ନ୍ୟୁଜ୍‌ ଅପ୍‌ଡେଟ୍‌ @11 AM (୦୪ ଅକ୍ଟୋବର, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ପ୍ରମୁଖ ଖବର। ଝାରସୁଗୁଡ଼ା: ଭୁଶୁଡୁଛି ସ୍କୁଲ ଛାତ, ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ବିପଦ ଜନକ ଅବସ୍ଥାରେ ସ୍କୁଲରେ...

ଭଡ଼ାଘରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର – ୫ମାସ ପୂର୍ବରୁ କରିଥିଲେ ପ୍ରେମ ବିବାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚିଲିକା ନିକଟସ୍ଥ ବାଣପୁର ଥାନା ନଈରୀ ବଡ଼ସାହିର ଏକ ଭଡ଼ାଘରୁ ନବଦମ୍ପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ୫ ମାସ ପୂର୍ବରୁ ପ୍ରେମ ବିବାହ କରିଥିବା ଏହି ଦମ୍ପତିଙ୍କ ମୃତ୍ୟର...

ବାରବାଟୀ ମା’ଙ୍କ ଷୋଡ଼ଶ ପୂଜା ନୀତି; ଯୁବପିଢ଼ିଙ୍କ ହାତରେ ପରମ୍ପରା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ: ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ହୋଇଛି ପୁରୀର ବିଭିନ୍ନ ପୀଠ ଓ ପୂଜା ମଣ୍ଡପ। ଦଶହରା ଯେତିକି ପାଖେଇ ଆସୁଛି କର୍ମକର୍ତ୍ତାଙ୍କ ମଧ୍ୟରେ ସେତିକି ତତ୍ପରତା ଦେଖିବାକୁ ମିଳିଛି। ପୂଜାକୁ ଅଧିକ...

ଝାରସୁଗୁଡ଼ା: ଭୁଶୁଡୁଛି ସ୍କୁଲ ଛାତ, ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ ବ୍ୟୁରୋ ବିପଦ ଜନକ ଅବସ୍ଥାରେ ସ୍କୁଲରେ ପଢୁଛନ୍ତି ପିଲା। ସ୍କୁଲ ଛାତ ଭୁଶୁଡି ପଡ଼ିଥିବା ଯୋଗୁଁ ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ବହୁଦିନ ହୋଇଯିବ ଏହା ମରାମତି ମଧ୍ୟ କରା ଯାଉନାହିଁ।...

କଟକ ଦଶହରାରେ ସାହି ମୁରବିମାନଙ୍କର କ’ଣ ଥାଏ ଭୂମିକା?

ଓଡ଼ିଶାଲାଇଭ୍ ବ୍ୟୁରୋ ସାହି ମୁରବିଙ୍କ ନେତୃତ୍ୱରେ ଆଗକୁ ବଢୁଛି କଟକ ସହରର ଭାଇଚାରା। (କଟକରୁ ଜୟ ମହାନ୍ତି): ନଦୀ ପଠାରେ କାଶତଣ୍ଡୀ ଦେଖିଲେ ଭାରି ଖୁସି ହୋଇଯାନ୍ତି କଟକିଆ। ଶୁଭ୍ର ଆକାଶ ତଳେ ଆଉ ଏକ...

ହୋଟେଲ୍ ବୟରୁ ଯାତ୍ରା ପେଣ୍ଡାଲ୍: କେମିତି ବଦଳିଥିଲା ଯାତ୍ରା ଖଳନାୟକ ଦୈତାରୀ ପଣ୍ଡାଙ୍କ ଜୀବନ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଯାତ୍ରାଜଗତର ଜଣେ ସୁନାମଧନ୍ୟ ଆଉ ଦକ୍ଷ କଳାକାର ହେଉଛନ୍ତି ଦୈତାରୀ ପଣ୍ଡା। 'ଦସ୍ୟୁନାୟିକା ଫୁଲନ୍ ଦେବୀ' ହେଉ ଅବା 'ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍' ଭଳି ନାଟକ ସବୁଥିରେ ସେ ତାଙ୍କ ଅଭିନୟରେ ଦର୍ଶକଙ୍କ ମନ ଜିଣିପାରିଛି। ଦୀର୍ଘ ୪୧ବର୍ଷ ହେଲା ଯାତ୍ରାଜଗତରେ ନିଜର...

ଓଡ଼ିଆଙ୍କ ପ୍ରିୟ ଓଲିଉଡ ନାୟିକା ଏଲିନା?

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଏଲିନା ସାମନ୍ତରାୟ ହେଉଛନ୍ତି ଓଲିଉଡର ଜଣେ ଆଗଧାଡ଼ିର ନାୟିକା। ଅଭିନେତାଙ୍କଠାରୁ ଆରମ୍ଭକରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ଏଲିନା ସମସ୍ତଙ୍କର ପ୍ରିୟ, ଆସନ୍ତୁ ଜାଣିବା କାହିଁକି? ଏଲିନା ସାମନ୍ତରାୟଙ୍କର ଓଲିଉଡରେ ମାତ୍ର ଚାରି ବର୍ଷ ହୋଇଛି। ଏହି ସମୟ ଭିତରେ ଏଲିନା ଯେତିକି ଲୋକପ୍ରିୟତା ହାସଲ କରିଛନ୍ତି, ଖୁବ୍ ଓଲିଉଡ...

ବିହାର ବନ୍ୟା – ସହାୟତାର ହାତ ବଢ଼ାଇଲେ ନବୀନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ବନ୍ୟା ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ବିହାର ବନ୍ୟା ପ୍ରଭାବିଙ୍କୁ ଓଡ଼ିଶା ସହାୟତା କରିବ ବୋଲି ନୀତିଶ...

ଦଶହରା ପାଇଁ କଟକରେ ଟ୍ରାଫିକ୍ କଟକଣା – ଦିନ ୪ଟାରୁ ରାତି ୧୨ଟା ‘ୱାନ୍ ୱେ ଟ୍ରାଫିକ୍’

ଓଡ଼ିଶାଲାଇଭ୍ ବ୍ୟୁରୋ ଜାଣନ୍ତୁ ଦଶହରା ସମୟରେ କଟକରେ କେଉଁ ରାସ୍ତାରେ ଗାଡ଼ି ଯିବ ଏବଂ କେଉଁ ରାସ୍ତାରେ ଯିବ ନାହିଁ। କଟକ: ପୂଜା ସମୟରେ କଟକ ସହରରେ ଟ୍ରାଫିକ୍ ପରିଚାଳନା ପାଇଁ କମିସିନରେଟ୍ ପୋଲିସ ପକ୍ଷରୁ...

କେନ୍ଦ୍ରାପଡ଼ା: ନାବାଳିକା ଦୁଷ୍କର୍ମ ଓ ଫଟୋ ଭାଇରାଲ ଅଭିଯୋଗରେ ଗିରଫ ହେଲେ ଯୁବକ

ଓଡ଼ିଶାଲାଇଭ ବ୍ୟୁରୋ ନାବାଳିକାକୁ ଦୁଷ୍କର୍ମ କରି ଫଟୋ ଭାଇରାଲ କରିବା ପଡ଼ିଲା ମହଙ୍ଗା। ଜଣେ ନାବାଳିକାକୁ ୮ ମାସ ଧରି ଦୁଷ୍କର୍ମ କରିବା ପରେ ଫଟୋ ଭାଇରାଲ କରିଥିଲା ଅଭିଯୁକ୍ତ। ପରେ ପରିବାର ଲୋକଙ୍କ...