ଓଡ଼ିଶା ବଜାରକୁ ଆସିଲା ଶୁଦ୍ଧ ଜୁସ୍ ବ୍ରାଣ୍ଡ ‘ଏହା’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ଉଦ୍ୟାନ କୃଷି ଉପରେ ନିର୍ଭରଶୀଳ କୃଷକଙ୍କ ବିକାଶ ସହିତ ଗ୍ରାହକମାନଙ୍କୁ ସ୍ୱାସ୍ଥ୍ୟକର ଓ ସ୍ୱାଦିଷ୍ଟ ପାନୀୟ ଯୋଗାଇଦେବା ଲାଗି ବଜାରରେ ପ୍ରବେଶ କରିଛି ତାଜା ଫଳର ପଲ୍ପରୁ ପ୍ରସ୍ତୁତ ଶୁଦ୍ଧ...

‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ:୧୫୦୬ଟି ପ୍ରକଳ୍ପ ପାଇଁ ୩୫.୮୪ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ 'ଆମ ଗାଁ ଆମ ବିକାଶ'କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୦୬ଟି ପ୍ରକଳ୍ପ ପାଇଁ ୩୫.୮୪ କୋଟି ଟଙ୍କାର ମଞ୍ଜୁର କରିଛନ୍ତି। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ପାଇଁ ମୁଖ୍ୟମନ୍ତ୍ରୀ ନବୀନ...

୫ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା: ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ୫ଟି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ରାଜ୍ୟର ୫ଟି ଜିଲ୍ଲାରେ ଝଡ଼ବର୍ଷା...

ମୌସୁମୀ ବର୍ଷାକୁ ନେଇ କିଏ କ’ଣ କହିଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଳମ୍ବରେ ହେଲେ ମଧ୍ୟ ମୌସୁମୀ ବର୍ଷାର ଆଗମନରେ ସମସ୍ତଙ୍କ ମନରେ ଅହେତୁକ ଆନନ୍ଦ ଖେଳିଯାଇଛି। ବର୍ଷା ଆସିବା ପରେ କିଏ କ'ଣ ଭାବୁଛନ୍ତି ଅଥବା ଭାବିଥାଇପାରନ୍ତି ତାର ଏକ ସମ୍ୟକ ବିବରଣୀ...

୨୦୧୯ ନିର୍ବାଚନ ପାଇଁ କଂଗ୍ରେସର ସଜବାଜ: ଓଡ଼ିଶା ସମେତ ୫ଟି ରାଜ୍ୟ ପାଇଁ ଗଠନ ହେଲା ସ୍କ୍ରିନିଂ କମିଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ଦୃଷ୍ଟିରେ ରଖି କଂଗ୍ରେସ ଓଡ଼ିଶା ସମେତ ୫ଟି ରାଜ୍ୟ ପାଇଁ ସ୍କ୍ରିନିଂ କମିଟି ଗଠନ କରିଛି। ୨୦୧୯ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ସଜବାଜ। ଏଥିପାଇଁ କଂଗ୍ରେସର ରାଷ୍ଟ୍ରୀୟ...

ରାଜ୍ୟରେ ନିର୍ମାଣ ହେବ ୨୦ଟି ନୂଆ ହସ୍ପିଟାଲ, ୧୦ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘରୋଇ ଓ ସରକାରୀ ସହଭାଗିତାରେ ରାଜ୍ୟର ୨୦ଟି ସହରରେ ୨୦ଟି ନୂଆ ହସ୍ପିଟାଲ ନିର୍ମାଣ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ୨୦ଟି ସହରରେ ଘରୋଇ ଓ ସରକାରୀ ସହଭାଗିତାରେ...

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ: ଓଡ଼ିଶାରୁ ବୀରେନ୍ଦ୍ର ମହାନ୍ତି ଓ ଜୟଦ୍ରଥ ସୁନା ପାଇବେ ଏହି ପୁରସ୍କାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଏଥର ଓଡ଼ିଶାରୁ ଦୁଇଜଣ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଓଡ଼ିଶାର ଲୋକପ୍ରିୟ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ଓ ଯୁବ ସାହିତ୍ୟିକ ଜୟଦ୍ରଥ...

ଚଳନ୍ତା ବସ୍ ଉପରେ ପଡ଼ିଲା ବିଦ୍ୟୁତ୍ ଖୁଣ୍ଟ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ନିରାକାରପୁରଠାରେ ଶୁକ୍ରବାରଦିନ ସକାଳୁ ଏକ ଅଘଟଣ ଘଟିଛି। ଚଳନ୍ତା ବସ୍ ଉପରେ ଗଳି ପଡ଼ିଲା ବିଦ୍ୟୁତ୍‌ ଖୁଣ୍ଟ। ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସରେ ଯାଉଥିବା ଯାତ୍ରୀ। କ୍ରିଷ୍ଣା ନାମକ...

‘ଏୟାର ଓଡ଼ିଶା’ ପକ୍ଷରୁ ଭୁବନେଶ୍ୱରରୁ ରାୟପୁରକୁ ଉଡ଼ିଲା ବିମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ‘ଏୟାର ଓଡ଼ିଶା’ ପକ୍ଷରୁ ଭୁବନେଶ୍ୱରରୁ ରାୟପୁର ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ ହୋଇଛି। ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଭୁବନେଶ୍ୱରରୁ ରାୟପୁରକୁ ବିଧିବଦ୍ଧ ଭାବେ ସିଡ଼୍ୟୁଲ ବିମାନ...

‘ମେମୁ’ ସ୍ପେଶାଲ ଟ୍ରେନ୍ ସେବା ଆରମ୍ଭ: ଜାଣନ୍ତୁ ଏହି ମେମୁ ଟ୍ରେନ୍ ସମ୍ପର୍କରେ କିଛି ରୋଚକ କଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯାତ୍ରୀ ଭିଡ଼କୁ ଏଡାଇବା ଲାଗି ପୂର୍ବତଟ ରେଳବାଇ ପକ୍ଷରୁ ଶୁକ୍ରବାରଠାରୁ ବହୁ ପ୍ରତୀକ୍ଷିତ ମେମୁ ଟ୍ରେନ ସେବା ଆରମ୍ଭ ହୋଇଛି।  ଶୁକ୍ରବାରଠାରୁ ବ୍ରହ୍ମପୁରରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ମେମୁ ଟ୍ରେନ୍‌ ସେବା।...