ରାଉରକେଲାରେ ଦିଲ୍ଲୀପ – କ’ଣ ହେବ ପରବର୍ତ୍ତୀ ପଦକ୍ଷେପ?

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଏବେ ସବୁଠି ନିର୍ବାଚନୀ ମଳୟ ବହୁଛି। ଆଉ ଦିନକେଇଟା ପରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ହେବ। ଏହାରି ଭିତରେ ପ୍ରାୟ ସମସ୍ତଦଳ ସେମାନଙ୍କର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରୁଛନ୍ତି। ବିଜେପିରେ ନିକଟରେ...

ଚମ୍ପୁଆରୁ ବିଜେଡି ପ୍ରାର୍ଥୀ ହେଲେ ମୀନାକ୍ଷୀ ମହାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ବିଜୁ ଜନତା ଦଳ ଘୋଷଣା କରିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାନସଭା ଆସନ ଲାଗି ବିଧାୟକ ପ୍ରାର୍ଥୀ। ଦଳ ଏଠାରୁ ମୀନାକ୍ଷୀ ମହାନ୍ତଙ୍କୁ ପ୍ରାର୍ଥୀ କରିଛି। ବିଜେଡି ପ୍ରାୟ ସମସ୍ତ ବିଧାନସଭା...

ଫିଲ୍ମ ଷ୍ଟାରଙ୍କ ରାଜନୀତି ଆଉ କାମ ଦେଉନି 

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଓଡ଼ିଶା ରାଜନୀତିରେ ଚିତ୍ର ତାରକାମାନେ ଆଗ ଭଳି ଆଉ ପ୍ରଭାବଶାଳୀ ହୋଇ ପାରୁ ନାହାନ୍ତି। ଅନ୍ୟ ରାଜ୍ୟରେ ଫିଲ୍ମ ଅଭିନେତା ରାଜନୀତିରେ ସେମାନଙ୍କ ଦବଦବା ବଜାୟ ରଖିଥାଇ ପାରନ୍ତି କିନ୍ତୁ...

ପଚାଶ ଜଣଙ୍କ ଟିକେଟ କାଟିଛନ୍ତି ନବୀନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜେଡିର ପ୍ରାର୍ଥୀ ଚୟନ ପ୍ରାୟତଃ ଶେଷ ହୋଇଥିବା ବେଳେ ବିଜେଡି ସୁପ୍ରିମୋ ଏଥର ୫୦ ଜଣଙ୍କୁ ଟିକେଟ ଦେଇନଥିବା ଜଣାପଡ଼ିଛି।...

ସଡ଼କ ଦୁର୍ଘଟଣା, ୨ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁରୁବାର ସକାଳେ କେନ୍ଦୁଝର ଜିଲ୍ଲା ପଳାଶପଙ୍ଗା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଯେଉଁଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାନୁସାରେ ଟ୍ରକକୁ ବୋଲେରୋ ପଛପଟୁ ଧକ୍କା ଦେବା ଫଳରେ ଦୁର୍ଘଟଣା...

ଡରାଉଛି ତାତି, ୧୦ ସହରର ତାପମାତ୍ରା ୩୯ ଡିଗ୍ରୀ ଉପରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ କିଛି ହେବ ସାରା ରାଜ୍ୟରେ ଗ୍ରୀଷ୍ଣପ୍ରବାହ ଜାରି ରହିଛି। ଦିନ ୧୦ଟା ପରେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଏହା ସହ ସବୁଠୁ ଝାଞ୍ଜି ପବନ ବହୁଛି ଯେଉଁଥିପାଇଁ...

ଏପ୍ରିଲ ୮ରୁ ପ୍ଲସ-୨ ଖାତାଦେଖା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଯୁକ୍ତ ୨ ପରୀକ୍ଷାର ମୂଲ୍ୟାୟନ ଏପ୍ରିଲ ୮ରୁ ଆରମ୍ଭ ହେବାକୁ ଯାଉଛି। ବୁଧବାର ପରିଷଦର ବରିଷ୍ଠ ଅଧିକାରୀଙ୍କୁ ନେଇ ବସିଥିବା ବୈଠକ ପରେ...

ମୁଁ ବ୍ରହ୍ମଗିରିର ଝିଅ – ଉପାସନା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=Gd0DUlgMJP0] ‘‘ମୁଁ ଲୁଲୁ ମହାପାତ୍ରଙ୍କ ଝିଅ। ମୁଁ ହେଉଛି ବ୍ରହ୍ମଗିରିର ଝିଅ। ଏହା ହିଁ ହେଉଛି ମୋର ପରିଚୟ’’, କହିଛନ୍ତି ଉପାସନା ମହାପାତ୍ରା ବ୍ରହ୍ମଗିରି ବିଧାନସଭା ଆସନ ପାଇଁ ବୁଧବାର ଦିନ...

ପାଟ୍ଟଶାଣୀ କହିଲେ, ‘‘ମତେ କଣ୍ଟ୍ରୋଭର୍ସିକୁ ଟାଣନି’’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=38CjjDvAAXM ଭୁବନେଶ୍ୱର ଲୋକସଭା ଆସନରୁ ଏଥର ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଟିକେଟ ଦେଇନି ବିଜେଡିା ତାଙ୍କ ଜାଗାରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ଟିକେଟ ଦେଇଛି ବିଜେଡିା ବାବାଙ୍କୁ ତ...

ଚାରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ରଘୁନାଥ ମହାନ୍ତିଙ୍କୁ ଟିକେଟ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପି ଆଜି ଚାରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛିା ଚମ୍ପୁଆ, ନିଆଳି, ଭୋଗରାଇ, ବସ୍ତା ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିଛି ବିଜେପିା ଏସବୁ ଭିତରେ...