ଭୁବନେଶ୍ଵରରେ ବରିଷ୍ଠ ନାଗରିକଙ୍କ ଘରେ କୋଭିଡ୍ ପରୀକ୍ଷା ସୁବିଧା ଯୋଗାଇବ ବିଏମ୍‌ସି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=qoDv9QC_pxQ]ରାଜଧାନୀ ଭୁବନେଶ୍ଵରରେ ବରିଷ୍ଠ ନାଗରିକଙ୍କ କୋଭିଡ୍ ପରୀକ୍ଷା ପାଇଁ ସୁବିଧା ଆଣିଛି ବିଏମ୍‌ସି। ଏଣିକି ୬୦ରୁ ଅଧିକ ବୟସ୍କ ଯେଉଁମାନେ କୋଭିଡ୍ ଟେଷ୍ଟିଂ ସେଣ୍ଟରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରକୁ...

ଭୁବନେଶ୍ୱରରେ ଚିକିତ୍ସା ପାଇଁ ହଇରାଣ ହେବେନି କୋଭିଡ୍ ରୋଗୀ – ଆମ୍ବୁଲାନ୍ସରେ ଲାଗିଲା ଜିପିଏସ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍ ମହାମାରୀ ପରିଚାଳନାକୁ ଗୁରୁତ୍ୱ ଦେଇଛନ୍ତି ବିଏମସି କମିସନର ତଥା ବରିଷ୍ଠ ଆଇଏଏସ୍ ଅଫିସର ସଞ୍ଜୟ କୁମାର ସିଂ। ଏଣିକି ଭୁବନେଶ୍ୱରରେ କୋଭିଡ୍ ଆକ୍ରାନ୍ତଙ୍କୁ ତୁରନ୍ତ ଆମ୍ଭୁଲାନ୍ସ ଯୋଗାଇ ଦିଆଯିବ। ଫୋନକଲ୍...

ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଆଉ ୨ଟି ଶ୍ମଶାନ – ପଟିଆରେ ଏଲ୍‌ପିଜିରେ ଶବଦାହ ବ୍ୟବସ୍ଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସତ୍ୟନଗର ଶ୍ମଶାନରେ କମିବ ଭିଡ଼ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଆଉ ୨ଟି ଶ୍ମଶାନ ସପ୍ତାହେ ଭିତରେ ଭରତପୁର, ପଟିଆରେ ଶ୍ମଶାନ କାର୍ଯ୍ୟକାରୀ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବାରୁ ଭୁବନେଶ୍ୱରର ସତ୍ୟନଗର...

SBI ଅଧୀନରେ ଚାକିରି ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଅଧୀନରେ ଜୁନିଅର ଆସୋସିଏଟ୍ ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ମେ' ୧୭ ତାରିଖ ସୁଦ୍ଧା ଅନଲାଇନ୍ ଜରିଆରେ ଆବେଦନ କରିପାରିବେ। ପଦବୀ...
rashi fala

ଆଜିର ରାଶିଫଳ – (୧୫ ମେ’ ୨୦୨୧, ଶନିବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ବୈଶାଖ ଶୁକ୍ଳ ତୃତୀୟା ଦିବା ୦୮:୦୦:୦୪ ଗତେ ଚତୁର୍ଥୀ ତିଥି। ମିଥୁନଚନ୍ଦ୍ର ଅହୋରାତ୍ର। ମୃଗଶିରା ଦିବା...

ବିନା ଭକ୍ତରେ ଚନ୍ଦନଯାତ୍ରା – ବିଶାଖାପାଟଣାର ଶ୍ରୀବରାହ ନୃସିଂହନାଥ ମନ୍ଦିରରେ ବନ୍ଦ କୋଠରୀରେ ହେଲା ନୀତିକାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢୀ) : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହିଦିନ ମହାପ୍ରଭୁଙ୍କ ଦୁଇଟି କାର୍ଯ୍ୟ ଆରମ୍ଭ କରାଯାଇଥାଏ। ଗୋଟିଏ ଚନ୍ଦନଯାତ୍ରା ଓ ଅନ୍ୟଟି ରଥଯାତ୍ରା ନିମନ୍ତେ ରଥ...

ଡ୍ୟୁଟି ପରେ ବି କରୋନା ରୋଗୀଙ୍କ ଚିକିତ୍ସା – ଘର ଘର ବୁଲି ହୋମ୍‌ ଆଇସୋଲେସନରେ ଥବା ଲୋକଙ୍କ...

(ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ) ଡ୍ୟୁଟି ସରିବା ପରେ ବି କରୋନା ରୋଗୀଙ୍କ ଚିକିତ୍ସା। ଘର ଘର ବୁଲି ହୋମ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସେବା କରୁଛନ୍ତି ନର୍ସ ବିଷ୍ଣୁପ୍ରିୟା ଧଳ। ସାରାବିଶ୍ୱରେ ଏବେ କରୋନା ମହାମାରୀ...

ରାଉରକେଲାର ୩ଟି ଅଞ୍ଚଳରୁ କୋଭିଡ୍ କଣ୍ଟେନମେଣ୍ଟ ହଟିଲା

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍ ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ରାଉରକେଲା ମହାନଗର ନିଗମର ବିଭିନ୍ନ ଅଞ୍ଚଳକୁ ଆବଶ୍ୟକସ୍ଥଳେ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଉଛି। ଗତ କିଛିଦିନ ତଳେ କଣ୍ଟେନମେଣ୍ଟ ଲାଗୁ ହୋଇଥିବା ସେକ୍ଟର...

ସିବିଆଇ ମୁଖ୍ୟ ଦୌଡ଼ରେ ଓଡ଼ିଆ ଆଇପିଏସ୍ ଅଫିସର ଲୋକନାଥ ବେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇର ମୁଖ୍ୟ ପଦବୀ ପାଇଁ ଜଣେ ଓଡ଼ିଆ ଆଇପିଏସ୍ ଦୌଡ଼ରେ ଅଛନ୍ତି। ମେ’ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ...

ଦିନକରେ ରାଜ୍ୟରୁ ଚିହ୍ନଟ ହେଲେ ୧୧ହଜାର ପଜିଟିଭ୍‌, କରୋନାରେ ଆଖି ବୁଜିଲେ ୨୧ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କୋଭିଡ୍ ସ୍ଥିତି ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏବେ ଦୈନିକ ସଂକ୍ରମଣ ୧୦ହଜାରରୁ ଅଧିକ ରହୁଥିବାବେଳେ, ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ...