ନ୍ୟୁଜ୍‌ ଅପ୍‌ଡେଟ୍‌ @10 PM (ଅଗଷ୍ଟ ୨୭, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ପାକିସ୍ତାନ ବିରୋଧରେ ଜାତିସଂଘ ସୁରକ୍ଷା ପରିଷଦରେ ଫେରାଦ ହେଲା ଆଫଗାନିସ୍ତାନ ପାକିସ୍ତାନକୁ ଝଟ୍‌କା ଦେଇଛି ପଡ଼ୋଶୀ...

ଓଡ଼ିଶାରେ ହେବ ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣିଥରେ ଝଲସିବ ରାଜଧାନୀ ଭୁବନେଶ୍ୱର। ଭାରତର କ୍ରୀଡ଼ା ରାଜଧାନୀ କୁହାଯାଉଥିବା ଭୁବନେଶ୍ୱରରେ ହେବ ଆଉ ଏକ ଅନ୍ତର୍ଜାତୀୟ କ୍ରୀଡା ମହୋତ୍ସବ। ଏନେଇ ପ୍ରାଥମିକ ଭାବରେ କଳିଙ୍ଗ ଷ୍ଟାଡିୟମକୁ ମଞ୍ଜୁରୀ ମିଳିଛି। ୨୦୨୦ରେ ହେବାକୁ...

ମେଘନାଦ ପରେ ଏବେ ବଡ଼ଦାଣ୍ଡ – ଜେସିବି ମାଡ଼ରେ ମାଟିରେ ମିଶିଲା ଲଙ୍ଗୁଳି ମଠ

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ଦାଣ୍ଡରେ ଚାଲିଲା ବୁଲ୍‌ଡୋଜର ଭାଙ୍ଗିଲା ଲଙ୍ଗୁଳି ମଠ, ୨୬ ଦୋକାନ ଘର ବୁଧବାର ଭଙ୍ଗା ହେବ ଏମାର ମଠ ପୁରୀ: ମେଘନାଦ ପାଚେରୀ ଚାରିପଟୁ ଜବରଦଖଲମୁକ୍ତ କରିବା ପରେ ଏବେ ପ୍ରଶାସନ...

ଜୟପୁର : ଜମିପଟ୍ଟା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର ଜୟପୁର ଏମ୍‌ଜି ରୋଡ କଡ଼ରେ ଥିବା ବନ୍ଧ ପୋଖରୀ ହୁଡ଼ାରେ ଥିବା ବନ୍ଧଗାଟୁ ସାହି ବାସିନ୍ଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି।  ଜମିପଟ୍ଟା ଦାବୀ କରି ସାହି ବାସିନ୍ଦା ଉପଜିଲ୍ଲାପାଳଙ୍କ...

ପୁଣି ମୁଣ୍ଡ ନୁଆଁଇଲେ ପପୁ – କହିଲେ, ‘‘ରାନୁଙ୍କୁ ଉପହାସ ନୁହେଁ, ଦେଇଥିଲି ଉପହାର’’

ଓଡ଼ିଶାଲାଇଭ୍ ବ୍ୟୁରୋ ପପୁଙ୍କ ବିରୋଧରେ ମାମଲା ମମଲା ରୁଜୁ କଲା ନିଶ୍ଚିନ୍ତକୋଇଲି ନାଗରିକ ସୁରକ୍ଷା ମଞ୍ଚ ପପୁ ମାଗିଲେ କ୍ଷମା ଭଗବାନଙ୍କର ଦୋଷ ବାଛନ୍ତି ଲୋକେ, ମୁଁ ମଣିଷ : ପପୁ ବାରମ୍ବାର ଭୁଲ୍‌...

ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ୧୩ ଡାକ୍ତର ପଦବୀ ଖାଲି

ଓଡ଼ିଶାଲାଇଭ ବ୍ୟୁରୋ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ୧୩ ଡାକ୍ତର ପଦବୀ କାଲି ପଡ଼ିଛି। ଫଳରେ ଏଠାକୁ ଆସୁଥିବା ରୋଗୀ ସଠିକ୍ ଚିକିତ୍ସା ପାଇ ପାରୁନାହାନ୍ତି। ପ୍ରତିଦିନ ଶହଶହ ରୋଗୀ ବିଭିନ୍ନ ଗ୍ରାମମାନଙ୍କରୁ ଚିକିତ୍ସା ପାଇଁ...

ଜଗା-କାଳିଆଙ୍କ ପାଇଁ ଏସ୍‌ସିବି ମେଡିକାଲ ପ୍ରସ୍ତୁତ

ଓଡ଼ିଶାଲାଇଭ୍ ବ୍ୟୁରୋ କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା କାଳିଆଙ୍କ ପାଇଁ କଟକ ଏସ୍‌ସିବି ମେଡ଼ିକାଲ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଏହି ଦୁଇ ଶିଶୁ ଖୁବ୍ ଶୀଘ୍ର ଓଡ଼ିଶା...

ନ୍ୟୁଜ୍‌ ଅପ୍‌ଡେଟ୍‌ @ 7PM (ଅଗଷ୍ଟ ୨୭, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ଟୁଇନ୍ ସିଟିରେ ଅପରାଧ ନିୟନ୍ତ୍ରଣ ଆମ ପାଇଁ ବଡ଼ ଚାଲେଞ୍ଜ : ଡକ୍ଟର ସୁଧାଂଶୁ...

ଟୁଇନ୍ ସିଟିରେ ଅପରାଧ ନିୟନ୍ତ୍ରଣ ଆମ ପାଇଁ ବଡ଼ ଚାଲେଞ୍ଜ : ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=2jfblaQyQg8 କଟକ-ଭୁବନେଶ୍ୱର କମିଶନରେଟ୍‌ ପୋଲିସର ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ସତ୍ୟଜିତ ମହାନ୍ତିଙ୍କ ଜାଗାରେ ସେ ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୯୦...

ଜଟଣୀ ଗଣେଶ ପୂଜା – ୧୧ ଦିନ ଧରି ଚାଲେ ଉତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସୁଛି ଗଣେଶ ପୂଜା। ବିଘ୍ନବିନାଶକଙ୍କ ପୂଜା ପାଇଁ ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି। ବିଭିନ୍ନ ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ପୂଜା ମଣ୍ଡପରେ ଗଣେଶଙ୍କୁ ପୂଜା କରିବା ପାଇଁ ବ୍ୟାପକ ଆୟୋଜନ ଚାଲିଛି।...