୨ ଦିନ ବଢ଼ିଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା

ଓଡ଼ିଶାଲାଇଭ ବ୍ୟୁରୋ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ଦୁଇ ଦିନ ବୃଦ୍ଧି ପାଇଛି। ତାରିଖ ବୃଦ୍ଧି ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ନାମଲେଖା ପାଇଁ ଜୁଲାଇ ୩ରୁ ଜୁଲାଇ...

ଆଗାମୀ ୨୪ ଘଣ୍ଟା ଯାଏଁ ବର୍ଷିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସୃଷ୍ଟ ଘୁର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଲାଗି ରହିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ...

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଗୁଣ୍ଡିଚା ଯାତ୍ରା – ମହିଳା ଭକ୍ତ ଟାଣିଲେ ସୁଭଦ୍ରାଙ୍କ ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଣ୍ଡିଚାବାଡ଼ିରେ ଲାଗିଲା ବଳଭଦ୍ରଙ୍କ ରଥ ଟାଉନ ଥାନା ପାଖରେ ଅଟକିଲା ସୁଭଦ୍ରାଙ୍କ ରଥ ଆସନ୍ତାକାଲି ଟଣା ହେବ ନନ୍ଦିଘୋଷ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାରେ ଭକ୍ତି ଭାବମୟ ପରିବେଶରେ ଟଣା...

କଟକ ଶିଶୁ ଭବନରେ ଆଖି ବୁଜିଲେ ଢେଙ୍କାନାଳ ଯୋଡ଼ା ଶିଶୁକନ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଶିଶୁଭବନରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲେ ଢେଙ୍କାନାଳର ଯୋଡ଼ା ଶିଶୁକନ୍ୟା। ଏହି ଯୋଡ଼ା ଶିଶୁକନ୍ୟାଙ୍କ ଚିକିତ୍ସା ପାଇଁ ଶିଶୁଭବନରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଥିଲେ ମଧ୍ୟ ସେମାନଙ୍କୁ ବଞ୍ଚାଇବା...

ଆଡ଼ପ ମଣ୍ଡପରେ ବିଜେ ତିନି ଠାକୁର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରତ୍ନସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିଛନ୍ତି ଭାବର ଠାକୁର। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି କାଳିଆ ସାଆନ୍ତ। ଶରଧା ବାଲିରେ...

ଚଳିତ ବଜେଟ ସରକାରଙ୍କ ଦୂରଦୃଷ୍ଟିର ପରିଚୟ ଦେଉଛି – ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ ବ୍ୟୁରୋ ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି। କିଛି ବଜେଟକୁ ପ୍ରଶଂସା କରିଥିବା ବେଳେ ଅନ୍ୟ...

ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ଓଡ଼ିଶାଲାଇଭ ବ୍ୟୁରୋ ପେଟ୍ରୋଲ ଲିଟର ପିଛା – ୨ ଟଙ୍କା ୫୦ ପଇସା ଡିଜେଲ ଲିଟର ପିଛା – ୨ଟଙ୍କା ୩୦ ପଇସା ଆଜି ବଜେଟ ଉପସ୍ଥାପନରେ ଖାଉଟିମାନଙ୍କୁ ବଡ଼ ଝଟକା ଦେଇଛନ୍ତି କେନ୍ଦ୍ର...

ସନ୍ଧ୍ୟା ସୁଦ୍ଧା ୧୨ ଜିଲ୍ଲାରେ ଝଡ଼ତୋଫାନ ସମ୍ଭାବନା

ଓଡ଼ିଶାଲାଇଭ ବ୍ୟୁରୋ ଓଡ଼ିଶାର ୧୨ଟି ଜିଲ୍ଲାରେ ଆଜି ସନ୍ଧ୍ୟା ସୁଦ୍ଧା ପ୍ରବଳ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ବାଲେଶ୍ଵର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା,...

କଟକରେ ରଥଯାତ୍ରା – ଭକ୍ତମାନଙ୍କୁ ଟଙ୍କ ତୋରାଣି ବାଣ୍ଟିଲା ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ କଟକ ଦୋଳମୁଣ୍ଡେଇଠାରେ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ତରଫରୁ ଟଙ୍କ ତୋରାଣି ବଣ୍ଟନ କରାଯାଇଥିଲା। ରଥ ଯାତ୍ରା ଦେଖିବାକୁ ଆସିଥିବା ପ୍ରାୟ ୧୦ ହଜାର...

ଜୁଲାଇ ୨୩ରେ ରମାଦେବୀ ବିଶ୍ୱବିଦ୍ୟାଳୟରେ ନାମଲେଖା ଆରମ୍ଭ

ଓଡିଶାଲାଇଭ୍ ବ୍ୟୁରୋ ଜୁଲାଇ ୨୩ରେ ଆରମ୍ଭ ହେବ ରମାଦେବୀ ବିଶ୍ୱବିଦ୍ୟାଳୟର ନାମଲେଖା ପକ୍ରିୟା। ଏହି ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ୨୩ରେ ହେଉଥିବା ବେଳେ +୩ପାଇଁ ନାମଲେଖା ପ୍ରକ୍ରିୟା ୨୪ରୁ ଆରମ୍ଭ ହୋଇ ୨୬ତାରିଖରେ ଶେଷ...