ଆନ୍ଦୋଳନ ସ୍ଥଗିତ ରଖିଲେ ଅଙ୍ଗନବାଡ଼ି କର୍ମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୩୯ ଦିନ ପରେ ସ୍ଥଗିତ ରହିଛି ଅଙ୍ଗନବାଡ଼ି କର୍ମୀ, ସହାୟିକାଙ୍କ ଆନ୍ଦୋଳନ। ମନ୍ତ୍ରୀଙ୍କ ଆଶ୍ବାସନା ପରେ ଆନ୍ଦୋଳନ ସ୍ଥଗିତ ରହିଥିବା ସଂଘ ସଭାନେତ୍ରୀ ଅଞ୍ଜଳି ପଟେଲ୍ ସୂଚନା ଦେଇଛନ୍ତି। ରାଜ୍ୟ ସରକାର...
ଆରମ୍ଭ ହେଲା ଜାତୀୟ ସାମରିକ ପରମ୍ପରା ମହୋତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳ ସଂଗୀତ ମହାବିଦ୍ୟାଳୟଠାରେ ଆରମ୍ଭ ହୋଇଛି ଜାତୀୟ ସାମରିକ ପରମ୍ପରା ଓ ସଂସ୍କୃତି ମହୋତ୍ସବ। ଏହା ୩ ଦିନ ଧରି ଚାଲିବ। ଏବର୍ଷ ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତିକୁ...
ଲଗାଣ ବର୍ଷାରେ ବନ୍ୟା! ବଢ଼ୁଛି ବୁଢ଼ାବଳଙ୍ଗ-ବଂଶଧାରା ନଦୀର ଜଳସ୍ତର
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଗାଣ ବର୍ଷାରେ ବେହାଲ୍ ହୋଇଛି ମୟୂରଭଞ୍ଜର ସ୍ଥିତି। ବୁଢ଼ାବଳଙ୍ଗ ନଦୀରେ ବଢ଼ୁଛି ଜଳ ସ୍ତର। ଫଳରେ ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି। ନଈକୂଳିଆ ଗ୍ରାମବାସୀଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ...
ବିଜେପୁର ଉପ-ନିର୍ବାଚନ: ନିର୍ବାଚନ କମିଶନଙ୍କ ନିକଟକୁ ଗଲା ହାଇକୋର୍ଟ ରାୟର କପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ସପ୍ତାହରେ ବିଜେପୁର ଉପ-ନିର୍ବାଚନ ପାଇଁ ଘୋଷଣା ହୋଇପାରେ ତାରିଖ। ନିର୍ବାଚନ କମିଶନଙ୍କ ନିକଟକୁ ରାଜ୍ୟ ନିର୍ବାଚନ ଅଧିକାରୀ ହାଇକୋର୍ଟଙ୍କ ରାୟର ଏକ କପି ପଠାଇଛନ୍ତି। ବିଜେପୁର ନିର୍ବାଚନ ସଂକ୍ରାନ୍ତୀୟ ମାମଲା...
ବର୍ଷାରେ ବେହାଲ ୮ ଜିଲ୍ଲା: କ୍ଷୟକ୍ଷତି ରିପୋର୍ଟ ମାଗିଲେ ଏସ୍ଆର୍ସି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆହୁରି ୨୪ ଘଣ୍ଟା ବର୍ଷା
୨୫ଟି ଜିଲ୍ଲାରେ ସ୍ଥିତି ଅସମ୍ଭାଳ
ଫିକା ପଡ଼ିଲା ଆଲୋକର ପର୍ବ ଦୀପାବଳି
ପାରାଦୀପ ଓ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ
ବୁଧବାର ଅପରାହ୍ନରୁ...
ଗ୍ୟାସ୍ ବନାମ ପାଣି : ଜଳ ଯୋଗାଣ ପ୍ରକଳ୍ପକୁ ଧର୍ମେନ୍ଦ୍ରଙ୍କ କଟାକ୍ଷ, ବିଜେଡି ଦେଲା ଜବାବ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଇପ୍ ପଲିଟିକ୍ସକୁ ନେଇ ଆଜି ରାଜ୍ୟ ରାଜନୀତି ଉଠିଛି ପଡ଼ିଛି। ରାଜ୍ୟ ସରକାରଙ୍କ ପାଇପ୍ ଯୋଗେ ଜଳ ଯୋଗାଣ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗଟେ କରିଥିବା ବେଳେ ବିଜେଡି...
ପାଇପ୍ ଯୋଗେ ଘରେ ପହଞ୍ଚିବ ପାଣି: ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକରେ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ୧୦୧ଟି ସହରାଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ଏହି ଶିଳାନ୍ୟାସ କରିଛନ୍ତି। ୭୮୩ କୋଟି ଟଙ୍କାରେ ୫୫୫ଟି ଜଳ ଯୋଗାଣ...
ପାଇପ୍ ଯୋଗେ ଗ୍ୟାସ୍ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=oWV3EVW-vAY]
ପାଇପ୍ ଲାଇନ୍ ଯୋଗେ ଗ୍ୟାସ୍ ଯୋଗାଣର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱରର ନାଲ୍କୋ ନଗରରେ ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନ ଏହି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରାଥମିକ...
ଘନୀଭୂତ ହେଉଛି ଲଘୁଚାପ: ଧୋଇଯିବ କି ଦୀପାବଳି?
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରେ ଘନୀଭୂତ ହେଉଛି ଲଘୁଚାପ। ବୁଧବାର ରାତି ସୁଦ୍ଧା ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଘଣ୍ଟାକୁ ୪୫ରୁ ୫୫ କି ମି ବେଗରେ ପବନ...
ବାଣ ତିଆରି ବେଳେ ବିସ୍ଫୋରଣ: ଚାଲିଗଲା ୬ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀପାବଳି ପାଇଁ ସାରା ଦେଶ ରଙ୍ଗିନ୍ ଆଲୋକମାଳାରେ ସଜେଇ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲାରେ ଘଟିଛି ଅଘଟଣ। ବୁଧବାର ଅପରାହ୍ନରେ ବାଣ ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ ଘଟିବାରୁ ୬ ଜଣ...