ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ ହେଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବାରିପଦାସ୍ଥିତ ଉତ୍ତର ଓଡ଼ିଶା ମହାବିଦ୍ୟାଳୟର ନାଁ ପରିବର୍ତ୍ତନ ହୋଇଛି। ମୟୂରଭଞ୍ଜର ପୂର୍ବତନ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ଏହାକୁ ନାମିତ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।...
rashi fala

ଆଜିର ରାଶିଫଳ – (୨୩ ଡିସେମ୍ବର ୨୦୨୦, ବୁଧବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ବୁଧବାର ମାର୍ଗଶିର ଶୁକ୍ଳ ନବମୀ ସନ୍ଧ୍ୟା ୦୮:୩୯:୫୩ ଗତେ ଦଶମୀ ତିଥି। ମୀନଚନ୍ଦ୍ର...

କଟକଣା ମଧ୍ୟରେ ଖୋଲିଲା କାକଟପୁର ମା’ ମଙ୍ଗଳା ମନ୍ଦିର

ଓଡ଼ିଶାଲାଇଭ୍ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କରୋନା ଯୋଗୁ ଦୀର୍ଘ ୯ ମାସ ଧରି ବନ୍ଦ ରହିବା ପରେ ବୁଧବାରଠାରୁ ଖୋଲିଛି କାକଟପୁର ମା’ ମଙ୍ଗଳା ମନ୍ଦିର। ସମ୍ପୂର୍ଣ୍ଣ କଟକଣା ମଧ୍ୟରେ ଶ୍ରଦ୍ଧାଳୁମାନେ ମା’ଙ୍କୁ...

ଶ୍ରୀମନ୍ଦିରରେ ଦୀପ ଜାଳିବା ମନା, ଭୋଗ ନେଇ ଯାଇପାରିବେନି ଭକ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସ୍‌ଓପି ଜାରି ହୋଇଛି। ପୂର୍ବରୁ ଥିବା ନିୟମ ସହିତ ଆଉ କିଛି ନୂଆ ନିୟମ ଯୋଡ଼ି ଏସଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର...

ଛାତ୍ରମାନେ ଓଡ଼ିଶାର ନୂଆ ଯୁଗର ସାରଥୀ – ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ "ଛାତ୍ରମାନେ ହେଉଛନ୍ତି ଓଡ଼ିଆ ଜାତିର ଭବିଷ୍ୟତ। ସେମାନେ ହିଁ ଓଡ଼ିଶାର ନୂଆ ଯୁଗର ସାରଥୀ। ଛାତ୍ରମାନେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟକୁ ସୁରକ୍ଷା ଦେବା ସହ ଓଡ଼ିଆ ଅସ୍ମିତାକୁ ଆଗକୁ ନେଇପାରିବେ", କହିଛନ୍ତି...

ଏସଆଇଟି ତଦନ୍ତକୁ ନେଇ ବିଜେପିର ପ୍ରଶ୍ନ, କାହିଁକି ହେଲାନି ବାବୁଲି ନାୟକଙ୍କ ପଲିଗ୍ରାଫ ଟେଷ୍ଟ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପରୀ ହତ୍ୟା ଘଟଣା ଏସଆଇଟି ତଦନ୍ତ ଉପରେ ପ୍ରଶ୍ନ ଉଠାଇଲା ବିଜେପି ମନଗଢ଼ା କାହାଣୀ କହୁଛି ଏସଆଇଟି - ପ୍ରଦୀପ୍ତ ନାଏକ ପରୀ ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି।...

ପରୀକୁ ନ୍ୟାୟ ମିଳୁ, ସତ୍ୟ ଉନ୍ମୋଚନ ହେଉ : ଅରୁଣ ସାହୁ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ର କୁନି ଝିଅ ପରୀ ହତ୍ୟା ମାମଲାରେ ବୁଧବାର କୃଷିମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି। ପରୀକୁ ନ୍ୟାୟ ମିଳିବା ସହ ଘଟଣା ପଛର ସତ୍ୟ ଉନ୍ମୋଚନ ହେଉ ବୋଲି କହିଛନ୍ତି...

୯ ମାସ ପରେ ଜଗା ଦର୍ଶନ, ଭକ୍ତ ଆଖିରୁ ଝରିଲା ଭାବର ଲୁହ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ କଟକଣା ଭିତରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଭକ୍ତ। ୯ ମାସ ପରେ ଆଜି ଭକ୍ତ ଭଗବାନଙ୍କର ହେଲା ଅପୂର୍ବ ମିଳନ। ରତ୍ନ ସିଂହାସନରେ ବସି ଭକ୍ତଙ୍କୁ ଦର୍ଶନ ଦେଲେ ମହାବାହୁ।...

ରାଜ୍ୟରୁ ଆଜି ୩୬୪ ପଜିଟିଭ୍ ଚିହ୍ନଟ, ଆଖି ବୁଜିଲେ ୩ ଆକ୍ରାନ୍ତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୩୬୪ ଆକ୍ରାନ୍ତ, ୩ ମୃତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୨୭୯କୁ ବୃଦ୍ଧି କରୋନା ମୃତ୍ୟୁସଂଖ୍ୟା ୧,୮୪୬କୁ ବୃଦ୍ଧି ରାଜ୍ୟର ୨୫ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି...

ଦେଶ ପାଳୁଛି କୃଷକ ଦିବସ, ହେଲେ ରାଜରାସ୍ତାରେ ବସିଛି ଚାଷୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୃଷି ଓ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ। କୃଷି ଓ କୃଷକଙ୍କୁ ବାଦ ଦେଇ ଜୀବନ ବଞ୍ଚିବା କଷ୍ଟ। ଆଜି ସେହି କୃଷକମାନଙ୍କୁ ସମ୍ମାନ ଜଣାଇ ପାଳିତ ହେଉଛି ଜାତୀୟ...