ଜାଭଡେକରଙ୍କ ‘ମୋଦି ଚାଉଳ’ ମନ୍ତବ୍ୟ: ବିଜେଡି କହିଲା ‘ମୋଦି’ ଘରୁ ଆଣି ଦେଉନାହାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡେକର। ଭୁବନେଶ୍ୱରରେ ପହଞ୍ଚୁ ପହଞ୍ଚୁ ଜାଭଡେକର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପିଡିଏସ୍ ଚାଉଳକୁ ନେଇ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ...
ଆଜି ଜନ୍ମଦିନ: ୮୯ ବର୍ଷରେ ବିଶିଷ୍ଟ ପ୍ରାବନ୍ଧିକ ଚନ୍ଦ୍ରଶେଖର ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଣାଶୁଣା ତଥା ବିଶିଷ୍ଟ ଓଡ଼ିଆ କଥାକାର, ପ୍ରାବନ୍ଧିକ ତଥା ଔପନ୍ୟାସିକ ଚନ୍ଦ୍ରଶେଖର ରଥ ୮୯ ବର୍ଷରେ ପଦାର୍ପଣ କରିଛନ୍ତି।
ପବିତ୍ର କୁମାର ପୂର୍ଣ୍ଣମୀରେ ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ...
ଆମ୍ରପଲ୍ଲୀରେ ରକ୍ତଦାନ ଶିବିର: ସଂଗ୍ରହ ହେଲା ୪୦ ୟୁନିଟ୍ ରକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଭୁବନେଶ୍ବର ନିକଟସ୍ଥ ଫୁଲନଖରାର କୁରାଙ୍ଗଶାସନସ୍ଥିତ ଆମ୍ରପଲ୍ଲୀ ରିସର୍ଟରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲଡ କନେକ୍ଟ ଅର୍ଗାନାଇଜେସନ ଓ ଆମ୍ରପଲ୍ଲୀ ଲାଇଫ୍ ଷ୍ଟାଇଲର...
ବମିଖାଲ ଓଭରବ୍ରିଜ ଟ୍ରାଜେଡି: ବ୍ଲାକ ଲିଷ୍ଟେଡ ହେବ ‘ପଣ୍ଡା ଇନ୍ଫ୍ରା’
ଓଡ଼ିଶାଲାଇଭ୍ ବ୍ୟୁରୋ
ବମିଖାଲ ଓଭରବ୍ରିଜ ଭୁଶୁଡ଼ିବା ଘଟଣାରେ ବ୍ଲାକ ଲିଷ୍ଟେଡ ହେଉ 'ପଣ୍ଡା ଇନ୍ଫ୍ରା' କମ୍ପାନି। ୩ ଇଞ୍ଜିନିୟରଙ୍କ ବିରୋଧରେ ନିଆଯାଉ କାର୍ଯ୍ୟାନୁଷ୍ଠାନ। ଏମିତି କଡ଼ା ସୁପାରିଶ କରିଛନ୍ତି ରୋଡ ଆଣ୍ଡ ଡିଜାଇନ୍ ମୁଖ୍ୟଯନ୍ତ୍ରୀ।...
ଜଷ୍ଟିସ୍ଙ୍କ ଘରେ ସିବିଆଇ ପଶିବା ଘଟଣା: କଟକ ଡିସିପିଙ୍କ କାର୍ଯ୍ୟାଳୟରେ ରିପୋର୍ଟ ଦାଖଲ କଲା ସିବିଆଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସି.ଆର୍ ଦାଶଙ୍କ ବାସଭବନରେ ସିବିଆଇ ରାତି ଅଧରେ ପଶିବା ଘଟଣା ନୂଆ ମୋଡ଼ ନେଇଛି। ବୁଧବାର ସିବିଆଇ ପକ୍ଷରୁ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ରିପୋର୍ଟ ଦାଖଲ...
ମିଶନ୍ ବିଜେପୁର: ‘ନାରାୟଣ’ଙ୍କୁ ମନାଇଲା ବିଜେପି, ‘ପ୍ରଭାତ’ଙ୍କ ମାନଭଞ୍ଜନ କଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନକୁ ବିଜେଡି ଏବଂ ବିଜେପି ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। ଏହି ଉପ-ନିର୍ବାଚନରେ ବିଜୟୀ ହେବା ପାଇଁ ଏବେଠୁ ଉଭୟ ଦଳ ବଳ କଷିବା ଆରମ୍ଭ କରିଛନ୍ତି। ଏଥିପାଇଁ ଅସନ୍ତୁଷ୍ଟ...
ପ୍ରଭାତଙ୍କ ଜାମିନ୍ ଆବେଦନ ମାମଲା: କେସ୍ ଡାଏରୀ ଦାଖଲ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ୍ ଆବେଦନ ମାମଲାର ଶୁଣାଣି ଆଜି ଓଡ଼ିଶା ହାଇକୋର୍ଟରେ ହୋଇଛି। ତେବେ ହାଇକୋର୍ଟ କେସ୍ ଡାଏରୀ ଏବଂ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ...
ବିଜେପୁରରେ ‘ଗ୍ରାସରୁଟ’କୁ ଯିବ ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ନବୀନ ନିବାସରେ ବିଜେଡି ନେତାଙ୍କ ମନ୍ଥନ
ବିଜେପୁରର ପ୍ରତି ୱାର୍ଡରେ ହେବ ପଦଯାତ୍ରା
ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ପାଇଁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ
ବିଜେପୁର ଦଖଲ ପାଇଁ ବିଜେପି ବରପାଲିଠାରେ...
ସରକାରଙ୍କ ମରୁଡ଼ି ଚିନ୍ତା: ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ମାଗିଲେ ରିପୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ୧୧୪ଟି ବ୍ଲକ ପ୍ରଭାବିତ ହୋଇଛି। ରାଜ୍ୟର ମରୁଡ଼ି ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଏଭଳି...
ଦୁଆର ଦେଖାଇବା ପରେ କଡ଼ ଲେଉଟାଇଲେ ନାରାୟଣ: କହିଲେ,”ମୁଁ ବିଜେପିରେ ଅଛି”
ଓଡ଼ିଶାଲାଇଭ୍ ବ୍ୟୁରୋ
କଡ଼ ଲେଉଟାଇଲେ ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ। ମଙ୍ଗଳବାର ସକାଳେ ସଭାପତି ଦାୟିତ୍ବରୁ ମୁକ୍ତ ହେବା ପାଇଁ ରାଜ୍ୟ ସଭାପତିଙ୍କୁ କହିଥିଲେ। ଏନେଇ ମଧ୍ୟାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...