rashi fala

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୧୫ ଜୁନ୍ ୨୦୨୧, ମଙ୍ଗଳବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ଜ୍ୟେଷ୍ଠ ଶୁକ୍ଳ ୫ମୀ ରାତ୍ରି ୧୦:୫୭:୦୭ ଗତେ ୬ଷ୍ଠୀ ତିଥି। କର୍କଟ...

ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ପର୍ଯ୍ୟଟନ ଶିଳ୍ପ ଲାଗି ରାଜ୍ୟ ସରକାର ଖୁବ୍‌ଶୀଘ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା କରିବେ। ଫିକି ଓଡ଼ିଶା ପକ୍ଷରୁ ଆୟୋଜିତ ‘କୋଭିଡ୍-୧୯: ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ...

କେନ୍ଦ୍ରାପଡ଼ାର ଜଣେ ଡାକ୍ତରଙ୍କଠାରୁ ସାଇବର ଅପରାଧୀ ଠକିନେଲେ ସାଢ଼େ ୧୦ ଲକ୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କାଳରେ ସାଇବର ଠକମାନଙ୍କ ଦୌରାତ୍ମ୍ୟ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ରାଜ୍ୟରେ ଏବେ ପୁଣି ଜଣେ ଡାକ୍ତର ସାଇବର ଅପରାଧର ଶିକାର ହୋଇଛନ୍ତି। କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଡାକ୍ତର ବାଦଲ...

ଲୋକାର୍ପିତ ହେଲା ୩୬ଟି ଭାଷାରେ ଅନୁଦିତ ରେବତୀ ଗଳ୍ପ ସଂକଳନ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ୟାସକବି ଫକୀର ମୋହନଙ୍କ ପ୍ରସିଦ୍ଧ ଗଳ୍ପ 'ରେବତୀ' ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏହି ଗଳ୍ପଟି ଏବେ ଦେଶ ବିଦେଶର ୩୬ଟି ଭାଷାରେ ଅନୁଦିତ ହୋଇଛି। ଫକୀରମୋହନଙ୍କ  ପୁଣ୍ୟ ତିଥିରେ...

କୋଭିଡ-୧୯ ଦ୍ୱିତୀୟ ଲହରରେ ଓଡ଼ିଶାରେ ୨୮ଜଣ ଡାକ୍ତରଙ୍କ ଜୀବନ ଯାଇଛି 

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ-୧୯ ଦ୍ଵିତୀୟ ଲହରରେ ଓଡ଼ିଶାରେ ୨୮ଜଣ ଡାକ୍ତରଙ୍କ ଜୀବନ ଯାଇଛି। କରୋନା କାଳରେ ଓଡ଼ିଶାରେ କେତେ ଡାକ୍ତରଙ୍କ ମୃତ୍ୟୁ ହୋଇଛି ତାକୁ ନେଇ ରାଜ୍ୟ ସରକାର ଓ ଓଡ଼ିଶା ମେଡିକାଲ ସେବା...

ଜୁନ୍ ୧୬ରୁ ଖୋଲିବ ରାଜ୍ୟର ସମସ୍ତ କୀର୍ତ୍ତିରାଜି

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ଥିବା ଓଡ଼ିଶାର ସମସ୍ତ କୀର୍ତ୍ତିରାଜି ଜୁନ୍ ୧୬ରେ ଖୋଲିବ। ଲକଡାଉନ୍ ପାଇଁ ଏଗୁଡ଼ିକ ବନ୍ଦ ରହିଥିଲା। ଆଜି ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ(ଏଏସଆଇ) ପକ୍ଷରୁ ଏନେଇ ସୂଚନା ମିଳିଛି।...
rashi fala

ଆଜିର ରାଶିଫଳ – (୧୪ ଜୁନ୍ ୨୦୨୧, ସୋମବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ଜ୍ୟେଷ୍ଠ ଶୁକ୍ଳ ୪ର୍ଥୀ ରାତ୍ରି ୧୦:୩୪:୩୬ ଗତେ ୫ମୀ ତିଥି।...

ସୋନୁ ସୁଦଙ୍କୁ ଭେଟିବା ପାଇଁ ହାଇଦ୍ରାବାଦରୁ ମୁମ୍ବାଇ ଚାଲି ଚାଲି ଗଲେ ଭେଙ୍କଟେଶ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ) : ଲକଡାଉନ୍ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରି ବଲିଉଡ୍ ଅଭିନେତା ସୋନୁ ସୁଦ ଭଗବାନ ପାଲଟି ଯାଇଛନ୍ତି। ଏମିତିକି ଅନେକ ସ୍ଥାନରେ ଲୋକମାନେ ତାଙ୍କ...

ପୁରୀ ଓ କାମାକ୍ଷା ମଧ୍ୟରେ ଚାଲିବ ଦ୍ଵିତୀୟ ସ୍ୱତନ୍ତ୍ର ଟ୍ରେନ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଏବଂ କାମାକ୍ଷା ମଧ୍ୟରେ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ୍ ଟ୍ରେନ (୦୫୬୪୪/୦୫୬୪୩) ଜୁନ୍‌ ୨୪ରୁ କାମାକ୍ଷାରୁ ପ୍ରତ୍ୟେକ...

ଓଡ଼ିଶାରେ କରୋନା ସ୍ଥିତି – ଖସୁଛି ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟାରେ ସ୍ଥିରତା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟରୁ ୪,୩୩୯ ଜଣ କରୋନା ପଜିଟିଭ୍ ଚିହ୍ନଟ ଆଜି ୪୪ ଜଣଙ୍କ ଜୀବନ ନେଲା ମହାମାରୀ ମୋଟ୍ ପଜିଟିଭ୍ ସଂଖ୍ୟା ୮,୫୬,୧୨୧କୁ ବୃଦ୍ଧି ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ...