ଅଲିଭ୍‌ ରିଡ୍‌ଲେ ସୁରକ୍ଷା ପାଇଁ ସାଇକେଲ ଯାତ୍ରା: ଲିମ୍‌କା ବୁକ୍‌ ରେକର୍ଡରେ ୨ ଓଡ଼ିଆ ଯୁବକ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଲିଭ୍ ରିଡେ୍ଲେ ସୁରକ୍ଷା ପାଇଁ ସାଇକେଲ ଯାତ୍ରା କରି, ଲିମ୍‌କା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନପାଇଲେ ୨ଓଡ଼ିଆ ଯୁବକ। ଦୀର୍ଘତମ ସାଇକେଲ ଯାତ୍ରା କରି ପୁରୀ ଜିଲ୍ଲାର ୨ଜଣ ଯୁବକ ଲିମ୍‌କା...

ଯୌନ ନିର୍ଯାତନା! ସେବାଶ୍ରମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ସମସ୍ତ ବେଆଇନ ସେବାଶ୍ରମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଢେଙ୍କାନାଳ ବେଲଟିକିରିସ୍ଥିତ ସେବାଶ୍ରମରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର।...

ହକି ବିଶ୍ୱକପ୍‌ ମଞ୍ଚରେ ଶାହରୁଖ – କହିଲେ ‘ଚକ୍‌ ଦେ ଇଣ୍ଡିଆ’

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=GJVSdenDE6w] ୨୭ରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ। ଏଥିରେ ସାମିଲ୍‌ ହୋଇଥିଲେ ବଲିଉଡ ବାଦ୍‌ଶାହ ଶାହରୁଖ ଖାନ୍। ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଭ୍ୟାନିଟି...

ପୁଣି ଋଣ ଚିନ୍ତାରେ ଆତ୍ମହତ୍ୟା କଲେ ଚାଷୀ

  ଓଡ଼ିଶାଲାଇଭ୍ ବ୍ୟୁରୋ ସୁବର୍ଣ୍ଣପୁର ଜିଲ୍ଲାରେ ଚାଷୀ ଆତ୍ମହତ୍ୟା, ଚକଡ଼ା ଓ ଋଣ ବୋଝ ନେଲା ଜୀବନ। ରାଜ୍ୟରେ ଦିନକୁ ଦିନ ଚାଷୀ ଆତ୍ମହତ୍ୟା ହାର ବଢ଼ିବାରେ ଲାଗିଛି। ହେଲେ ଚାଷୀ ମୃତ୍ୟୁକୁ ରୋକା ଯାଇପାରୁନି। ରାଜ୍ୟରେ...

ଉନ୍ମୋଚିତ ହେଲା ପୁସ୍ତକ ‘ଆବଦ୍ଧ ପଦଚିହ୍ନ’

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ଗବେଷଣାଭିତ୍ତିକ ନିବନ୍ଧକୁ ନେଇ ଉନ୍ମୋଚିତ ହୋଇଛି ପୁସ୍ତକ 'ଆବଦ୍ଧ ପଦଚିହ୍ନ'। ଉନ୍ନୟନ କମିଶନର ଆର୍. ବାଲକ୍ରିଷ୍ଣନ୍‌ ଦ୍ୱାରା ରଚିତ ଏବଂ କଥାକାର ତଥା ଅତିରିକ୍ତ...

ନମାଜ ପଢ଼ିଲେ ପାକ୍‌ ହକି ଖେଳାଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଗଜପତିନଗରରେ ଥିବା ମସଜିଦ୍‌ରେ ନମାଜ ପଢ଼ିଥିଲେ ପାକିସ୍ତାନ ହକି ଖେଳାଳି। ଶନିବାରଠାରୁ ହକି ବିଶ୍ୱକପ୍‌ ସବୁଠୁ ସଫଳ ଦେଶ ପାକିସ୍ତାନ ଅଭିଯାନ ଆରମ୍ଭ କରିବ। ୮ ବର୍ଷ ପରେ ବିଶ୍ୱକପ୍‌ ଅଭିଯାନ...

ଆଜିର ଟକ୍କର: ପାକିସ୍ତାନ-ଜର୍ମାନୀ, ନେଦରଲ୍ୟାଣ୍ଡ-ମାଲେସିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠୁ ପାକିସ୍ତାନ ପାଳି। ଶନିବାରଠାରୁ ହକି ବିଶ୍ୱକପ୍‌ର ସଫଳ ଦେଶ ପାକିସ୍ତାନ ଅଭିଯାନ ଆରମ୍ଭ କରିବ। ପୁଲ 'ଡି'ର ଦ୍ୱତୀୟ ମ୍ୟାଚ୍‌ରେ ୪ଥର ବିଜେତା ପାକିସ୍ତାନ ଭେଟିବ ଜର୍ମାନୀକୁ। ସଂଧ୍ୟା ୭ଟାରେ ଏହି...

ପୋଲିସ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ଫିଲ୍ମ 'ଛବିରାଣୀ'ରେ ପୋଲିସ ଭୂମିକାରେ ନଜର ଆସିବେ। ଆସନ୍ତୁ ଜାଣିବା ସେ କେଉଁସବୁ ସିନେମାରେ ପୋଲିସ ଭୂମିକାରେ ଅଭିନୟ କରିଛନ୍ତି। ବବି ଇସଲାମଙ୍କ ନିର୍ଦ୍ଦେଶିତ ‘ଛବିରାଣୀ’...

କୁଆଡ଼େ ଯିବେ ଦିଲ୍ଲୀପ-ବିଜୟ?

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=TOMbxAi8dwQ] ବିଜେପି କହିଲା, ଦଳରେ ନଥିଲେ ବିଜୟ-ଦିଲ୍ଲୀପ ବିଜେପି ହେଉଛି ଜୁମ୍‌ଲା ପାର୍ଟି: ବିଜେଡି ଦୁଇ ବରିଷ୍ଠ ନେତା ଦଳ ଛାଡ଼ି ବିଜେପି ପାଇଁ ବଡ଼ ପ୍ରଶ୍ନ: କଂଗ୍ରେସ ବିଜେପି ଶିବିରରେ...

ସେବାଶ୍ରମରେ ଯୌନଶୋଷଣ! ଶିଶୁମଙ୍ଗଳ କମିଟି ଓ ସୁରକ୍ଷା ଅଧିକାରୀଙ୍କ ଛାନଭିନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ସେବାଶ୍ରମରେ ଯୌନଶୋଷଣ ଅଭିଯୋଗ। ଏଭଳି ଘଟଣା ଢେଙ୍କାନାଳ ସଦର ଥାନା ବେଲଟିକିରିସ୍ଥିତ ଆଶ୍ରୟ ଗୃହରେ ଘଟିଛି। ‘ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଡିମସ୍ ସେଣ୍ଟର’ରେ ଅନ୍ତେବାସୀଙ୍କୁ ନିର୍ଯାତନା ଦିଆଯାଉଥିବାର ସାଂଘାତିକ ଅଭିଯୋଗ ଆସିଛି। ଘଟଣା...