ବଡ଼ଦେଉଳ ଚୁଲି ଭଙ୍ଗା ଘଟଣା: ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ – ପୁରୀ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଘଟଣା ଘଟିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଡ଼ଦେଉଳରେ ବିଶୃଙ୍ଖଳା ସୀମା ଟପିଛି। ରବିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଶ୍ରୀମନ୍ଦିର ରୋଷଶାଳାରେ ପଶି ପ୍ରାୟ ୪୦ରୁ ଊର୍ଦ୍ଧ୍ଵ...

ମାନସ ମର୍ଡର ମିଷ୍ଟ୍ରି: ଫିଟିପାରୁନି ଗୁମର, ପୁଣି ରିମାଣ୍ଡରେ ଶର୍ମିଷ୍ଠା ଓ ଝୁନା

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟାକଣ୍ଡ ଉପରୁ ଏଯାଏଁ ପରଦା ହଟି ପାରୁନାହିଁ। କେବଳ ହତ୍ୟାକାଣ୍ଡ ନୁହେଁ ‘ମେମୋରି ଚିପ’ର ରହସ୍ୟ ମଧ୍ୟ ଉନ୍ମୋଚନ ହୋଇପାରୁ ନାହିଁ। ମାନସ ହତ୍ୟାକାଣ୍ଡର...

ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା !

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, କେନ୍ଦୁଝର, ମୟୁରଭଞ୍ଜ ସହ ଉପକୂଳ...

ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ କଟକର ସ୍ମୃତିତୀର୍ଥ ‘ସତୀଚଉରା’ର କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଐତିହ୍ୟର ସହର କଟକ। ହଜାରେ ବର୍ଷର ଇତିହାସ ଭିତରେ ଏ ସହର ସାଇତିଛି ଅନେକ ପୃଷ୍ଠା। ସେହିଭଳି ଏକ ପୃଷ୍ଠା ହେଉଛି 'ସତୀଚଉରା'। ଏହା କଟକ ସହରର ସର୍ବପୁରାତନ ଶ୍ମଶାନ। ଏହିଠାରେ...

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ ଜେଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଳ୍ପନା ଦାସ ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ ହତ୍ୟା ମାମଲାରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଶନିବାର ଛତିଶଗଡ଼ ରାୟଗଡ଼ ସେସନ୍ସ କୋର୍ଟ...

କିଏ ହେବେ ଭାରତର ନୂଆ ରାଷ୍ଟ୍ରପତି ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗକୁ ରାଷ୍ଟ୍ରପତି ନିର୍ବାଚନ। ଏବେଠାରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆସନ୍ତା ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଜୁଲାଇ ମାସରେ ହିଁ ରାଷ୍ଟ୍ରପତି ନିର୍ବାଚନ ହେବ।...

ଆଉ ୬ ମାସ ମାଗଣା ଚାଉଳ ଦେବେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ ମାସ ମାଗଣା ଚାଉଳ ମିଳିବ। ଏ ନେଇ ଓଡ଼ିଶା ଦିବସ ଅବସରରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ। ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ...
school-college

ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୨ ତାରିଖରୁ ଆରମ୍ଭ ହୋଇଛି ସକାଳୁଆ ପାଠପଢ଼ା। ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁସାରେ ଆଜିଠାରୁ ଏହି ନିୟମ ଲାଗୁ...

ଓଡ଼ିଶା ଦିବସ ଅବସରରେ ‘ମୋ କଲେଜ’ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ – ‘ମୁଁ ଓଡ଼ିଆ, ମୁଁ ଗର୍ବିତ’

ଓଡ଼ିଶାଲାଇଭ୍ ବ୍ୟୁରୋ ‘ମୋ କଲେଜ’ ଅଭିଯାନ ପକ୍ଷରୁ ‘ଓଡ଼ିଶା ଦିବସ’ ଅବସରରେ ‘ମୁଁ ଓଡ଼ିଆ, ମୁଁ ଗର୍ବିତ’ ଶୀର୍ଷକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ୱେବିନାରରେ ମୋ କଲେଜ ଅଭିଯାନ ପରିଚାଳନା ସଂଗଠନର...

ସୁସ୍ମିତା ଦାସ: ସଙ୍ଗୀତ ଜୀବନ ଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ[youtube https://www.youtube.com/watch?v=NbO6j1CoyiI] ରସଗୋଲା ହେଉ ଅବା ଜଳବାୟୁ ପରିବର୍ତ୍ତନ। ମହିଳା ସଶକ୍ତିକରଣଠୁ ନେଇ ଦକ୍ଷତା ବିକାଶ। କେତେବେଳେ ତାଙ୍କ କଣ୍ଠରୁ ଶୁଣିବାକୁ ମିଳିଛି ପ୍ରେମଭରା ଗୀତ ତ ଆଉ କେତେବେଳେ ବିରହ। ଏମିତି...