ଏସ୍ଆରସିଙ୍କ ନିର୍ଦ୍ଦେଶ – ଜାଗରରେ ମେଳା ବନ୍ଦ, ଗହଳି କଲେ ମିଳିବ ଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକ ପରେ ମହାଶିବରାତ୍ରି ବା ଜାଗର। ଏ ବର୍ଷ ମହାମାରୀ କରୋନା ଭୟ ଟଳି ନଥିବାରୁ ଜାଗର ପାଇଁ ମଙ୍ଗଳବାର କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପଦୀପ ଜେନା।
ଜାଗର...
ବଢିଲା ଯୁକ୍ତ ୨ ଫର୍ମ ପୂରଣ ଅବଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ-୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଓ ଦାଖଲ ଅବଧି ବୃଦ୍ଧି କରାଯାଇଛି। ଏନେଇ...
ଟୁଇନ ସିଟିର ନୂଆ କମିସନର ଭାବେ ଆଜି ଦାୟିତ୍ୱ ନେବେ ସୌମେନ୍ଦ୍ର ପ୍ରିୟଦର୍ଶୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ, ଭୁବନେଶ୍ୱର ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ବଦଳି କରାଯାଇଛି। ୧୯୯୫ ବ୍ୟାଚର ଆଇପିଏସ୍ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନୂଆ ପୋଲିସ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ମଙ୍ଗଳବାର ସେ କମିସନର...
ଜାଣନ୍ତୁ ଆଜିର ରାଶିଫଳ – (୦୯ ମାର୍ଚ୍ଚ ୨୦୨୧, ମଙ୍ଗଳବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ।
ତିଥି ଓ ପର୍ବ-ଦିବସ: ଆଜି ଫାଲ୍ଗୁନ କୃଷ୍ଣ ଏକାଦଶୀ ଦିବା ୦୩:୦୨:୩୩ ଗତେ ଦ୍ଵାଦଶୀ ତିଥି। ମକରଚନ୍ଦ୍ର ଅହୋରାତ୍ର। ଉତ୍ତରାଷାଢ଼ା ରାତ୍ରି...
‘‘ନାରୀବାଦ ପୁରୁଷଙ୍କ ବିରୋଧରେ ପ୍ରତିବାଦ ନୁହେଁ କି ପ୍ରତିଯୋଗିତା ନୁହେଁ’’
ଓଡ଼ିଶାଲାଇଭ୍ ବ୍ୟୁରୋ[youtube https://www.youtube.com/watch?v=gm2jcJuo3_E]
‘‘ନାରୀବାଦର ଅର୍ଥ ପୁରୁଷଙ୍କ ବିରୋଧରେ ପ୍ରତିବାଦ କରିବା କିମ୍ବା ସେମାନଙ୍କ ସହ ପ୍ରତିଯୋଗିତା କରିବା ନୁହେଁ। ନାରୀବାଦ ହେଉଛି ସମାଜରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିବା, ଯେଉଁଥିପାଇଁ...
RBI ଅଧୀନରେ ଚାକିରି ସୁଯୋଗ, ମାର୍ଚ୍ଚ ୧୫ ପୂର୍ବରୁ କରନ୍ତୁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରିଜର୍ଭ ବ୍ୟଙ୍କ ଅଧୀନରେ ଅଫିସ ଆଟେଣ୍ଡାଣ୍ଟ୍ ପଦଦୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ଆପ୍ଲିକେସନ ଜରିଆରେ ଆବେଦନ କରିପାରିବେ।
ଆବେଦନ ଆରମ୍ଭ – ୨୪.୦୨.୨୦୨୧
...
ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୦୯ ମାର୍ଚ୍ଚ ୨୦୨୧, ମଙ୍ଗଳବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ।
ତିଥି ଓ ପର୍ବ-ଦିବସ: ମଙ୍ଗଳବାର ଫାଲ୍ଗୁନ କୃଷ୍ଣ ଏକାଦଶୀ ଦିବା ୦୩:୦୨:୩୩ ଗତେ ଦ୍ଵାଦଶୀ ତିଥି।...
କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଘୋଷଣା- ‘କିଟ୍ ଓ କିସ୍’ର ମହିଳା କର୍ମଚାରୀଙ୍କୁ ମାଗଣାରେ କରୋନା ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘କିଟ୍ ଓ କିସ୍’ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କିଟ୍ ର ପ୍ରତିଷ୍ଠାତା ଭର୍ଚୁଆଲ ମୋଡରେ ଯୋଗଦେଇ, ‘କିଟ୍ ଓ...
ବିଭିନ୍ନ କ୍ଷେତ୍ରରେ ସଫଳ ମହିଳାଙ୍କୁ ‘ଆର୍ଯ୍ୟା ସମ୍ମାନ’ରେ ସମ୍ମାନୀତ କଲା ପରିଚୟ ଫାଉଣ୍ଡେସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ‘ପରିଚୟ ଫାଉଣ୍ଡେସନ’ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୧୯ ଜଣ ମହିଳାଙ୍କୁ ‘ଆର୍ଯ୍ୟା ସମ୍ମାନ’ରେ ସମ୍ମାନୀତ କରାଯାଇଛି। ଭୁବନେଶ୍ୱରସ୍ଥିତ ହୋଟେଲ କ୍ରାଉନଠାରେ ଆୟୋଜିତ ଏକ...
ଏମ୍ଏସ୍ଏମ୍ଇ ବାଣିଜ୍ୟ ମେଳାରେ ସୁବ୍ରତ ବାଗ୍ଚୀଙ୍କ ମନ୍ତ୍ର – ଉଦ୍ୟୋଗୀମାନେ ନିଜ ଉଦ୍ୟୋଗକୁ ନେଇ ଆତ୍ମବିଶ୍ଵାସୀ ହେବା ଆବଶ୍ୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବମ ଏମ୍ଏସ୍ଏମ୍ଇ ବାଣିଜ୍ୟ ମେଳାରେ ଯୁବ ଉଦ୍ୟୋଗୀମାନଙ୍କୁ ସଫଳ ଉଦ୍ୟୋଗର ମନ୍ତ୍ର ଦେଇଛନ୍ତି ସୁବ୍ରତ ବାଗ୍ଚୀ।
ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଆୟୋଜିତ ନବମ ଏମ୍ଏସ୍ଏମ୍ଇ ବାଣିଜ୍ୟ...