ରାଜନୀତିରେ ନୂଆ ଅଧ୍ୟାୟ – ରାଜ୍ୟସଭାରେ ବିଜେପିକୁ ବାଟ ଛାଡ଼ିଲା ବିଜେଡି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମୋଦି-ନବୀନଙ୍କ ନୂଆ ସମ୍ପର୍କର ନୂଆ ଗଣିତ - ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କଲା ବିଜେଡି। ବିଜେଡି-ବିଜେପି ସମ୍ପର୍କରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ସାଧାରଣ ନିର୍ବାଚନ ପୂର୍ବରୁ...

ଓଡ଼ିଶାରେ ବଢ଼ିଲା ୧୦୦ ମେଡିକାଲ ସିଟ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ମେଡିକାଲ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଓଡ଼ିଶାରେ ୧୦୦ଟି ମେଡିକାଲ ସିଟ୍‌ ବଢ଼ିଲା। ଏନେଇ ମେଡିକାଲ କାଉଁସିଲ ଅଫ୍‌ ଇଣ୍ଡିଆ(MCI) ଅନୁମତି ଦେଇଛି। ତେବେ କେବଳ ଅର୍ଥନୈତିକ ଅନଗ୍ରସର(EWS)...

ଆଜିର ମୁଖ୍ୟ ଖବର @7PM (ଜୁନ୍୨୧, ୨୦୧୯)

 ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ତିନି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି ବିଜୁ ଜନତା ଦଳ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଡକ୍ଟର ସସ୍ମିତ ପାତ୍ର,...

ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜୁ ଜନତା ଦଳ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଡକ୍ଟର ସସ୍ମିତ ପାତ୍ର, ଅମର ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି। ସସ୍ମିତ ପାତ୍ର ବିଜେଡିର ମୁଖପାତ୍ର ଥିବା ବେଳେ...

କୋରାପୁଟରେ ବନ୍ଦ ହେବ ୯୦ଟି ବିଦ୍ୟାଳୟ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୦ ଜଣରୁ କମ୍  ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ୨୦୧୭ରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ କୋରାପୁଟ ଜିଲ୍ଲାରେ ୯୦ଟି  ପ୍ରାଥମିକ ସ୍କୁଲକୁ ବନ୍ଦ...

ସହିଦ ଅଜିତ ଦାସଙ୍କ କଫିନରେ ବିଜେଡି ପତକା

ଓଡିଶାଲାଇଭ୍‌ ବ୍ୟୁରୋ ସହିଦ ଅଜିତ ଦାସଙ୍କ ମରଶରୀର ଆସିଥିବା କଫିନ ଉପରେ ବିଜେଡି ଦଳୀୟ ପତକା ଢଙ୍କା ଯାଇଥିବାର ଏକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମଳିଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସେନ୍ତାଷ...

ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ, କମିଲା ପାସ୍ ହାର

ଓଡ଼ିଶାଲାଇଭ୍ ବ୍ୟୁରୋ ଯୁକ୍ତ ୨ କଳା ଏବଂ ବାଣିଜ୍ୟର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଉଭୟ କଳା ଏବଂ ବାଣିଜ୍ୟରେ ପାସ୍‌ ହାର କମିଛି। ଗତ ବର୍ଷ...

ବଢ଼ିଲା ନବୀଙ୍କ ଚିନ୍ତା – କେମିତି ଥଇଥାନ କରିବେ ଆଶାୟୀ ନେତାଙ୍କୁ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ରାଜ୍ୟସଭାକୁ ଯିବା ପାଇଁ ଆଶାୟୀ ନେତାଙ୍କୁ କେମିତି ଥଇଥାନ କରାଯିବ ସେନେଇ ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତା ବଢ଼ିଯାଇଛି। ଓଡିଶାରୁ ମାତ୍ର ତିନୋଟି ରାଜ୍ୟସଭା...

ଯୁକ୍ତ ୨ ରେଜଲ୍ଟ – କଳାରେ ୬୫.୮୯, ବାଣିଜ୍ୟରେ ୭୦.୨୬ ପ୍ରତିଶତ ପାସ୍ ହାର

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଲା ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ। ଭୁବନେଶ୍ୱରସ୍ଥିତ ଜୟଦେବ ଭବନର ଗୀତଗୋବିନ୍ଦ ସଦନରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ...

ଦି କୌଟିଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ତ୍ରିଶୁଳିଆସ୍ଥିତ ‘ଦ କୌଟିଲ୍ୟ’ ଅନୁଷ୍ଠାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏଥିରେ ଦ କୌଟଲ୍ୟର ବିଦ୍ୟାର୍ଥୀମାନେ ସାମିଲ ହୋଇଥିଲେ। ଏହି ଅବସରରେ ଅନୁଷ୍ଠାନର ଉପାଧ୍ୟକ୍ଷ ପ୍ରତାପ ଶଙ୍କର ମିଶ୍ର ଛାତ୍ରଛାତ୍ରୀଙ୍କୁ...