ଓଡ଼ିଶାରେ ଖୋଲିଲା ପ୍ରଥମ ବିଦେଶ ଡାକ ଘର

ଓଡ଼ିଶାଲାଇଭ ବ୍ୟୁରୋ ଓଡ଼ିଶାର ପ୍ରଥମ ବିଦେଶ ଡାକ ଘର ବା ଫରେନ ପୋଷ୍ଟ ଅଫିସ(ଏଫପିଓ) ଖୋଲିଛି। ଶନିବାର ଦିନ ମଞ୍ଚେଶ୍ୱରଠାରେ ଥିବା ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ ପରିସରରେ ଏହା ଖୋଲାଯାଇଛି। ଏହା ଦ୍ୱାରା ବିଦେଶକୁ...

ଅନୁଗୁଳରେ ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ୨ ଅଟକ

ଓଡ଼ିଶାଲାଇଭ ବ୍ୟୁରୋ ଅନୁଗୁଳରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଘଟଣାସ୍ଥଳରେ...

ଯୁକ୍ତ ୩ ନାମଲେଖା ପ୍ରକ୍ରିୟାରେ ପରିବର୍ତ୍ତନ

ଓଡ଼ିଶାଲାଇଭ ବ୍ୟୁରୋ ଯୁକ୍ତ ୩ ପ୍ରଥମ ବର୍ଷର ନାମଲେଖା କାର୍ଯ୍ୟସୂଚୀରେ ଉଚ୍ଚଶିକ୍ଷା ବିଭାଗ କିଛିଟା ପରିବର୍ତ୍ତନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯେଉଁ ଛାତ୍ରଛାତ୍ରୀ ଅନଲାଇନରେ କମନ୍ ଆପଲିକେସନ ଫର୍ମ ପୂରଣ କରିବା ସହ ଫିସ୍...

ରାଜ୍ୟକୁ କେନ୍ଦ୍ରର ଚିଠି – ନିର୍ଦ୍ଦିଷ୍ଟ ବହି ପଢ଼ିବାକୁ ବାଧ୍ୟ କଲେ ମିଳିବ ଦଣ୍ଡ

ଓଡ଼ିଶାଲାଇଭ ବ୍ୟୁରୋ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅଧିକାରକୁ ଦୃଷ୍ଟିରେ ରଖି ଜାତୀୟ ଶିକ୍ଷା ଅଧିକାର ସୁରକ୍ଷା ଆୟୋଗ(ଏନ୍‌ସିପିସିଆର)ଙ୍କ ପକ୍ଷରୁ କଡ଼ା ନିୟମ ରହିଛି। କିଛି ଦିନ ହେଲା ଏହି ନିୟମ ପାଳନ ହେଉନଥିବା ନଜରକୁ ଆସିବା...

ଉଦଳା ମେଡିକାଲରେ ଡାକ୍ତରଙ୍କୁ ମାଡ଼: ପ୍ରତିବାଦ କରି ଧାରଣାରେ କର୍ମଚାରୀ

ଓଡ଼ିଶାଲାଇଭ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲା ଉଦଳା ମେଡିକାଲରେ ଡାକ୍ତରଙ୍କୁ ମାଡ଼ ଘଟଣା ଆନ୍ଦୋଳନର ରୂପ ନେଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଉଟଡୋର ଆଗରେ ଡାକ୍ତରଙ୍କ ସମେତ ମେଡିକାଲ କର୍ମଚାରୀ ଧାରଣା ଦେଇଛନ୍ତି।...

ଆସନ୍ତାକାଲି ଭୋର ୪ଟାରୁ ଲିଙ୍ଗରାଜ ମନ୍ଦିରରେ ସାହାଣମେଲା ଦର୍ଶନ

ଓଡ଼ିଶାଲାଇଭ ବ୍ୟୁରୋ ଆସନ୍ତାକାଲି ଶ୍ରାବଣମାସର ପ୍ରଥମ ସୋମବାର। ଏଥିପାଇଁ ରବିବାର ଅପରାହ୍ନରୁ କାଉଡ଼ିଆମାନେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିବେ। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ନୀତିକାନ୍ତିକୁ ଠିକ...

ଚଢ଼ାଉ ବେଳେ ପୋଲିସ ଉପରେ ଚଢ଼ିଗଲା କୋଇଲା ବୋଝେଇ ଗାଡ଼ି

ଓଡ଼ିଶାଲାଇଭ ବ୍ୟୁରୋ ଚୋରଚାଲାଣ କୋଇଲା ଗାଡ଼ିକୁ ଅଟକାଉଥିଲା ପୋଲିସ, କନଷ୍ଟେବଳଙ୍କ ଉପରେ ଚଢ଼ିଗଲା ଗାଡ଼ି। ପୋଲିସ୍ କନଷ୍ଟେବଳଙ୍କ ଉପରେ ଚଢ଼ିଗଲା କୋଇଲା ବୋଝେଇ ଗାଡ଼ି। ଚୋରା ଚାଲାଣ ହେଉଥିବା ଏକ କୋଇଲା ବୋଝେଇ ଗାଡ଼ିକୁ ପୋଲିସ...

ଅନୁଗୁଳରେ ଲଜ୍ଜା! – ୮ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଅଳିଆଗଦାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ ବ୍ୟୁରୋ ଅନୁଗୁଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ପରିବାର ସହ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ୮ ବର୍ଷର ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କରିବା ପରେ ଅଳିଆଗଦାରେ ଫିଙ୍ଗି ଦେଇଛନ୍ତି। ପରେ...

ଶ୍ରାବଣରେ ବର୍ଷାର ଦେଖା ନାହିଁ, ଚିନ୍ତାରେ ଚାଷୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଜୁନ୍ ୧ରୁ ଜଲାଇ ୧୯ ଭିତରେ ରାଜ୍ୟରେ କମିଛି ବର୍ଷା। ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଶ୍ରାବଣ ମାସରେ ବର୍ଷା ଗାଏବ। ମୌସୁମୀ ବି ଲୁଚକାଳି ଖେଳୁଛି। ଚାଷଜମିରେ...

ଜୟପୁରରେ ହାଇକୋର୍ଟ ବେଞ୍ଚ ଦାବି – ଜୁଲାଇ ୨୪ରେ ମୁଖ୍ୟ ବିଚାରପତିଙ୍କୁ ଭେଟିବ କ୍ରିୟାନୁଷ୍ଠାନ କମିଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ଆସନ୍ତା ୨୪ ତାରିଖରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ସାକ୍ଷାତ କରିବ କ୍ରିୟାନୁଷ୍ଠାନ...