କେନ୍ଦ୍ରାପଡ଼ାରେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ୮୫ ବର୍ଷୀୟ ବୃଦ୍ଧ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୂଇଁପୁର, ବନ୍ଧସାହି ଗ୍ରାମର ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ଘଟଣାରେ ୮୫ ବର୍ଷୀୟ ଜଣେ...

ରାୟଗଡ଼ାରେ ଆପ୍ ପକ୍ଷରୁ ଜବରଦଖଲ ଉଚ୍ଛେଦକୁ ବିରୋଧ, ହାଇକୋର୍ଟରେ ମାମଲା ରୁଜୁ କରିବାକୁ ଚେତାବନୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହରର ଗୁରୁମଗୁଡ଼ାଠାରେ ପୌରପାଳିକା ପକ୍ଷରୁ ଚାଲିଥିବା ଜବରଦଖଲ ଉଚ୍ଛେଦକୁ ବିରୋଧ କରିଛି ରାୟଗଡ଼ା ଆମ୍‌ ଆଦ୍‌ମୀ ଦଳ (ଆପ୍)। କରେନା ସମୟରେ ଏଭଳି ବଳପୂର୍ବକ...

ରାୟଗଡ଼ା: ବିଜୁ ଯୁବ ଜନତା ଦଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ବିଜୁ ଯୁବ ଜନତା ଦଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ କୈଳାଶ ହୋଟେଲ ପରିସରରେ ରବିବାର ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାୟଗଡ଼ା ଜିଲ୍ଲା...

ପରୀ ଘଟଣାରେ ହାଇକୋର୍ଟ ପରିଚାଳିତ ଏସଆଇଟି ତଦନ୍ତ ଠିକ ନିଷ୍ପତ୍ତି – ବିଜୟ ମହାପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ପରୀ ହତ୍ୟା ଘଟଣାରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସୋମବାର ଦିନ ମୁହଁ ଖୋଲିଛନ୍ତି। ହାଇକୋର୍ଟ ଦ୍ୱାରା ପରିଚାଳିତ ସ୍ଵତନ୍ତ୍ର ଯାଞ୍ଚ୍‌ ଟିମ୍‌ ଦ୍ୱାରା ଏହି ଘଟଣାର...

ଛାଡ଼ଖାଇରେ ଖାଆନ୍ତୁ ଚିକେନ୍ ବେସର – ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଛ ବେସର ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ଥରେ ଚିକେନ୍ ବେସର କରି ଦେଖନ୍ତୁ। ଖାଇବାକୁ ଯେତିକି ସୁଆଦିଆ, ପ୍ରସ୍ତୁତ କରିବା ବି ସେତିକି ସହଜ। ସାମଗ୍ରୀ ଚିକେନ୍‌ – ୫୦୦ଗ୍ରାମ୍‌ ...

ଛାଡ଼ଖାଇରେ ଘରେ କରନ୍ତୁ ମାଟି ହାଣ୍ଡି ମଟନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଛାଡ଼ଖାଇ। ଯେଉଁମାନେ କାର୍ତ୍ତିକ ମାସକ ଯାକ ଆମିଷ ନ ଖାଇ ରହିଥିଲେ, ସେମାନେ ଆଜି ଛାଡ଼ଖାଇରେ ଆମିଷ ଖାଇବେ। ଯଦି ଆପଣ ବି ଆଜି କିଛି ଆମିଷର କିଛି ଅଲଗା...
rashi fala

ଜାଣନ୍ତୁ ଆଜିର ରାଶିଫଳ – (୦୧ ଡିସେମ୍ବର ୨୦୨୦, ମଙ୍ଗଳବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ–ଦିବସ: ଆଜି ମାର୍ଗଶିର କୃଷ୍ଣ ପ୍ରତିପଦ ଦିବା ୦୪:୫୨:୧୪ ଗତେ ଦ୍ଵିତୀୟା ତିଥି। ବୃଷଚନ୍ଦ୍ର ରାତ୍ରି ୦୯:୩୬ ଗତେ ମିଥୁନଚନ୍ଦ୍ର।...

ଚାରି ମାସ ପରେ ପ୍ରଥମ ଥର ଓଡ଼ିଶାରେ କରୋନା ମୃତ୍ୟୁ ୫ ତଳକୁ ଖସିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ୫ ତଳକୁ ଖସି ଆସିଛି। ରବିବାର ଦିନ ରାଜ୍ୟରେ ମାତ୍ର ୪ ଜଣ ପ୍ରାଣ ହରାଇଛନ୍ତି। ବିଗତ ଚାରି ମାସ ମଧ୍ୟରେ କରୋନା ମୃତ୍ୟୁରେ ଏହା...

ରାଜ୍ୟ ସରକାରଙ୍କ ଗାଇଡଲାଇନ୍ – ବିବାହ, ଅନ୍ତ୍ୟେଷ୍ଟି କ୍ରିୟାରେ ମାନିବେ କେଉଁ ସବୁ ନିୟମ?

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହ ଉତ୍ସବରେ ଅତିବେଶୀରେ ୨୦୦ ଲୋକ ଏକାଠି ହୋଇପାରିବେ। ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଲୋକ ଯୋଗଦେଇପାରିବେ। ଏଥିପାଇଁ ସ୍ଥାନୀୟ ପୋଲିସ ଷ୍ଟେସନଠାରୁ ଅନୁମତି ଆଣିବା ବାଧ୍ୟତାମୂଳକ। ବିବାହରେ ବରଯାତ୍ରୀ ରୋଷଣୀ କରିପାରିବେ ନାହିଁ। ବର, କନ୍ୟା,...

ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ହେଲା ଯକୃତ ପ୍ରତ୍ୟାରୋପଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଡାକ୍ତରୀ ଇତିହାସରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରିଛି ସମ୍ ହସ୍ପିଟାଲ। ଶିକ୍ଷା ଓ ଅନୁସନ୍ଧାନ (ଡିମଡ୍ ଟୁ ବି ୟୁନିଭର୍ସିଟି) ଦ୍ୱାରା ପରିଚାଳିତ ଏହି...