ପୁରୀଠାରୁ ୧୧୦ କିଲୋମିଟର ଦୂରରେ ବାତ୍ୟା ‘ଫନି’ – ଲାଗି ରହିଛି ବର୍ଷା, ପବନ

ଓଡ଼ିଶାଲାଇଭ୍ ବ୍ୟୁରୋ  ଭୟଙ୍କର ରୂପ ନେଇ ପୁରୀ ଅଭିମୁଖେ ମାଡ଼ି ଆସୁଛି ବାତ୍ୟା ‘ଫନି’। ପୁରୀଠାରୁ ୧୧୦ କିଲେମିଟର ଏବଂ ଗୋପାଳପୁରଠାରୁ ୬୫ କିଲୋମିଟର ଦୂରରେ ରହିଛି ଫନି। ଫନି ଯେତିକି ନିକଟତର...

‘ଫନି’ Update @2AM

ଓଡ଼ିଶାଲାଇଭ୍ ବ୍ୟୁରୋ ସାମୁଦ୍ରିକ ଝଡ଼ ‘ଫନି’କୁ ନେଇ ପଢ଼ନ୍ତୁ ବର୍ତ୍ତମାନର ଟିକିନିଖି ଖବର। ସକାଳ ୮.୩୦ରେ ପୁରୀରେ ଲ୍ୟାଣ୍ଡଫଲ୍‌ କରିବ ‘ଫନି’ – ଏସ୍‌ଆର୍‌ସି ଅତି ଭୟଙ୍କର ରୁପ ନେଇ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା...

ସକାଳ ୮.୩୦ରେ ପୁରୀରେ ଲ୍ୟାଣ୍ଡଫଲ୍‌ କରିବ ‘ଫନି’ – ଏସ୍‌ଆର୍‌ସି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅତି ଭୟଙ୍କର ରୁପ ନେଇ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା 'ଫନି'। ବର୍ତ୍ତମାନ ପୁରୀଠାରୁ ମାତ୍ର ୨୧୫ କିଲୋମିଟର ଦୂରରେ ରହିଛି 'ଫନି', ଯାହାକି ଘଣ୍ଟାପ୍ରତି ୨୩ କିଲୋମିଟର ବେଗରେ...

ଟ୍ୱିନସିଟିରେ ବହିବ ୧୦୦ କିଲୋମିଟର ବେଗରେ ପବନ

ଓଡ଼ିଶାଲାଇଭ୍ ବ୍ୟୁରୋ ସାମୁଦ୍ରିକ ଝଡ଼ ‘ଫନି’ ଭୟଙ୍କର ଗତିରେ ପୁରୀ ଅଭିମୁଖେ ମାଡ଼ି ଆସୁଛି। ପୁରୀ ସହର ପାଖରେ ଫନି ଲ୍ୟାଣ୍ଡଫଲ୍ କରିବ ବୋଲି ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଲ୍ୟାଣ୍ଡଫଲ କରିବା...

ବାତ୍ୟା ‘ଫନି’ ପାଇଁ କ’ଣ ହୋଇଛି ପ୍ରସ୍ତୁତି?

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀଠାରୁ ୨୩୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ଫନି’। ବାତ୍ୟା ଯେତିକି ନିକଟତର ହେଉଛି ଲୋକଙ୍କ ମନରେ ସେତିକି ଭୟ ସୃଷ୍ଟି ହେଉଛି। ବାତ୍ୟା ଫନିକୁ ମୁକାବିଲା କରିବା ପାଇଁ ରାଜ୍ୟ...

‘ଫନି’ ମୁକାବିଲା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ସଜାଗ – ୫୬୧ ଆଶ୍ରୟସ୍ଥଳର ବ୍ୟବସ୍ଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ମୁହାଁ ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରୁ ଲୋକଙ୍କୁ ରକ୍ଷା କରିବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଜିଲ୍ଲାର ୮ଟି ବ୍ଲକ, ଗୋଟିଏ ମୁନ୍‌ସିପାଲିଟି ଓ...

‘‘୧୯୯୯ ମହାବାତ୍ୟାରେ ଆମ ଚାଳ ଛପର ଉଡ଼ି ଯାଇଥିଲା’’

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=9M5VwTbBQmw] ମହାବାତ୍ୟାର ସ୍ମୃତି ମନେ ପକାଇଲେ ଚନ୍ଦ୍ରାଭାଗା ନୋଳିଆ ବସ୍ତିର ଲୋକେ। ‘‘୧୯୯୯ ମହାବାତ୍ୟାକୁ ଆମେ ଦେଖିଛୁ। ମହାବାତ୍ୟା ଆମ ଚାଳ ଛପର ଘର ଉଡ଼ାଇ ନେଇଥିଲା। କିଛି ଲୋକ ପାଖରେ ଥିବା...

ପୁରୀ ଉପରେ ସାରା ବିଶ୍ୱର ଆଖି, ଓଡ଼ିଆଙ୍କ ନଜର ଶ୍ରୀମନ୍ଦିର

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଥମ ଥର ପାଇଁ ପୁରୀରେ ସ୍ଥଳଭାଗ ଛୁଇଁବ ବାତ୍ୟା। ପୁରୀ ଅଭିମୁଖେ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫନି’। ପୁରୀଠାରୁ ୩୨୦ କିଲୋମିଟର ଦୂରରେ ଥିବା ‘ଫନି’ ଆସନ୍ତାକାଲି ସକାଳେ ଲ୍ୟାଣ୍ଡଫଲ କରିବ...

ପୁରୀଠାରୁ ୨୪୦ କିଲୋମିଟର ଦୂରରେ ‘ଫନି’

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀଠାରୁ ଆଉମାତ୍ର ୨୪୦ କିଲୋମିଟର ଦୂରରେ ରହିଛି 'ଫନି'। ଭୟଙ୍କର ରୂପ ନେଇ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଓଡ଼ିଶା ଉପକୂଳ ମୁହାଁ ହୋଇଛି ସାମୁଦ୍ରିକ ଝଡ଼ 'ଫନି'। ବାତ୍ୟା 'ଫନି'...

‘ଫନି’ Update @10PM

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=tE3nS27d_Tc] ସାମୁଦ୍ରିକ ଝଡ଼ ‘ଫନି’କୁ ନେଇ ପଢ଼ନ୍ତୁ ବର୍ତ୍ତମାନର ଟିକିନିଖି ଖବର। ‘ଫନି’ ପ୍ରଭାବରେ ରାଜ୍ୟରେ ବର୍ଷା ଭୟଙ୍କର ରୁପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫାନି’। ବାତ୍ୟା...