ଓଡ଼ିଶା ଡାକ ପରିମଣ୍ଡଳ ତରଫରୁ ପାଳନ କରାଯିବ ବିଶ୍ୱ ଡାକ ଦିବସ

ଓଡ଼ିଶାଲାଇଭ୍‌ ବ୍ୟୁରୋ “ପରିବର୍ତ୍ତିତ ଧାରା ସହ ପାଦ ମିଶାଇ ବଦଳିଚାଲିଛି ଭାରତୀୟ ଡାକସେବା ବା ଇଣ୍ଡିଆ ପୋଷ୍ଟ। ଉନ୍ନତ ଅତ୍ୟାଧୁନିକ ଡିଜିଟାଲ୍‌-ଫ୍ରେଣ୍ଡଲି ଓ ସବୁବର୍ଗ ତଥା ସବୁ ବୟସର ସାଥୀ ଭାରତୀୟ ଡାକସେବା”, କହିଛନ୍ତି...

ଧର୍ମଘଟ କରିବେ ବସ୍‌ ମାଲିକ ସଂଘ: ନଭେମ୍ବର ୧ରୁ ଗଡ଼ିବନି ଘରୋଇ ବସ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ୫ ଦଫା ଦାବି ପୂରଣ କର। ନଚେତ୍‌ ଧର୍ମଘଟକୁ ସମ୍ଭାଳ। ରାଜ୍ୟ ସରକାରଙ୍କୁ ଏଭଳି ଆହ୍ବାନ ଦେଇଛନ୍ତି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ। ଦାବି ନ ମାନିଲେ ନଭେମ୍ବର ୧ରୁ...

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ବୁଣାକାର ସଂଘର କର୍ମକର୍ତ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=PVmj_bWwkX0] ରାଜ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ଦୀର୍ଘଦିନର ଆଶା ପୂରଣ ହୋଇଛି। ରାଜ୍ୟ ସରକାର ରାଜ୍ୟ  ହସ୍ତତନ୍ତ ଓ ହସ୍ତ ଶିଳ୍ପ ବିକାଶ ପରିଷଦ ଗଠନ କରିଛନ୍ତି। ଏହା ଆଗାମୀ ଦିନରେ...

ପେଟ୍ରୋଲ୍ ପଲିଟିକ୍ସ: ୧୩ରେ ବନ୍ଦ ରହିବ ପେଟ୍ରୋଲ ପମ୍ପ୍, ଭାଟ୍‌ ହ୍ରାସକୁ ଓଡ଼ିଶା ସରକାରଙ୍କ ନା

ଓଡ଼ିଶାଲାଇଭ୍ ବ୍ୟୁରୋ ଜୋର୍‌ ଧରିଛି ପେଟ୍ରୋଲ ପଲିଟିକ୍ସ। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ପାଇଥିଲେ ମଧ୍ୟ ଏହାକୁ ନେଇ ପଲିଟିକ୍ସ ଥମିବାର ନାଁ ଧରୁନି। କେତେବେଳେ ବିରୋଧୀ ଦଳ ତ ପୁଣି ଆଉ...

‘ଆଛେ ଦିନ୍‌’ର ସ୍ଲୋଗାନ୍ ଦେଇ ବିଜେପି ଏବେ ଲୋକଙ୍କୁ ‘ବୁରେ ଦିନ୍‌’ର ସ୍ୱାଦ ଚଖାଉଛି – ପ୍ରସନ୍ନ ଆଚାର୍ଯ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=FljtWokVLww] ୨୦୧୪ ନିର୍ବାଚନରେ ଦେଶବାସୀଙ୍କୁ 'ଆଚ୍ଛେ ଦିନ୍‌'ର ସ୍ଲୋଗାନ୍ ଦେଇ ବିଜେପି କ୍ଷମତାକୁ ଆସିଥିଲା। ହେଲେ ଶାସନର ୩ ବର୍ଷ ପରେ ଲୋକେ 'ଆଚ୍ଛେ ଦିନ୍‌' କ'ଣ ଜାଣି ପାରିଲେ ନାହିଁ।...

