...

ପୁଅର କାଠ ଫାଳିଆ ମାଡ଼ରେ ବାପାର ଜୀବନ ଗଲା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗୁଲନଗର ଗାଁରେ ଘଟିଛି ଅଘଟଣ। ମାଂସ ତରକାରୀ ରାନ୍ଧିବାରେ ବାପା ବିଳମ୍ବ କରିବାରୁ ନିଶାସକ୍ତ ପୁଅ ବାପା କାଠ ଫାଳିଆରେ ମାଡ଼ କରିଥିଲା। ଫଳରେ ବାପାର...

ଦଶହରା ବୁଲିବାକୁ କଟକ ଯାଉଛନ୍ତି କି? ଜାଣନ୍ତୁ କେଉଁପଟେ ଗାଡ଼ି ଯିବ ଓ କେଉଁପଟେ ଯିବନି

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ଧରାପୃଷ୍ଠକୁ ଆସିଛନ୍ତି ଜମତ୍‌ଜନନୀ ମା’ ଦୁର୍ଗା। ମା’ଙ୍କ ମହାଷଷ୍ଠୀ ପୂଜା ଆରମ୍ଭ ହୋଇଯାଇଛି। ବିଶେଷକରି କଟକ ଦଶହରା ଦେଖିବାକୁ ବିଭିନ୍ନ ଆଡୁ ଲୋକ ଆସୁଥିବାରୁ ଟ୍ରାଫିକ କଟକଣା ଜାଣି କରିଛି କମିସନରେଟ୍‌...

କଟକ ଦଶହରା ବୁଲନ୍ତୁ, ଦୋଳି-ମୀନାବଜାରର ମଜା ନିଅନ୍ତୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାନ୍ଦିନୀଚୌକ, ଖାନନଗର, ରାଣୀହାଟରେ ମୀନାବଜାର। କଟକ: ସୁନା, ଚାନ୍ଦିର ଚମକ ସାଙ୍ଗକୁ ଆକର୍ଷଣୀୟ ତୋରଣ ଓ ଲାଇଟ୍‌ ଗେଟ୍‌ କଟକ ଦଶହରାରେ ଅଧିକ ଚମକ ଆଣିଥାଏ। ତୋରଣ, ରଙ୍ଗ ବେରଙ୍ଗର ଆଲୋକମାଳାରେ କଟକ...

ଫଟୋରେ ଫଟୋରେ ଭୁବନେଶ୍ୱର ବିଭିନ୍ନ ପୂଜା ମଣ୍ଡପର ଆକର୍ଷଣୀୟ ତୋରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାରିଆଡ଼େ ଦୁର୍ଗାପୂଜାର ମାହୋଲ। ଆଜିଠୁ ପୂଜା ମଣ୍ଡପରେ ମା’ ଦଶଭୂଜାଙ୍କ ମହାଷଷ୍ଠୀ ପୂଜା ଆରମ୍ଭ ହୋଇଛି। ପାରମ୍ପରିକ ରୀତିନୀତିରେ ପୂଜା ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଆକର୍ଷଣୀୟ ତୋରଣ ଏବଂ ଲାଇଟ୍‌...

ନ୍ୟୁଜ୍‌ ଅପ୍‌ଡେଟ୍‌ @10 PM (୦୪ ଅକ୍ଟୋବର, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ପ୍ରମୁଖ ଖବର। ଦାମ କହିଲେ – ‘‘ଗୋଡ଼ ହାତ ଚଳିବା ଯାଏଁ ରାଜନୀତି କରିବି’’ ‘‘ମୁଁ ରାଜନୀତିରେ ରହିବି। ଲୋକଙ୍କ...

ବଦଳିବ ରାଜଧାନୀ ଏକ୍ସପ୍ରେସର ରୂପ, ସାମ୍ନାକୁ ଆସିଲା ଫଟୋ

ଓଡ଼ିଶାଲାଇଭ୍ ବ୍ୟୁରୋ ବଦଳିବ ରାଜଧାନୀ ଏକ୍ସପ୍ରେସର ରୂପ। ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ଆଦି ସ୍ଥାନିତ ହେବ ରାଜଧାନୀ ଏକ୍ସପ୍ରେସର ବଗିମାନଙ୍କରେ। ଏଥିପାଇଁ ଟ୍ରେନର ନୂଆ ଡିଜାଇନ୍ ପ୍ରକାଶ କରାଯାଇଛି। ଯାହାର ଫଟୋ...

୩୯ତମ ବିଶ୍ୱ କବି ସମ୍ମିଳନୀର ତୃତୀୟ ଦିନ – ‘‘ଓଡ଼ିଶା ହେଉଛି ବିବିଧତାର ସୁନ୍ଦର ପ୍ରଦେଶ’’

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଥିଲା ୩୯ତମ ବିଶ୍ୱ କବି ସମ୍ମିଳନୀର ତୃତୀୟ ଦିନ। ‘କୋଣାର୍କ: ଜଣା ଅଜଣା’ ଉପରେ ମତ ରଖି ଓଡ଼ିଶା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ପ୍ରମୁଖ ପରାମର୍ଶଦାତା ଆର ବାଲକ୍ରିଷ୍ଣନ୍‍ କହିଥିଲେ ଯେ...

ବିଦ୍ୟୁତ ଚୋରି ଖବର ଦେଇ ପୁରସ୍କୃତ ହେଲେ ୧୦ ଜଣ

ଓଡ଼ିଶାଲାଇଭ ବ୍ୟୁରୋ ବିଦ୍ୟୁତ ଚୋରିର ଖବର ଦେଇ ୧୦ ଜଣ ପୁରସ୍କୃତ ହୋଇଛନ୍ତି। ସେସୁ ଚେକ ଜରିଆରେ ସେମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରିଛି। ୧୦ ଜଣଙ୍କୁ ୨୮ ହଜାର ୪୦୦ ଟଙ୍କା ପୁରସ୍କାର...