ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ ବୁଧବାର ଓଡ଼ିଶା ଆସୁଛନ୍ତି। ସେଏହି ଗସ୍ତରେ ବିଭିନ୍ନ ପ୍ରକଳ୍ପର ଶୁଭଉଦ୍‌ଘାଟନ କରିବେ। ଗଡ଼କରୀ କାମାକ୍ଷାନଗରରେ ଏନ୍‌ଏଚ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାପରେ ପାରାଦୀପଠାରେ ବିଭିନ୍ନ ପ୍ରକଳ୍ପର ଶୁଭଉଦ୍‌ଘାଟନ କରିବା ସହ...

ଆରପାରିରେ ଆସ୍କା ସାଂସଦ ଲଡୁ କିଶୋର ସ୍ୱାଇଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆରପାରିରେ ଆସ୍କା ସାଂସଦ ଲଡ଼ୁ କିଶୋର ସ୍ୱାଇଁ। ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଆପୋଲ ହସ୍ପିଟାଲରେ ଲଡୁ କିଶୋରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ କିଡ୍‌ନୀ...

ଅବିଭକ୍ତ କୋରାପୁଟ – ବିଜେଡିକୁ ଟିଡିପି ଭୟ?

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଜେଡିକୁ ତେଲୁଗୁ ଦେଶମ ପାର୍ଟିର ଭୟ ଘାରିଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ବର୍ତ୍ତମାନ ରାଜନୀତି ବିଚିତ୍ର ସ୍ଥିତିରେ ରହିଛି। ଏହି ଚାରି ଜିଲ୍ଲାରେ ଶାସକ ବିଜେଡିର ଦବଦବା...

ସୀତାକୁଣ୍ଡରେ ଅଘଟଣ – ପାଣିରେ ବୁଡ଼ିଯାଇ ଯୁବକ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରିପଦା ସଦର ଥାନା ଅନ୍ତର୍ଗତ ସୀତାକୁଣ୍ଡ ପର୍ଯ୍ୟଟନସ୍ଥଳୀରେ ଅଘଟଣ। ନଦୀରେ ଗାଧୋଇବା ପାଇଁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବାରିପଦା...

ଓଡ଼ିଶା ବିଧାନସଭାରେ ପଶ୍ଚିମବଙ୍ଗ ଝଡ଼ – ସରକାର ବିରୋଧୀ ସ୍ଲୋଗାନ ଦେଲେ ବିଜେପି ସଭ୍ୟ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଓଡ଼ିଶା ବିଧାନସଭାରେ ପଶ୍ଚିମବଙ୍ଗ ଝଡ଼। ଗୋଟିଏ ପଟେ ସିବିଆଇ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜରାସ୍ତାରେ ଅନଶନରେ ବସିଥିବା ବେଳେ ଅପରପକ୍ଷେ ଓଡ଼ିଶା ବିଧାନସଭାରେ ଝଡ଼ ବହିଥିଲା। ବିଜେପି ବିଧାୟକମାନେ...

ପଶ୍ଚିମ ଓଡ଼ିଶାରେ ଶୁଭିବ ରାହୁଲଙ୍କ ଗର୍ଜନ!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଉପକୂଳ ପରେ ରାହୁଲ ଗାନ୍ଧିଙ୍କ ଫୋକସ୍‌ରେ ଏବେ ପଶ୍ଚିମ ଓଡ଼ିଶା। ମାତ୍ର ୧୨ ଦିନର ବ୍ୟବଧାନ ପରେ ପୁଣି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଗତ ଜାନୁଆରି ୨୫ରେ...

ଯୋଗେଶ ସିଂହଙ୍କ ଯୋଗଦାନକୁ ନେଇ ବିଜେଡିରେ ଫାଟ!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଯୋଗେଶଙ୍କୁ ନେଇ ସୁନ୍ଦରଗଡ଼ ବିଜେଡିରେ ଛକାପଞ୍ଝା। ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ କଂଗ୍ରେସ ଛାଡ଼ି ବିଧିବଦ୍ଧ ଭାବରେ ବୁଧବାର ଦିନ ବିଜେଡିରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି। ବିଜେଡିରେ ତାଙ୍କର...

ଫେବ୍ରୁଆରି ୮ରୁ ରାଜ୍ୟରେ ହେବ ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ଫେବ୍ରୁଆରି ୮ରୁ ୧୦ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଭୂମଧ୍ୟସାଗରୀୟ ଅଞ୍ଚଳରେ ହୋଇଥିବା ଘୂର୍ଣ୍ଣିଝଡ଼ ବା ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ଯୋଗୁଁ ରାଜ୍ୟର ୧୨ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ...

ରେଙ୍ଗାଲି ସମବାୟ ସମିତିରେ ଅନିୟମିତତା, ଜାଲ୍‌ ଦସ୍ତଖତରେ ଉଠୁଛି ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ରେଙ୍ଗାଲି ସମବାୟ ସମିତିରେ ଚାଷୀଙ୍କୁ ଋଣ ନଦେଇ ବଳପୂର୍ବକ ଋଣ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଏପରିକି କେତେକ ଚାଷୀଙ୍କ ନାମରେ ମିଥ୍ୟା ଋଣ କରି ଜାଲ୍‌...

କେବିକେର ବିକାଶ ପାଇଁ ଆମ ସରକାର ପ୍ରାଧାନ୍ୟ ଦେଉଛନ୍ତି – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଜୟପୁର ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ବଡ଼ ଘୋଷଣା। "କେବିକେ ଅଞ୍ଚଳର ବିକାଶ ପାଇଁ ଆମ ସରକାର ସବୁବେଳେ ପ୍ରାଥମିକତା ଦେଇ ଆସୁଛନ୍ତି। ଏହି ଅଞ୍ଚଳର ଗମନାଗମନ, ସ୍ୱାସ୍ଥ୍ୟସେବାର...