ଥରେ ଟିକା ନେବାକୁ ମନା କଲେ ଆଉ ମାଗଣାରେ ମିଳିବନି
ଓଡ଼ିଶାଲାଇଭ୍ ବ୍ୟୁରୋ
ଥରେ କରୋନା ଟିକା ନେବାକୁ ମନା କଲେ, ତା’ ପରେ ଆଉ ମାଗଣାରେ ଟିକା ଦିଆଯିବ ନାହିଁ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ମଙ୍ଗଳବାର...
ପୁଣି ବଢ଼ିଲା ତେଲ ଦର – ପେଟ୍ରୋଲ ୮୫.୬୦କୁ ଡିଜେଲ ୮୧.୮୪ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ମାସରେ ୫ଥର ବଢ଼ିଲାଣି ପେଟ୍ରୋଲ, ଡିଜେଲ ଦର। ୩ଦିନ ଧରି ଦର ଅପରିବର୍ତ୍ତିତ ରହିବା ପରେ ସୋମବାର ପୁଣି ତୈଳ ଦରରେ ୨୫ ପଇସା ବୃଦ୍ଧି ପାଇଛି। ରାଜଧାନୀ ଭୁବନେଶ୍ଵରରେ...
ଦେଶରେ ଟିକା ନେଲେଣି ୩ ଲକ୍ଷ ୮୧ ହଜାର – ୫୮୦ ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା
ଓଡ଼ିଶାଲାଇଭ ବ୍ୟୁରୋ
ସାରାଦେଶରେ ଟିକାକରଣ ତୃତୀୟ ଦିନରେ ପହଞ୍ଚିଛି। ଏବେ ସୁଦ୍ଧା ଦେଶରେ ୩ ଲକ୍ଷ ୮୧ ହଜାର ୩୦୫ ଜଣ ଟିକା ନେଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।...
ରାୟଗଡ଼ାରେ ସଡ଼କ ସୁରକ୍ଷା ସପ୍ତାହ ଉଦଘାଟିତ, ସବୁ ବ୍ଲକରେ ବୁଲିବ ସଚେତନତା ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡାରୁ ତୁଷାର ରଞ୍ଜନ ସାହୁ): ରାୟଗଡା ସହରରେ ସୋମବାର ୩୨ମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଉଦଘାଟିତ ହୋଇଛି। ନୂତନ ବସଷ୍ଟାଣ୍ଡ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ...
ପୁରୀ ଶ୍ରୀମନ୍ଦିର ଭିଡ଼କୁ ସମ୍ଭାଳିବା ପାଇଁ ବ୍ୟାପକ ବ୍ୟବସ୍ଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ହେବାକୁ ଥିବା ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ଗୁରୁବାର ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଯେତେବେଳେ ମନ୍ଦିର...
ରାଜ୍ୟର ସବୁ ମେଡିକାଲ କଲେଜରେ ମିଳିବ କରୋନା ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ସବୁ ମେଡିକାଲ କଲେଜରେ ମିଳିବ କରୋନା ଟିକା। କରୋନା ଟିକାକୁ ଅଧିକ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟର ସମସ୍ତ ମେଡିକାଲ କଲେଜକୁ ଚିହ୍ନଟ କରାଯାଇଛି। ପ୍ରତି ମେଡିକାଲ କଲେଜରେ...
ଗୋଟିଏ ଟାଇଟଲ, ଦୁଇଟି ଫିଲ୍ମ – ଦର୍ଶକଙ୍କୁ ପସନ୍ଦ ଆସିଛି ଓଲିଉଡର ଏହି ସିନେମା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଲିଉଡରେ ଏମିତି ବି ସିନେମା ବେଳେବେଳେ ନିର୍ମିତ ହୁଏ, ଯାହାର ଟାଇଟଲ୍ କୌଣସି ଏକ ପୂର୍ବ ସିନେମାର ଶୀର୍ଷକ ସହ ସମାନ। ସବୁଠୁ ଖାସ କଥା କେତେକ କଳାକାର ଉଭୟ...
ଜାଣନ୍ତୁ ଆଜିର ରାଶିଫଳ – (୧୯ ଜାନୁଆରି ୨୦୨୧, ମଙ୍ଗଳବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ।
ତିଥି ଓ ପର୍ବ-ଦିବସ: ଆଜି ପୌଷ ଶୁକ୍ଳ ଷଷ୍ଠୀ ଦିବା ୧୦:୫୯:୧୦ ଗତେ ସପ୍ତମୀ ତିଥି। ମୀନଚନ୍ଦ୍ର...
ନବରଙ୍ଗପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ, ଟ୍ରାଫିକ ନିୟମ ମାନିବାକୁ ଜିଲ୍ଲାପାଳଙ୍କ ପରାମର୍ଶ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସୋମବାର ଜିଲ୍ଲାରେ ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୧ ପାଳିତ ହୋଇଛି। ଏହି ଅବସରରେ ଜିଲ୍ଲାରେ ଏକ ସଡ଼କ...
ପ୍ରଥମ ଓଡ଼ିଆ ଭାବେ ସେନା ଉପମୁଖ୍ୟ ହୋଇପାରନ୍ତି ଚଣ୍ଡି ପ୍ରସାଦ ମହାନ୍ତି
ଓଡ଼ିଶାଲାଇଭ ବ୍ୟୁରୋ
ଭାରତୀୟ ସ୍ଥଳସେନାର ଉପମୁଖ୍ୟ ପଦ ମଣ୍ଡନ କରିପାରନ୍ତି ଜଣେ ଓଡ଼ିଆ। ସେ ହେଉଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି। ଯଦି ସେ ଏହି ପଦରେ ଆସୀନ ହୁଅନ୍ତି, ତେବେ ସେ...