ପାଟକୁରାରେ କଂଗ୍ରେସ ଚିତ୍‌ପଟାଙ୍ଗ, ଅମାନତ ଉଡ଼ିଗଲା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୧୪ରେ ପାଟକୁରାରେ ଦୁଇ ନମ୍ବର ସ୍ଥାନରେ ଥିବା କଂଗ୍ରେସର ଏଥର ଅମାନତ ଉଡ଼ିଗଲା। ଶେଷ ହୋଇଛି ପାଟକୁରା ଭୋଟ ଗଣତି। ବିଜୁ ଜନତା ଦଳ ବାଜିାମତ କରିଛି। ବିଜେପି ଦ୍ୱିତୀୟ ସ୍ଥାନରେ...

ସରିଲା ଗଣତି – ପାଟକୁରାରେ ପୁଣି ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରିଲା ପାଟକୁରା ନିର୍ବାଚନର ଭୋଟ ଗଣତି। ପାଟକୁରାରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ବାଜିମାତ୍‌। ବିଜେପିର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜୟ ମହାପାତ୍ରଙ୍କୁ ୧୭,୬୫୫ ଭୋଟ୍‌ରେ ମାତ୍‌ ଦେଇ ସାବିତ୍ରୀ ଅଗ୍ରୱାଲ ବିଜୟ...

ଅଧାରେ ଅଟକିଛି ରାସ୍ତା କାମ, ଲୋକ ହନ୍ତସନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଧାରେ ପଡ଼ିଛି ନବରଙ୍ଗପୁର ଦଳେଇଗୁଣ୍ଡାଠାରୁ ପଣ୍ଡିଗୋଟ୍ ପର୍ଯ୍ୟନ୍ତ ରାସ୍ତା। ବର୍ଷା ହେଲେ ଅବସ୍ଥା ବେହାଲ। ନବରଙ୍ଗପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ୧ ଅଧୀନରେ ରହିଥିବା ଦଳେଇଗୁଡ଼ାଠାରୁ ପଣ୍ଡିକୋଟ ପର୍ଯ୍ୟନ୍ତ ରାସ୍ତାରେ ଲୋକମାନେ ଯାତାୟତ...

ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ହେବ ତମାଖୁ ମୁକ୍ତ ଅଞ୍ଚଳ

ଓଡ଼ିଶାଲାଇଭ ବ୍ୟୁରୋ ଏଣିକି ସ୍କୁଲ ପରି ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ମଧ୍ୟ ନିଶାମୁକ୍ତ ଅଞ୍ଚଳ ଘୋଷଣା ହେବ। କୌଣସି ଛାତ୍ର କିମ୍ଵା କର୍ମଚାରୀ ପରିସର ମଧ୍ୟରେ ନିଶା ଦ୍ରବ୍ୟ ଓ ସେବନ କରିପାରିବେ ନାହିଁ। ଏନେଇ...

ଆଉଟଲୁକ୍ ମାଗାଜିନ୍‌ରେ ୨୩ ନମ୍ବର ରାଙ୍କରେ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦେଶର ୨୩ତମ ବିଶ୍ଵବିଦ୍ୟାଳୟ ଭାବେ ମାନ୍ୟତା ହାସଲ କରିଛି। ନିକଟରେ ପ୍ରକାଶିତ ଆଉଟ୍‌ଲୁକ୍‌ ମାଗାଜିନ୍‌ରେ ପ୍ରକାଶ ପାଇଥିବା ଆଇସିଏଆର୍‌ଇ ରାଙ୍କିଂ ୨୦୧୯ରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଏହି...

ମୁଁ ପାଟକୁରାର, ପାଟକୁରା ମୋର – ସାବିତ୍ରୀ ଅଗ୍ରୱାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜୟର ଦ୍ୱାର ଦେଶରେ ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପାଖାପାଖି ୨୦ ହଜାର ଭୋଟରେ ପଛରେ ପକାଇ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି...

ପାଟକୁରାରେ ବିଜେଡିର ବିଜୟ, ବିଜୟଙ୍କ ପରାଜୟ!

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଶେଷ ଲଢ଼େଇରେ ବାଜି ମାରି ପାରିଲେନି ବିଜୟ। ରାଉଣ୍ଡ ଯେତିକି ବଢୁଛି ପାଟକୁରା ଚିତ୍ର ସେତିକି ସ୍ପଷ୍ଟ ହେଉଛି। ପାଟକୁରାରେ ବିଜୁ ଜନତା ଦଳ ବଡ଼ ବିଜୟ ଆଡ଼କୁ ମୁହାଁଇଛି। ବିଜେପି...

ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ ହରିଚନ୍ଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଲେ ବରିଷ୍ଠ ନେତା ବିଶ୍ଵଭୂଷଣ ହରିଚନ୍ଦନ। ବୁଧବାର ୧୧.୩୦ରେ ଆନ୍ଧ୍ରପ୍ରଦେଶସ୍ଥିତ ରାଜଭବନରେ ସେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ...

ଅପରାଧିକୁ ଧରିବାକୁ ଯାଇ ମାଡ଼ ଖାଇଲେ ପୋଲିସ

ଓଡ଼ିଶାଲାଇଭ ବ୍ୟୁରୋ ଅପରାଧିକୁ ଧରିବାକୁ ଯାଇ ପୋଲିସ ବାବୁଙ୍କୁ ହଟାହଟା ହେବାକୁ ପଡ଼ିଛି। ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଅନ୍ତର୍ଗତ କପୁରସିଂ ଗାଁରେ। ସାଦା ପୋଷାକରେ ଅପରାଧିକୁ ଧରିବାକୁ ଯାଇଥିବା...

ବିଧାନସଭାରେ ମନ୍ତ୍ରୀ-ବିଧାୟକଙ୍କୁ ମୋବାଇଲ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ମନ୍ତ୍ରୀ ଓ ବିଧାୟକମାନେ ବିଧାନସଭାରେ ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କଡ଼ା ରୁଲିଂ କରିଛନ୍ତି। ଏଣିକି ବିଧାନସଭା ଗୃହକୁ ମୋବାଇଲ ବନ୍ଦ କରି...