ପୌର ନିର୍ବାଚନ: କଟକ ମେୟର ପ୍ରାର୍ଥୀ ଗିରିବାଳା ବେହେରା ଆଗରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାର ସକାଳୁ ଆରମ୍ଭ ହୋଇଛି ପୌର ନିର୍ବାଚନର ଭୋଟ ଗଣତି। ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି ପ୍ରାର୍ଥୀ, ନେତା ଏବଂ ଜନତା। କିଏ ହାରିବ ଆଉ କିଏ ବାଜି ମାରିବ...

ଚାଲିଛି ପୌର ଭୋଟ ଗଣତି, ଆଶା ଆଶଙ୍କାରେ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଲିଛି ପୌର ଭୋଟ ଗଣତି। ଆଶା ଓ ଆଶଙ୍କ ମଧ୍ୟରେ ରହିଛନ୍ତି ପ୍ରାର୍ଥୀ ଓ ନେତା। ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ମୋଟ ୧୦୬ ପୌରାଞ୍ଚଳ ଏବଂ...

‘ସେମାନେ’ ପୋଲିସ୍‌କୁ ଠିକଣା ସମୟରେ ଜଣାଇଥିଲେ ମାନସ ବଞ୍ଚିଯାଇଥାନ୍ତେ କି?

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଜଘନ୍ୟ ହତ୍ୟା ଘଟଣାରେ ଆଜି ଅନେକ ପ୍ରଶ୍ନ ଉଠୁଛି। ତା’ ଭିତରେ ଗୋଟିଏ ନୂଆ ପ୍ରଶ୍ନ ହେଉଛି, ‘ସେମାନେ’ ଠିକଣା ସମୟରେ ପୋଲିସ୍‌କୁ ଜଣାଇଥିଲେ ମାନସ ବଞ୍ଚିଯାଇଥାନ୍ତେ...

“ମୁଁ ଯୋଗୀ ଆଦିତ୍ୟ ନାଥ, ଈଶ୍ଵରଙ୍କ ନାଁରେ ଶପଥ ନେଉଛି…”

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶ(ୟୁପି)ରେ ଆରମ୍ଭ ହେଲା ଯୋଗୀ ଆଦିତ୍ୟନାଥଙ୍କ ଦ୍ଵିତୀୟ ଇନିଂସ। ଦ୍ଵିତୀୟ ଥର ପାଇଁ ୟୁପିର ମୁଖ୍ୟମନ୍ତ୍ରୀ ଗାଦିରେ ବସିଲେ ଯୋଗୀ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ବିପୁଳ ଜନ ସମର୍ଥନ ମିଳିଲା। ୟୁପିରେ...

ହିଞ୍ଜିଳିରେ କମେଣ୍ଟ ମରାରୁ ହତ୍ୟାକାଣ୍ଡ: ଏକା ସାଙ୍ଗରେ ଆଖି ବୁଜିଲେ ୪ ଭାଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଉଜୁଡ଼ି ଗଲା ସଂସାର। ଶୂନ ହୋଇଗଲା ମା’ର କୋଳ। ଗୋଟିଏ ରାତିରେ ତିନି ପୁଅ ଓ ଜଣେ ପାଳିତ ପୁଅର ଜୀବନ ଚାଲିଗଲା। ଦୁର୍ବୃତ୍ତଙ୍କ ଆକ୍ରମଣରୁ ରକ୍ଷା ପାଇପାରିଲେନି କେହି। ସାମାନ୍ୟ...

ଗୁଳିଫୁଟି ଗାଙ୍ଗପୁର ଥାନା ଆଇଆଇସିଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାର ଗୁଳିଫୁଟି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗାଙ୍ଗପୁର ଥାନା ଆଇଆଇସିଙ୍କର ମୃତ୍ୟୁ ହୋଇଛି। ମୃତ ଆଇଆଇସି ହେଉଛନ୍ତି ଦେବ କୁମାର ଗମାଙ୍ଗ। ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗଞ୍ଜାମ ଏସ୍‌ପି ସୂଚନା...

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେଲା ଷୋଡ଼ଶ ବିଧାନସଭାର ୬ ଦିନିଆ ବଜେଟ୍ ଅଧିବେଶନ। କୋଭିଡ କଟକଣା ମଧ୍ୟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ରଖି ରାଜ୍ୟ...

ସଫଳତା ମୋ ପାଇଁ ଶେଷ ନୁହେଁ ଏହା ଗୋଟିଏ ଯାତ୍ରା: ଶାଶ୍ୱତ ଯୋଶୀ

ଶୁଭଶ୍ରୀ ନାୟକ[youtube https://www.youtube.com/watch?v=o4UBuo_GB9Y] ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ଦୀର୍ଘଦିନର ନୃତ୍ୟ ଯାତ୍ରା ବିଷୟରେ ଜାଣନ୍ତୁ ଓଡ଼ିଶାଲାଇଭ୍‌ର ଏହି ସ୍ୱତନ୍ତ୍ର ସାକ୍ଷାତକାରରେ... ଓଡ଼ିଶାର ଜଣେ ବଳିଷ୍ଠ ଯୁବ ପ୍ରତିଭା ଶାଶ୍ୱତ ଯୋଶୀ।...

ବଢ଼ିବନି ବିଦ୍ୟୁତ ଦର, ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ମିଳିବ ରିହାତି

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୨-୨୩ ମସିହା ଆର୍ଥିକ ବର୍ଷ ପାଇଁ ବଢ଼ିବ ନାହିଁ ବିଦ୍ୟୁତ ଦର। ବିଦ୍ୟୁତ୍‌ର ରିଟେଲ ଦର ଅପରିବର୍ତ୍ତିତ ରହିବ। ସାଧାରଣ ଲୋକ, ଚାଷୀ ଏବଂ ଶିଳ୍ପ କ୍ଷେତ୍ର ପାଇଁ ମଧ୍ୟ ରିହାତି...

ଆଜିଠୁ ବିଧାନସଭାର ବଜେଟ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଅର୍ଥାତ୍ ମାର୍ଚ୍ଚ ୨୫ ତାରଖରୁ ଷୋଡ଼ଶ ବିଧାନସଭାର ୬ ଦିନିଆ ବଜେଟ୍ ଅଧିବେଶନ। ଚଳିତ ଥର କୋଭିଡ କଟକଣା ମଧ୍ୟରେ ଚାଲିବ ଗୃହ କାର୍ଯ୍ୟ। ଗୃହରେ ପ୍ରଥମେ ରାଜ୍ୟପାଳ ପ୍ରଫେସର...