ସକ୍ରିୟ ହେଉଛି ଲଘୁଚାପ: ରାଜ୍ୟରେ ଦୁଇ ଦିନ ଲାଗି ରହିବ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ମଧ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ ହେବାରୁ ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଲାଗି ରହିବା...

ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ସକାଳୁ ସକାଳୁ ଶ୍ରୀମନ୍ଦିର ଚାରିପଟୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି ରହିଥିବା ବେଆଇନ୍‌ ଦୋକାନ ଏବଂ ସରକାରୀ ଓ ଘରୋଇ କୋଠା ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ...

ସନ୍ଧ୍ୟା ସୁଦ୍ଧା ୧୨ ଜିଲ୍ଲାରେ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟର ୧୨ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ଲାଟେଷ୍ଟ ବୁଲେଟିନ୍‌ ଅନୁଯାୟୀ, ସନ୍ଧ୍ୟା...

‘ମିଷ୍ଟର କହ୍ନେୟା’ର ବିବାଦୀୟ ପୋଷ୍ଟର – ମୁହଁ ଖୋଲିଲେ ପପୁ, ଡିସିପି କହିଲେ ତଦନ୍ତ ହେବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପପୁ ପମ୍‌ ପମ୍‌ଙ୍କ ଆଗାମୀ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଏହି ପୋଷ୍ଟର ମାଧ୍ୟମରେ ନାରୀଙ୍କୁ ଅସମ୍ମାନ କରଯାଇଥିବା ଅଭିଯୋଗ ଆସିଛି। ଏନେଇ ଥାନାରେ ମାମଲା...

ହୀରାକୁଦରେ ଖୋଲିଲା ଆଉ ୨ଟି ଗେଟ୍‌

ଓଡ଼ିଶାଲାଇଭ ବ୍ୟୁରୋ ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରକୁଦ ଜଳସ୍ତର ବଢ଼ିବାରେ ଲାଗିଛି। ତେବେ ଏହାକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ପୁଣି ଦୁଇଟି ଗେଟ ଖୋଲିଛନ୍ତି। ଫଳରେ ୭ଟି ଗେଟ ଦେଇ ବନ୍ୟା ଜଳ...

ତ୍ରିରଙ୍ଗାକୁ ଅସମ୍ମାନ କରି ସସ୍‌ପେଣ୍ଡ ହେଲେ ପ୍ରଧାନଶିକ୍ଷକ

ଓଡ଼ିଶାଲାଇଭ ବ୍ୟୁରୋ ତ୍ରିରଙ୍ଗାକୁ ଅସମ୍ମାନ କରିବା ଯୋଗୁଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ଵନ ହେବାକୁ ପଡ଼ିଛି। ଏଭଳି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ସାରାଡିହା ପ୍ରାଥମିକ ବିଦ୍ୟାଳୟରେ। ଏହି ଘଟଣାରେ ବାଲିଆପାଳ...

୪ ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଆକାଶମାର୍ଗରୁ ରାଜ୍ୟର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ହେଲିକପ୍ଟର ଯୋଗେ ପଶ୍ଚିମ ଓଡ଼ିଶାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ...

ସ୍ୱାଧୀନତା ପୂର୍ବରୁ ଜାତୀୟତାବାଦ ଜାଗରଣ କରୁଥିଲା ଖବରକାଗଜ : ପ୍ରୀତିଶ ଆଚାର୍ଯ୍ୟ

ଓଡ଼ିଶାଲାଇଭ ବ୍ୟୁରୋ ଆଇଆଇଏମ୍‌ସିର ପ୍ରତିଷ୍ଠା ଦିବସ ଅବସରରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ ଢେଙ୍କାନାଳଠାରେ ‘ପ୍ରେସ୍‍, ଜାତୀୟତାବାଦ ଓ ଭାରତର ସ୍ୱାଧୀନତା ସଂଗ୍ରାମ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। “ସ୍ୱାଧୀନତା ପୂର୍ବରୁ ଦେଶବାସୀଙ୍କ ମଧ୍ୟରେ...

ମୟୂରଭଞ୍ଜ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ଠାକୁରମୁଣ୍ଡା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ଅକାଳ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ଜେନା ଦେଖା...

ସିପେଟ ତରଫରୁ ନିଯୁକ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ ପାଇଁ ବିଜ୍ଞପ୍ତି

ଓଡ଼ିଶାଲାଇଭ ବ୍ୟୁରୋ ଓଡ଼ିଶାର ସଫେଇ କର୍ମଚାରୀ, ମାନୁଆଲ ସ୍କାଭେଞ୍ଜର ଓ ବେକାର ଯୁବକ ଯୁବତୀଙ୍କ ପାଇଁ ମାଗଣା ତାଲିମ୍‌ କାର୍ଯ୍ୟକ୍ରମ କରାଯାଉଛି। ସିପେଟ, ବାମପଡ଼ା, ବାଲେଶ୍ଵରଠାରେ ଏହି କାର୍ଯ୍ୟକ୍ରମ କରାଯିବ। ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନ...