ମେ’ ୧୬କୁ ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲି ଉପନିର୍ବାଚନ ପାଇଁ ନିର୍ଦ୍ଧାରିତ ତାରିଖକୁ ପରିବର୍ତ୍ତନ କରାଯାଇଛି। ମେ' ୧୩ ପରିବର୍ତ୍ତେ ମେ' ୧୬ରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ହେବ। ସେହିପରି ମେ' ୧୯ ତାରିଖରେ ଭୋଟ୍ ଗଣତି...

କୋଭିଡ ମୁକାବିଲା ପାଇଁ ଜେଏସ୍‌ପିଏଲ୍ ଅନୁଗୁଳରେ ଅଛି ୫ଶହ ଟନ୍‌ରୁ ଅଧିକ ତରଳ ଅମ୍ଲଜାନ – ନବୀନ ଜିନ୍ଦଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଏକ ଦାୟିତ୍ୱବାନ୍ କର୍ପୋରେଟ୍ ଭାବରେ ଜେଏସ୍‌ପିଏଲ୍ ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟ ଓ ଜରୁରିକାଳୀନ ପରିସ୍ଥିତିରେ ଲୋକମାନଙ୍କୁ ସାହାଯ୍ୟ ଓ ସହାୟତା ଯୋଗାଇ ଆସୁଛି। କରୋନା ମହାମାରୀ ସମୟରେ ପୁଣିଥରେ ସାହାଯ୍ୟର ହାତ...
rashi fala

ଆଜିର ରାଶିଫଳ – (୨୨ ଏପ୍ରିଲ ୨୦୨୧, ଗୁରୁବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ଚୈତ୍ର ଶୁକ୍ଳ ଦଶମୀ ରାତ୍ରି ୧୧:୩୫:୫୫ ଗତେ ଏକାଦଶୀ ତିଥି। କର୍କଟଚନ୍ଦ୍ର ଦିବା...

ସମ୍ପର୍କୀୟଙ୍କୁ ମିଳିବ ରୋଗୀଙ୍କ ସୂଚନା – ଭୁବନେଶ୍ୱରର ୪ କୋଭିଡ ହସ୍ପିଟାଲ ପାଇଁ ହେଲ୍‌ପ ଲାଇନ ନମ୍ବର ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡର ଦ୍ରୁତ ସଂକ୍ରମଣକୁ ଦେଖି ବିଏମ୍‌ସି ପକ୍ଷରୁ ଭୁବନେଶ୍ୱରର ୪ଟି କୋଭିଡ ହସ୍ପିଟାଲ ପାଇଁ ହେଲ୍‌ପ ଲାଇନ ନମ୍ବର ଜାରି କରାଯାଇଛି। ଏହି ନମ୍ବର ମାଧ୍ୟମରେ ସେଠାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ...

ଯୁକ୍ତ ୨ ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀଙ୍କ ଧାରଣା – ମନ୍ତ୍ରୀ କହିଲେ ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ମାଟ୍ରିକ ପରୀକ୍ଷା ବାତିଲ୍ ହେବାପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଯୁକ୍ତ ୨ ଛାତ୍ରଛାତ୍ରୀ। ସେମାନଙ୍କର ମଧ୍ୟ ସମାନ ଦାବି ରହିଛି, ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରାଯାଉ। ଏନେଇ...

କୋଭିଡ୍‌ ଦ୍ଵିତୀୟ ଷ୍ଟ୍ରେନ୍‌ଠାରୁ ନିଜକୁ ସୁରକ୍ଷିତ ରଖିବେ କିପରି?

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ କୋଭିଡ୍‌ର ସଂକ୍ରମଣ ଓ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲା କରିବା ପାଇଁ ଡାକ୍ତର, ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନ, ବିଶେଷଜ୍ଞମାନେ ନିଜ ତରଫରୁ ଚେଷ୍ଟା ଜାରି ରଖିଛନ୍ତି।...

ରାଜ୍ୟରେ ଅଣାୟତ୍ତ କରୋନା – ଦିନକରେ ୬ ହଜାର ଟପିଲା ସଂକ୍ରମଣ, ୭ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ସର୍ବାଧିକ ୬୧୬୪...

କୋଭିଡ କଟକଣାରେ ନୟାଗଡ଼ରେ ପାଳିତ ହେଲା ଶ୍ରୀରାମ ନବମୀ ଉତ୍ସବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପବିତ୍ର ଶ୍ରୀରମ ନବମୀ ତିଥିରେ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ ପାଳନ କରିଛନ୍ତି ଭକ୍ତ। କୋଭିଡ କଟକଣାରେ ନୟାଗଡ଼ର ପୁରପଲ୍ଲୀରେ ପାଳିତ ହୋଇଛି ଶ୍ରୀରାମ ନବମୀ ଉତ୍ସବ। କଟକଣା ମଧ୍ୟରେ...

ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା – କାମ ନଥିଲେ ଘରୁ ନ ବାହାରିବାକୁ ପାଣିପାଗ ବିଭାଗର ପରାମର୍ଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଜି ୩ ଘଣ୍ଟା ପାଇଁ ପ୍ରବଳ ବର୍ଷା ସହିତ ବଜ୍ରପାତ ଆଶଙ୍କା ରହିଛି। ଝଡ଼ବର୍ଷା, ବଜ୍ରପାତ ନେଇ ୧୨ ଜିଲ୍ଲାକୁ ସତର୍କ ସୂଚନା ମଧ୍ୟ ଦିଆଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ...
rashi fala

ଜାଣନ୍ତୁ ଆଜିର ରାଶିଫଳ – (୨୨ ଏପ୍ରିଲ ୨୦୨୧, ଗୁରୁବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ଚୈତ୍ର ଶୁକ୍ଳ ଦଶମୀ ରାତ୍ରି ୧୧:୩୫:୫୫ ଗତେ ଏକାଦଶୀ ତିଥି। କର୍କଟଚନ୍ଦ୍ର ଦିବା...