ବଙ୍ଗୀୟ ସୁନ୍ଦରୀ ଝିଲିକ ଭଟ୍ଟାଚାର୍ଯ୍ୟ କାହାକୁ କହିବେ ‘ତୁ ମୋ’ ହିରୋ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୀପାବଳି ଅବସରରେ ରିଲିଜ ହେବାକୁ ଥିବା ‘ତୁ ମୋ ହିରୋ’ ସିନେମାରେ ବଙ୍ଗୀୟ ନାୟିକା ଝିଲିକ୍‍ ଭଟ୍ଟାଚାର୍ଯ୍ୟ ତାଙ୍କ ଅଭିନୟର ଯାଦୁରେ ପୁଣିଥରେ ଦର୍ଶକଙ୍କ ମନ ଜିଣିବାର ବିଶ୍ୱାସ ରଖିଛନ୍ତି। ଏହି...

ବିଜେଡିର ମିଶନ ବିଜେପୁର: ପାର୍ଟି ଅଫିସରେ ଦଳୀୟ ନେତାଙ୍କ କସରତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ଉପ-ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରି ସାରିଥିଲେ ମଧ୍ୟ ଅସନ୍ତୁଷ୍ଟ ନେତା ଦଳିୟ ନେତାଙ୍କୁ ନାକେଦମ୍‌ କରୁଛନ୍ତି। ଏଣୁ ଅସନ୍ତୁଷ୍ଟଙ୍କୁ...

ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ଜାନୁୟାରୀ ଶେଷ ସୁଦ୍ଧା ୱାର୍ଡ ପୁର୍ନଗଠନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ଗଣିତ ଛିଣ୍ଡି ନଥିବା ବେଳେ ୨୦୧୮ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ନିର୍ବାଚନ କମିଶନ ନଗର ଉନ୍ନୟନ ବିଭାଗ ଚିଠି ଲେଖିଛନ୍ତି। ୨୦୧୮...

ଇଭିଏମ୍‌ ଟାମ୍ପରିଂରେ ପଡ଼ିବ ପୂର୍ଣ୍ଣଛେଦ! ବିଜେପୁର ଉପ ନିର୍ବାଚନରେ ଲାଗିବ ଭିଭିପାଟ ମେସିନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ବାଚନ ପ୍ରକ୍ରିୟାକୁ ସ୍ବଚ୍ଛ କରାଯିବ। ଇଭିଏମ୍‌ ଟାମ୍ପରିଂ ଅଭିଯୋଗରେ ପୂର୍ଣ୍ଣଛେଦ ପଡ଼ିବ। ଏଥିପାଇଁ ନିର୍ବାଚନ କମିଶନ ଆରମ୍ଭ କରିଛନ୍ତି ପୂର୍ଣ୍ଣ ପ୍ରସ୍ତୁତି। ଭୋଟିଂ ବେଳେ ଇଭିଏମ୍‌ ସହ ଭୋଟର ଭେରିଫାଏବଲ ପେପର...

ଗୋରଖପୁରରେ ପହଞ୍ଚିଲେ ଓଡ଼ିଶାର ଦୁଃସାହସିକ ସାଇକେଲ୍‌ ଯାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ   ୯ ଦିନରେ ପହଞ୍ଚିଛି କଟକରୁ କାଠମାଣ୍ଡୁ ସାଇକେଲ ଯାତ୍ରା। ଏହି ଯାତ୍ରାରେ ସାମିଲ୍‌ ହୋଇଥିବା ୮ ଜଣିଆ ଟିମ୍‌ ଆଜି ସନ୍ଧ୍ୟାରେ ଉତ୍ତରପ୍ରଦେଶର ଗୋରଖପୁରରେ ପହଞ୍ଚିଛନ୍ତି। ଗୋଟିଏ ଦିନରେ ୧୨୩ କି...